ଆଇଆଇଟି ଖଡ଼ଗପୁର ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ

ବୃତିଗତ ସଫଳତା, ଶିକ୍ଷା, ଗବେଷଣା, ଶିଳ୍ପ, ସାମାଜିକ ଏବଂ ଆନୁଷ୍ଠାନିକ ସ୍ତରରେ ଅବଦାନ ନିମନ୍ତେ ମିଳିଲା ଏହି ସମ୍ମାନ ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ପ୍ରତିଷ୍ଠାତା ସଭାପତି ତଥା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ…

ଅଳ୍ପକେ ଦୁର୍ଘଟଣାରୁ ସୁରକ୍ଷିତ ବର୍ତ୍ତିଲେ ଉପବାଚସ୍ପତି

ଅନୁଗୋଳ: ଅଳ୍ପକେ ଦୁର୍ଘଟଣାରୁ ସୁରକ୍ଷିତ ବର୍ତ୍ତିଲେ ଉପବାଚସ୍ପତି ରଜନୀକାନ୍ତ ସିଂ | ଅନଗୁଳ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲାରେ ତାଙ୍କ କାରକୁ ଏକ ଟ୍ରକସାଇଡରୁ ପିଟିଲା। ସୌଭାଗ୍ୟବଶତଃ କିଛି ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଉପ ବାଚସ୍ପତି ଶ୍ରୀ ସିଂ ।

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ :୧୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

"ଅନୁଗୁଳ ସେବା ଓ ସଂଗ୍ରାମର ଭୂମି" ୩୫୦ କୋଟିରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମିଶନ ଶକ୍ତି ମା ମାନଙ୍କୁ ୨୪୨ କୋଟି ଟଙ୍କା, ୭୫ ହଜାର ମହିଳା ଉପକୃତ ମିଶନ ଶକ୍ତି ମା ମାନଙ୍କ ସଫଳତା ମୋତେ ଆନନ୍ଦ ଦେଇଛି - ମୁଖ୍ୟମନ୍ତ୍ରୀ  …

ଢେଙ୍କାନାଳ ରାଜନୀତି ପାଣି ଗୋଳିଆ: ଠିକଣା ପ୍ରାର୍ଥୀ ଚୟନ ଏବେ ବଡ ଆହ୍ବାନ

ମାପିଚୁପି  ନିଷ୍ପତ୍ତି ନନେଲେ  ବିଗିଡି ଯାଇପାରେ ରାଜନୀତିର ସମୀକରଣ  "ମା ମାନେ ଆଗେଇ ଆସନ୍ତୁ ଓ ଦାୟିତ୍ଵ ନିଅନ୍ତୁ | ମା ମାନଙ୍କ ଆଶୀର୍ବାଦ ରହିଲେ ପଚିଶ ବର୍ଷ କଣ, ପଚାଶ ବର୍ଷ କଣ , ବିଜୁ ଜନତା ଦଳ ଶହେବର୍ଷ ବି ସେବା କରିଚାଲିବ | ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟ ନାଦ…

ଜଗତସିଂହପୁରରେ ଆର୍.ବି.ଆଇ ଲୋକପାଳ ଅଫିସ୍ ତରଫରୁ ଆୟୋଜିତ ଟାଉନ ହଲ୍ କାର୍ଯ୍ୟକ୍ରମ

 ଜଗତସିଂହପୁର/ସୁମନ୍ତ କୁମାର ଦାସ: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman) ଅଫିସ୍ ଦ୍ୱାରା ଜଗତସିଂହପୁରରେ ବ୍ୟାଙ୍କ ଗ୍ରାହକମାନଙ୍କ ସଚେତନତା ପାଇଁ ଏକ ଟାଉନ ହଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ୍ ର ଲୋକପାଳ ଶ୍ରୀ ପଙ୍କଜ କୁମାର ନାୟକ…

ନୂତନ ମଣ୍ଡେଇ ପଡ଼ିଆକୁ ଆବର୍ଜନା ମୁକ୍ତ କଲେ ମଡେଲ ଡିଗ୍ରୀ କଲେଜର ଶତାଧିକ ସ୍ବେଛାସେବୀ

ନବରଙ୍ଗପୁର/ ଅଶୋକ ସାହୁ: ନୂତନ ମଣ୍ଡେଇ ପଡିଆରେ ପଡ଼ି ରହିଥିବା ଅଜସ୍ର ପ୍ଲାଷ୍ଟିକ ଜରି,କାଗଜ ତୁକୁଡା ତଥା ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁକୁ ସଫେଇ କରିଛନ୍ତି ମଡେଲ ଡିଗ୍ରୀ କଲେଜ ର ଶତାଧିକ ସ୍ବେଛାସେବୀ। ଏଥିରେ ସାମିଲ୍ ହୋଇଥିଲେ ସାନ ମସିଗାଁ ମେଡିକାଲ୍ ର ପାଖାପାଖି କୋଡିଏ ସ୍ବାସ୍ଥ୍ୟ…

ଯାତ୍ରୀବାହୀ ବସ ଡ୍ରାଇଭରକୁ ରକ୍ତାକ୍ତ ଆକ୍ରମଣ

ଜଗତସିଂହପୁର/ସୁମନ୍ତକୁମାରଦାସ:ଯାତ୍ରୀବାହୀ ବସ ଡ୍ରାଇଭରକୁ ରକ୍ତାକ୍ତ ଆକ୍ରମଣ।ଘଣ୍ଟାଏ ଧରି ଯାତ୍ରୀଙ୍କ ସହ ଅଟକି ରହିଲା ଯାତ୍ରୀବାହୀ ବସ। ଗୁରୁତର ଆହତ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପୋଲିସ l ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ…

ଜିଲ୍ଲାସ୍ତରୀୟ ଚାଷୀ ସଚେତନତା ପ୍ରଚାର ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆସନ୍ତା ୩୦/୧୨/୨୦୨୨ ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇ ଚାଷୀଙ୍କ ଅମଳ ଧାନ କ୍ରୟ କରାଯିବ। ସେଥିପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ଯୋଗାଣ…

ଆକ୍ସନ ମୋଡ଼ରେ ବିଧାୟିକା

ସିଧାସଳଖ ଲୋକଙ୍କ ପାଖକୁ ଯାଉଛନ୍ତି , ସରକାରୀ କାର୍ଯ୍ୟର ତଦାରଖ କରୁଛନ୍ତି ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ରଣୀ ସିଂ ବରିହା ବର୍ତ୍ତମାନ ଆକ୍ସନ ମୁଡ଼ରେ । ଆଜି ପାଇକମାଲ ନୃସିଂହନାଥ ପରିସରରେ ଲୁହୁରା ସମାଜ ର ଏକ ସଭାରେ ପାଇକମାଲ ବିଜୁ…

ବିପଦ ସମୟରେ ପୁଣି ଲୋକଙ୍କ ସାଥିରେ ସୁଶାନ୍ତ ସିଂ

ବରଗଡ :- ଗତ ରାତିରେ ବରଗଡ ଜିଲ୍ଲା ଅମ୍ଭାଭନା ଗ୍ରାମରୁ , ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅମ୍ବାଭୋନା ଓ ଭୁକ୍ତା ଗ୍ରାମପଞ୍ଚାୟତ ର VRP ସଦସ୍ୟା ମାନେ ଏକ୍ସପୋଜର ଯାତ୍ରା ପୁରୀ ଅଭିମୁଖେ ବାହାରିଥିଲେ । ଆଜି ସକାଳ ପ୍ରାୟ 10 ଘଣ୍ଟା ସମୟରେ ଯାତ୍ରୀତମାନଙ୍କୁ ନେଇ ଯାଉଥିବା ଉକ୍ତ ବସ ଟି ନୟାଗଡ଼…