Sign in
Sign in
Recover your password.
A password will be e-mailed to you.
ଉପଭୋକ୍ତାଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ପାଇଁ ଶାଓମି ଇଣ୍ଡିଆ ପକ୍ଷରୁ ରିଲାଏନ୍ସ ଜିଓ ସହ ସହଯୋଗିତା
- ଶାଓମିର ସମସ୍ତ ୫ଜି ସ୍ମାର୍ଟଫୋନ୍ ଜିଓ ଟ୍ରୁ-୫ଜି ନେଟ୍ୱର୍କକୁ ସପୋର୍ଟ କରିବ
ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଶାଓମି ଇଣ୍ଡିଆ ପକ୍ଷରୁ ଏହାର ଉପଭୋକ୍ତାମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜିଓ ସହିତ ସହଯୋଗିତା ସ୍ଥାପନ କରାଯାଇଥିବା…
କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଆନିକଟ ନିର୍ମାଣ ପାଇଁ ୩୪୪.୬୭ କୋଟି ଟଙ୍କା ଅନୁମୋଦିତ
କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ
ଭୁବନେଶ୍ୱର ; କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଆନିକଟ ନିର୍ମାଣ ପାଇଁ ରାଜ୍ୟ ସରକାର ୩୪୪.୬୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି…
କିଟରେ ୩୬ତମ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଉଦଯାପିତ
ଭୁବନେଶ୍ୱର,୨୭ା୧୨: କିଟରେ ୩୬ତମ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘କ୍ରିତି ଉତ୍ସବ’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଗତ ୫ଦିନ ଧରି ଚାଲିଥିବା କ୍ରିତି ଉତ୍ସବର ଉଦଘାଟନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ି ନିଜକୁ…
ସୋଆ ପକ୍ଷରୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟନୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା କବିତା ସଂକଳନ “ଦୟାନଦୀ” ପୁସ୍ତକର ରଚୟିତା ତଥା ବିଶିଷ୍ଟ ଓଡ଼ିଆ କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ…
ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିବସ
ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ନୃତ୍ୟ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ପୂର୍ବାହ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ଓଡ଼ିଶୀ…
ଡିସେମ୍ବର ୨୯ରୁ ସୋଆରେ ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ଆରମ୍ଭ
ଭୁବନେଶ୍ୱର,: ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଷ୍ଟାଡିୟମ୍ରେ ୨୭ ତମ ସିନିୟର୍ ଆଇଏକେଓ ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ଆୟୋଜିତ ହେବ । ଏହି ଚାମ୍ପିଅନ୍ସିପ୍ରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୫୦୦ ରୁ ଅଧିକ ପ୍ରତିଯୋଗୀ…
ଯୋଡ଼ା ଯୁବବର୍ଗଙ୍କ ଦକ୍ଷତାର ବିକାଶ କରୁଛି ଟିଏସ୍ଏଫ୍ ର ‘ବାହ୍ୟ ନେତୃତ୍ୱ ଶିବିର’
ଯୋଡ଼ା: ଗ୍ରାମୀଣ ଯୁବବର୍ଗମାନଙ୍କ ମଧ୍ୟରେ ନେତୃତ୍ୱ ଓ ଦଳଗତ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଯୋଡ଼ା ଓ ଏହା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଯୁବବର୍ଗଙ୍କ ନିମନ୍ତେ ଜାମସେଦପୁରଠାରେ ଏକ ବାହ୍ୟ ନେତୃତ୍ୱ ଶିବିର ଆୟୋଜିତ ହୋଇଯାଇଛି । କୁଡ଼ାପୋଶି, ବେଣୁଆପାଣି,…
ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ବାଜି ମାରିଲେ ଓଡିଆ ଖେଳାଳୀ
ବୀରମହାରାଜପୁର,( ବିନୋଦ ପାଣ୍ଡେ) ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ବାଜଜିମାରିଲେ ଓଡିଆ ଖେଳାଳୀ । ଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଦି୍ୱତୀୟ ଆନ୍ତର୍ଜାତୀୟ ଓପନ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେଇ ବାଜି ମାରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର…
ଓଡ଼ିଶାର କଳା ଓ ସଂସ୍କୃତି ସମ୍ପର୍କରେ ବିଶ୍ୱବାସୀ ଅଧିକରୁ ଅଧିକ ଜାଣନ୍ତୁ -ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର
ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବ
ଭୁବନେଶ୍ୱର-ଓଡ଼ିଶାରେ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବ,ବିଶ୍ୱର କୋଣ ଅନୁକୋଣରୁ ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କୁ ଏକତ୍ରିତ କରିବାର ସୁଯୋଗ ଦେଇଛି । ଏହି ମହୋତ୍ସବରେ ଦେଶ ବିଦେଶର ବହୁ ସ୍ୱନାମଧନ୍ୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଯୋଗ ଦେଇଛନ୍ତି l…
ଓଡ଼ଗାଁରେ ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ବୈଷ୍ଣବ ଯଜ୍ଞ ଅନୁଷ୍ଠିତ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର):ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ଓଡ଼ଗାଁ ରାଧାକାନ୍ତ ମନ୍ଦିର ସାମ୍ନା ଯଜ୍ଞ ମଣ୍ଡପ ଠାରେ ବୈଷ୍ଣବ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୂର୍ଯ୍ୟପୂଜା, ରୁଦ୍ରାଭିଷେକ, ଚଣ୍ଡି ପାଠ, ହନୁମାନ…