Sign in
Sign in
Recover your password.
A password will be e-mailed to you.
ଦୁର୍ବଳ ସଂଗଠନ ସଜାଡିବାକୁ ସାରା ଦେଶ ଗସ୍ତ କରୁଛନ୍ତି ଶ୍ରୀ ନଡ୍ଡା: ବିଜେଡି
ବାରମ୍ବାର ହାରିବା ଯୋଗୁଁ ବିଜେପି କର୍ମୀ ହତୋତ୍ସାହିତ ଓ ସଂଗଠନ ଦୁର୍ବଳ
ଦୁର୍ବଳ ସଂଗଠନକୁ ସଜାଡିବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି
ଭୁବନେଶ୍ୱର,: ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇପଡିଥିବା ଦଳୀୟ କର୍ମୀ ଓ ଦୁର୍ବଳ ହୋଇଯାଇଥିବା…
“ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା” ଆୟୋଜିତ
https://youtu.be/50Rxlzp5MO8
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପଦାମୃତ ନୃତ୍ୟାୟନ ଦ୍ଵାରା "ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା" ଆୟୋଜିତ ହୋଇଯାଇଛି । ସ୍ଥାନୀୟ ନଗର ଭବନ…
ଓଡିଶା ସରକାରଙ୍କୁ କିଏ ଚଳାଉଛି, ତାହା ଜଣା ପଡୁନାହିଁ : ନଡ୍ଡା
ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ
କନ୍ଧମାଳର ତୁମୁଡିବନ୍ଧ ଏବଂ ପୁରୀ ଲୋକସଭା ଅନ୍ତର୍ଗତ ବାଣପୁରଠାରେ ଅନୁଷ୍ଠିତ ସାଧାରଣ ସମାବେଶକୁ କରିଲେ ସମ୍ବୋଧନ
ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଓ କେମିତି ହଜିଲା, ଜବାବ୍ ରଖନ୍ତୁ ନବୀନ ପଟ୍ଟନାୟକ…
ବାଣପୁର: ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା
ବାଣପୁର/ଖୋର୍ଦ୍ଦା: (ସେକ୍ କୌଶର) ଆଜି ବିଜେପିର ରାଷ୍ଟ୍ରୀୟ ଜଗତ ପ୍ରସାଦ ନଡ୍ଡା ଓଡିଶାଗସ୍ତରେ ଆସିଛନ୍ତି। ଜେପି ନଡ୍ଡାଙ୍କ ଏହି ଗସ୍ତରେ ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରରେ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡା ରାଜ୍ୟ…
ବିଶ୍ୱ କପ୍ ହକି ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଷ୍ଟାଲିନ୍ଙ୍କୁ ସାକ୍ଷାତ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଦେଲେ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ
ଚେନ୍ନାଇ /ଭୁବନେଶ୍ୱର: ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପ୍ ଲାଗି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଚେନ୍ନାଇ…
ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳାଙ୍କ ଉପରେ ଭିଜିଲାନ୍ସଙ୍କ ଚଢ଼ାଉ
ଜଗତସିଂହପୁର,/ସୁମନ୍ତକୁମାରଦାସ:ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରାଜସ୍ବବିଭାଗର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଚିତ୍ତରଞ୍ଜନ ପିଳାଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଥିବା ତାଙ୍କ କାର୍ଯ୍ୟଳୟ ସମେତ ରାଜ୍ୟର…
ମହିଳା ସ୍ନାତକ ମହାବିଦ୍ୟାଳୟ ଏନଏସଏସ ତରଫରୁ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦଯାପିତ
ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ସପ୍ତାହ ବ୍ୟାପୀ ଚାଲିଥିବା ଶୀତକାଳୀନ ସ୍ବତନ୍ତ୍ର ଶିବିରର ଉଦ୍ଯାପନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ବରୀ ସାହୁ ସଭାପତିତ୍ବ କରି ସ୍ଵେଚ୍ଛାସେବୀମାନଙ୍କୁ ସମାଜର…
ମଡେଲ ଡିଗ୍ରୀ କଲେଜ ତରଫରୁ ପୋଷ୍ୟ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ
ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାର ଟିରଲି ଅମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଆଜି ସପ୍ତ ଦିବସୀୟ ଶିବିରର ଚତୁର୍ଥ ଦିବସରେ ପୋଷ୍ୟ ଗ୍ରାମ ତୀର୍ଲୀ ଅମ୍ବାଗୁଡ଼ାରେ ଡ୍ରେନ୍ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଏବଂ…
କେନ୍ଦୁଝର ଭାଜପାର ଜିଲ୍ଲାପଦାଧିକାରୀଙ୍କୁ ନେଇ ସାଙ୍ଗଠନିକ ବୈଠକ
ବୁଥସ୍ତର ରୁ ଲୋକଙ୍କୁ ଭାଜପା ର କାର୍ଯ୍ୟଧାରା ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ବାର୍ତ୍ତା ପହଂଚିବାକୁ ପରାମର୍ଶ
କେନ୍ଦୁଝର (ପାର୍ଥସାରଥୀ ଷଡ଼ଙ୍ଗୀ)- ଆଗାମୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଉପଲକ୍ଷେ କେନ୍ଦୁଝର ଭାଜପା ର ଏକ ଜରୁରୀ ବୈଠକ ସହ ଆଗାମୀ ରଣନୀତି ସମ୍ପର୍କ ରେ…
ମହାମାରୀ କରୋନା ର ପ୍ରତିକାର ଓ ମୁକାବିଲା ପାଇଁ ପ୍ରସ୍ତୁତି ଅଭ୍ୟାସ
https://youtu.be/Ov3BJrQgdqY
ସଫଳ ମୁକାବିଲା ପାଇଁ ସଦାସର୍ବଦା ସଜାଗ ରହିବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ନବରଙ୍ଗପୁର/ଅଶୋକ ସାହୁ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଠାରେ ସମ୍ଭାବ୍ୟ ମହାମାରୀ କରୋନା ର ପ୍ରତିକାର ଓ ମୁକାବିଲା…