“ବନ୍ଧୁ” ସାମାଜିକ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟ ୧୯୮୬  ମସିହା ମାଟ୍ରିକ ବ୍ୟାଚର  ଛାତ୍ରଛାତ୍ରୀଙ୍କବନ୍ଧୁ ମିଳନ ଭୁବନେଶ୍ୱର :ଭୁବନେଶ୍ଵରଉପକଣ୍ଠ ବାଲିଅନ୍ତା ବ୍ଲକସ୍ଥିତ “ବନ୍ଧୁ”(ବୋନାଫାଏଟ୍ ଆସୋସିଏସନ ଫର ଡେଭେଲପମେଣ୍ଟ ଅଫ ନେଚର, ହେଲଥ୍ କେୟାର ଆଣ୍ଡ ଅଣ୍ଡର ପ୍ରିଭିଲେଜ୍ଡ ) ସାମାଜିକ ଅନୁଷ୍ଠାନର…

କିଟରେ ହକି ବିଶ୍ୱକପ୍‍ ଟ୍ରଫି:ଅଲିମ୍ପିଆନ୍‍ଙ୍କ ସମେତ ୧୫ହଜାର କ୍ରୀଡ଼ାବିତ୍‍ଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର,: ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ ପହଞ୍ଚିଥିଲା। କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍‍…

ସୋଆ କ୍ୟାମ୍ପସ୍‌ରେ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, ୨୫/୧୨: ରବିବାର ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି ।ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ…

ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାର କମିଟ ଆନୁକୁଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହି ସ୍ଥିତ ରସିକରାଜ ମଠ (ଆପନ୍ନା ପରିଚ୍ଛା) ପରିସରରେ ଏକ ଉପଭୋକ୍ତା ସୁରକ୍ଷା ଓ ଅଧିକାର କର୍ମଶାଳା ଲିଙ୍ଗରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ…

ଯୋଡ଼ା ମଣ୍ଡଳ ବିଜେପି ପକ୍ଷରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଯୋଡ଼ା -ଯୋଡ଼ା ମଣ୍ଡଳ ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଯୋଡ଼ା ମଣ୍ଡଳ ବିଜେପି ସଭାପତି ସୁଶାନ୍ତ କୁମାର ବେବର୍ତ୍ତା, ଉପସଭାପତି ପାର୍ଥ ସାରଥି ଷଡ଼ଙ୍ଗୀ, ସାଧାରଣ ସଂପାଦକ ଅନନ୍ତ ପ୍ରକାଶ…

ଉତ୍କଳ ସମ୍ମିଳନୀ ଗଜପତି ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସର୍ବ ସମ୍ମତି କ୍ରମେ ଉତ୍କଳ ସମ୍ମିଳନୀ ଗଜପତି ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚିତ ନିମ୍ନଲିଖିତ ସଭ୍ୟ ସଭ୍ୟା ମାନେ ହେଲେ - ଉପଦେଷ୍ଟା ମଣ୍ଡଳୀରେ…

ଈର୍ଷା, ଅସୂୟା ଓ ଅପପ୍ରଚାରକୁ ଆୟୁଧ କରିଛି ବିଜେପି: ଡା. ରାଉତ

ଭୁବନେଶ୍ୱର: "ରାଜନୈତିକ ଦାୟିତ୍ୱବୋଧ ପ୍ରଦର୍ଶନ ପରିବର୍ତ୍ତେ ଲୋକଙ୍କ ଭିତରେ ଈର୍ଷା, ଅସୂୟା ସୃଷ୍ଟି ସହିତ ଅପପ୍ରଚାରକୁ ଆୟୁଧ କରୁଛି ରାଜ୍ୟ ବିଜେପି । ରାଜ୍ୟ ପ୍ରଶାସନ ଯେତେସବୁ ଅପରାଧିକ ଘଟଣାର ପର୍ଦ୍ଦାଫାସ କରି ସମ୍ପୃକ୍ତ ଅପରାଧକୁ ନିର୍ଣ୍ଣୟ କରିବା ପାଇଁ ଆଇନ ଅନୁସାରେ ତଦନ୍ତ ଆରମ୍ଭ…

ବାଫଲିମାଳି ବକ୍ସାଇଟ ଖଣିରେ ଉତ୍କଳ ଆଲୁମିନା ପକ୍ଷରୁ ୨୪ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଇଣ୍ଡିଆନ ବ୍ୟୁରୋ ଅଫ୍‍ ମାଇନ୍ସ, ଭୁବନେଶ୍ୱର ରିଜନ୍‍ ମାର୍ଗଦର୍ଶନରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ୨୦୨୨ ଡିସେମ୍ବର ୧୮ ତାରିଖରୁ…

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳରେ ମହିଳା ସଶକ୍ତୀକରଣ ପାଇଁ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଯୋଗରେ ମହିଳା ଏସଏଚ୍‌ଜିଙ୍କ ପାଇଁ ସବାଇ ଘାଷ ହସ୍ତକଳା କର୍ମଶାଳା ଆୟୋଜିତ ବାଲେଶ୍ୱର: ଜୀବନଜୀବିକା ଅଭିଯାନ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ସବାଇ ଘାଷ…

ବେଆଇନ ଧଳାପଥର ଚାଲାଣ ଅଭିଯୋଗ ରେ ଛଅ ଗିରଫ।

ସାରସକଣା/ବନ ବିହାରି ମହାପାତ୍ର:  ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ରେ ବେଆଇନ ଭାବେ ଧଳାପଥର ଚାଲାଣ ଅଭିଯୋଗ ହୋଇଆସୁଥିଲା କିନ୍ତୁ ପ୍ରଶାସନ ନିଘୋଡ଼ ନିଦରେ ଶୋଇଥିଲା କିନ୍ତୁ ହଠାତ୍ କୋୖଣସିସୂତ୍ରରୁ ସୂଚନା ପାଇ ଝାରପୋଖରିଆ ପୋଲିସ ଚଢ଼ାଉ କରି ପାକ୍ ଟିଆ ରାସ୍ତା ଦେଇ ଝାରପୋଖରିଆ ଆସୁଥିବା…