ମୁଖ୍ୟମନ୍ତ୍ରୀ ମାଛ ତେଲରେ ପଛେ ମାଛ ଭାଜନ୍ତୁ କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ :ଧର୍ମେନ୍ଦ୍ର

ଅନୁଗୋଳରେ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରର ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନନେବା ଦୁର୍ଭାଗ୍ୟଜନକ - ଧର୍ମେନ୍ଦ୍ର ପ୍ରଧାନ • ଅନୁଗୋଳର ଡିଏମଏଫ ପାଣ୍ଠିରୁ ଆସୁଥିବା…

ସମ୍ବଲପୁର ଶାଲିମାର ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାଁରେ ନାମିତ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ…

• ଭୁବନେଶ୍ୱର ଷ୍ଟେସନର ପୁନଃବିକାଶ ପାଇଁ ଭୂମିପୂଜନ ଓ ପୁରୀ-ଜଳେଶ୍ୱର ଟ୍ରେନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ • ଏହି ଘୋଷଣା ମହିମା ଗୋସାଇଁ, ଭୀମ ଭୋଇ, ମହିମା ସମାଜ ଓ ଧର୍ମାବଲମ୍ବୀଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି • ପ୍ରଧାନମନ୍ତ୍ରୀ ଓଡିଆଙ୍କ ସହ ଅଛନ୍ତି, ରାଜ୍ୟ ସର୍ବାଙ୍ଗୀନ ବିକାଶ…

ଝାରବନ୍ଧ ରେ ବ୍ରାହ୍ମଣ ସମାଜ ର ବୈଠକ l

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ର ଗାୟତ୍ରୀ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ର ବାର୍ଷିକ ବୈଠକ ଆଜି 29.12 ଦିନ ବ୍ରାହ୍ମଣ ସମାଜ ର ସଭାପତି ଝସକେତନ ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଅଛି l ଝାରବନ୍ଧ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ବ୍ରାହ୍ମଣ ସମାଜ ର…

ଗବେଷଣା ପାଇଁ ଶରୀର ଦାନ କରି ସମାଜ ଆଗରେ ପ୍ରେରଣା ସାଜିଲେ ଶ୍ରୀନିବାସଙ୍କର ପରିବାରବର୍ଗ

(ସଂଯୋଜନା କଲା ଓଡ଼ିଶା-ମୋ ପରିବାର) ଜୀବନ ଯୁଦ୍ଧରେ ହାରିଯାଇ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି, ହେଲେ ମୃତ୍ୟୁ ପରେ ମେଡ଼ିକାଲ ରିସର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଶରୀର ଦାନ କରି ସମସ୍ତଙ୍କ ଆଖିରେ ଅଲିଭା ଛବି ଆଙ୍କିଦେଇଛନ୍ତି ସେ । ହଜିଯାଇଛି ତାଙ୍କ ଆତ୍ମା କିନ୍ତୁ ଅନ୍ୟମାନଙ୍କ ହୃଦୟକୁ…

କୋମଣ୍ଡ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ

ଲକ୍ଷ ଲକ୍ଷ ଟଙ୍କାର ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୋମଣ୍ଡ ଓ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ହାତୀଙ୍କୁ ଘଉଡ଼ାଇବାକୁ ସେଭଳି…

ଓଡ଼ଗାଁ କଲେଜ ପରିଚାଳନା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିଚାଳନା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଦିନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପରିଷଦର ସଭାପତି ସୁରେଶ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷ ତଥା ପରିଚାଳନା ପରିଷଦ…

ଲକ୍ଷାଧିକ ଟଙ୍କା ମୂଲ୍ୟର ଅମଳ ଧାନ ପୋଡ଼ି ପାଉଁଶ ହୋଇଗଲା

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ବୁଧବାର ଅପରାହ୍ନରେ ଓଡ଼ଗାଁ ଥାନା କୋମଣ୍ଡ ପଞ୍ଚାୟତ ଖଜୁରୀ ବନ୍ଧ ଗହିର ଜମିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଅମଳକ୍ଷମ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା । ପାଳ…

ଶିକାରୀର ବିଦ୍ୟୁତ ଫାଶରେ ପଡି ଗୟଳ ମୃତ: ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ବ୍ୟବଚ୍ଛେଦ

ବନ କର୍ମଚାରୀଙ୍କ ଦ୍ୱାରା ମୁଣ୍ଡ, ସିଂଘ, ଅନ୍ତବୁଜୁଳା ଓ ଲାଞ୍ଜ ଜବତକୁ ମାଟିରେ ପୋତାଗଲା ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗୟଳସିଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ଲାଗି ରହିଥିବା ଜଦୁପୁର ନିକଟସ୍ଥ ମଧୁଆମାରୁ ଗ୍ରାମ୍ୟ ଜଙ୍ଗଲରେ ଆଜି…

ଓଡ଼ିଶାର ଆଏନା ପିନ୍ଧିଲେ କିଟ୍ ନହ୍ନିପରୀ ମୁକୁଟ

ଭୁବନେଶ୍ୱର,: ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ତଥା ମେଗା ରାଉଣ୍ଡ ଗୁରୁବାର ଶେଷ ହୋଇଛି । ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍…

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ରାସ୍ତା ଶିଳାନ୍ୟାସ

4 ତାରିଖରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ l (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ ) ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ କରକମଳରେ ମାହାଙ୍ଗା ବ୍ଲକ ପଲିସାହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ ହୋଇଯାଇଛି। ଏହି କାର୍ଯ୍ୟ…