ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ

‘ବହି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ସଚେତନତା ଆବଶ୍ୟକ’ ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ପୁସ୍ତକ ମହୋସବକୁ ରୂପାନ୍ତରିତ କରାଯାଇ ଚଳିତ ବର୍ଷ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆୟୋଜନ କରାଯାଇଛି । ପୁସ୍ତକ ମହୋତ୍ସବ ଓ…

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରତ୍ନ ମୁଦ ଓ ମନ୍ଦିର ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ପାଳିତ

ରାଉରକେଲା / ବଣେଇ (ବସନ୍ତ କୁମାର ଜେନା): ବଣାଇ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଣେଶ୍ୱର ରାମଚଣ୍ଡୀ ମନ୍ଦିର ରତ୍ନ ମୁଦ ଓ ମନ୍ଦିର ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇଯାଇଛି | ଗତ ଦୁଇଦିନ ଧରି ଏହି ମନ୍ଦିର ରତ୍ନ ମୁଦ ଓ ବିଗ୍ରହ ପପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର ଙ୍କର ୧୦୨ବର୍ଷରେ ପରଲୋକ

ପୁରୀ, (ଅନିମେଶ ପଟ୍ଟନାୟକ): ବର୍ଷିୟାନ ତଥା ଶତାୟୁ ସ୍ବାଧିନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ପରଲୋକ ଘଟିଛି । ଶନିବାର ସଂଧ୍ୟା ୬.୨୫ମି ସମୟରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ତାଙ୍କ ବାସଭବନରେ ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହୋଇଛି ବୋଲି ପରିବାର ପକ୍ଷରୁ…

ଶିକ୍ଷା ସହିତ କ୍ରିଡାକୁ ଗୁରୁତ୍ୱ ଦେବା ଜରୁରୀ : ଅରୁଣ ଲାଲ

ସୋଆ କପ୍ ଉଦ୍‌ଯାପିତ ଭୁବନେଶ୍ୱର  : ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ କ୍ରିଡ଼ାରେ ମଧ୍ୟ ମନୋନିବେଶ କରିବା ଜରୁରୀ । ପାଠ ସହିତ କ୍ରିଡ଼ା ସମାନ୍ତରାଳ ଭାବେ ନ ରହିଲେ ଛାତ୍ରଛାତ୍ରୀଙ୍କୁ ଅର୍ଦ୍ଧ ଶିକ୍ଷିତ କୁହାଯିବ ବୋଲି କହିଛନ୍ତି ପୂର୍ବତନ କ୍ରୀକେଟର ତଥା କମେଂଟେଟର୍ ଅରୁଣ ଲାଲ । ଶିକ୍ଷା ଓ…

ଜୀବନରେ ସମସ୍ୟା ସହ ଲଢ଼ିବା ନିମନ୍ତେ ସକାରାତ୍ମକ ଚିନ୍ତାଧାରା ସବୁଠାରୁ ବଡ଼ ଅସ୍ତ୍ର: ଅରୁଣ ଲାଲ

ଭୁବନେଶ୍ୱର : ଜୀବନରେ ସମସ୍ୟା ସହିତ ଲଢ଼ିବା ନିମନ୍ତେ ମଣିଷର ସକାରାତ୍ମକ ଚିନ୍ତାଧାରା ହିଁ ସବୁଠାରୁ ବଡ଼ ସମ୍ପତି । ଏହାହିଁ ବିଜୟର ପଥ ସୁଗମ କରିଥାଏ ବୋଲି କ୍ୟାନ୍ସର ରୋଗୀମାନଙ୍କ ଉଦ୍ଦେଶ୍ୟରେ ମତ ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅରୁଣ ଲାଲ । ମନ ଯାହାକୁ ବିଶ୍ୱାସ କରେ ଶରୀର ତାହାକୁ…

ପ୍ରାଦେଶିକ ସମ୍ମିଳନୀ ବାତିଲ ନିର୍ଦେଶକୁ ଖାରଜ କଲେ ହାଇକୋର୍ଟ : ଭକ୍ତ ମହଳରେ ଆନନ୍ଦର ଲହରି

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳାର ମେଲଛାମୁଣ୍ଡାଠାରେ ତିନି ଦିନ ବ୍ୟାପି ହେବାକୁ ଥିବା ୭୨ ତମ ପ୍ରାଦେଶିକ ଭକ୍ତ ସମ୍ମିଳନୀକୁ ଜିଲ୍ଳା ପ୍ରଶାସନ ଦେଇଥିବା ନିର୍ଦେଶକୁ ଶେଷ ମୁହୁର୍ତରେ ଖାରିଜ କରିଥିଲେ । ଏ ନେଇ ମେଲଛାମୁଣ୍ଡା ଥାନାଧିକାରୀ ଫେବୃଆରି ୨ ତାରିଖ ଦିନ ପୂର୍ବରୁ ପ୍ରଦାନ…

କିମ୍‌ସରେ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର,: କିମ୍‌ସ କ୍ୟାନସର କେୟାର ସେଣ୍ଟର ପକ୍ଷରୁ ଶନିବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କର୍କଟ ରୋଗର ମୁକାବିଲା କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଲକ୍ଷ୍ୟରେ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଶତାଧିକ…

ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

କନ୍ଧମାଳବାସୀଙ୍କ ରେଳ ଯୋଗାଯୋଗ ସ୍ୱପ୍ନ ସାକାର ହେବ ଭୁବନେଶ୍ୱର, : କନ୍ଧମାଳକୁ ରେଳ ଯୋଗାଯୋଗ ନେଇ କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଚଳିତ ରେଳ ବଜେଟ୍‍ରେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିଲୋମିଟର ରେଳପଥ ପାଇଁ ୧୦କୋଟି ଟଙ୍କା ବ୍ୟୟ ବରାଦ…

ବରଗଡ ରେ ଶ୍ରୀ ଶ୍ରୀ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଙ୍କର 72 ତମ ପ୍ରାଦେଶିକ ଭକ୍ତ ସମ୍ମିଳନୀ

ବରଗଡ :- ବରଗଡ଼ ଜିଲା ମେଲଛାମୁଣ୍ଡାରେ ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ଵତୀ ଦେବ ଙ୍କ ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପାଇଁ ହଜାର ହଜାର ଭକ୍ତ ଙ୍କ ଆଗମନ ।ଗତ ଶୁକ୍ରବାର ଅଧିବାସ ହୋଇଥିବା ବେଳେ ଶନିବାର ପ୍ରଥମ ଦିନ ପୂଜାର୍ଚ୍ଚନା ସମ୍ପର୍ଣ୍ଣ ହୋଇଛି । ତିନିଦିନ ଧରି…

ସିମୁଳିଆ: ଜନତାଙ୍କ ପସନ୍ଦ ଯୁବ ନେତୃତ୍ୱ, କର୍ମୀ କନଫ୍ୟୁଜ କିଏ ହେବେ ପ୍ରାର୍ଥୀ

    ବିଜେପି ପ୍ରାର୍ଥୀ ଉପରେ ରହିଛି ନଜର, ପ୍ରାର୍ଥୀତ୍ବ ଲଦିଦେଲେ ହାରିବା ନିଶ୍ଚିତ ସିମୁଳିଆରେ ବିଜେପି କାର୍ଯ୍ୟ କର୍ତ୍ତା ଚିନ୍ତାରେ, କିଏ ଧରିବ ମଙ୍ଗ ଲୋକଙ୍କ ପସନ୍ଦ ଅନୁସାରେ ଯୁବ ପ୍ରାର୍ଥୀ ମିଳିଲେ ବିଜେଡି ବିଜୟ ଧାରାରେ ଲାଗିବ ଅଙ୍କୁଶ ବାଲେଶ୍ୱର…