ରେଙ୍ଗାଳି ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ

କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷା ନଗର ରେଙ୍ଗାଳି ବାମପାର୍ଶ୍ଵ ପାଣି ପଂଚାୟତ ସଭା ଗୃହ ପରିସରରେ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଅଛି | ଏହି କାର୍ଯ୍ୟକ୍ରମରେ ରେଙ୍ଗାଳି ବାମ ପାର୍ଶ୍ଵ କେନାଲ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ପଟନାୟକଙ୍କ ସଭାପତି ତ୍ବରେ ମୂଖ୍ୟ ଅତିଥି…

ହୁତୁହୁତୁ ହୋଇ ଜଳୁଛି ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ।

କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାନପୁରା ଗାଁ ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ। ହଜାର ହଜାର ସଂଖ୍ୟକ ମୂଲ୍ୟବାନ ଶାଳ, ପିଆଶାଳ ଗଛ ନିଆଁରେ ଜଳିପୋଡି ନଷ୍ଟ ।ଏଥିସହିତ ଚାଷ ଜମି…

ସରକାରଙ୍କ ଐରାବତ ଯୋଜନା ଦିଗହରା,ଖାଲି ଘୋଷଣା ଭିତରେ ।

ଅସହ୍ୟ ହେଲାଣି ହାତୀ-ମଣିଷ ଲଢେଇ ,ଭଗବାନଙ୍କ ଭରଷାରେ ଚାଷୀ କାମାକ୍ଷାନଗର,(ରିତେଶ ବ୍ରହ୍ମା): ଅସହ୍ୟ ହୋଇ ଗଲାଣି ହାତୀ-ମଣିଷର ଲଢେ଼ଇ । କରୋନାର ଦୁଃଖ ଠାରୁ ହାତୀ ଉପଦ୍ରବର ଦୁଃଖ ଏବେ ଚାଷୀ ଭାଇ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ହାତୀ ଆତଙ୍କରେ ଥରହର ଏବେ ସମ୍ପୂର୍ଣ୍ଣ ଗାଁ ଠୁ ସହର ।…

ଭାରତୀୟ ସେନା ଯବାନଙ୍କୁ ନିଜ ଗାଁ ରେ ଅବସର କାଳୀନ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା |

କାମାକ୍ଷାନଗର,(ରିତେଶ ବ୍ରହ୍ମା):ନାଚ ଗୀତ ସାଙ୍ଗକୁ ବାଜା ର ତାଳେ ତାଳେ ଜାତୀୟ ପତାକା ଧରି ଗାଁ ଦାଣ୍ଡରେ ବିଶାଳ ଶୋଭାଯାତ୍ରା। ଏହି ଶୋଭାଯାତ୍ରା କୌଣସି ରାଜନେତାଙ୍କ ପ୍ରଚାର ନୁହଁ କି, କୌଣସି ଭଷାଣି ଉତ୍ସାବ ର ନୁହଁ |ଏହା ହେଉଛି ଜଣେ ଭାରତୀୟ ସେନା ରୁ ଅବସରର ନେଇ ଗାଁ କୁ ଫେରିଥିବା ଜଣେ…

୩୫ ତମ ଜିଲ୍ଲା ସ୍ତରୀୟ କ୍ୟାମ୍ପରି ଉଦ୍ଘାଟିତ ।

କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଭାରତ ସ୍କାଉଟ ଗାଇଡ଼ ର ଜିଲ୍ଲା ସ୍ତରୀୟ କ୍ୟାମ୍ପରି ଉଦ୍ଘାଟିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ…

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ।

କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟ ନାରାୟଣ…

ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କୁ ଧର୍ମପଦ ପୁରସ୍କାର

ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ନାମ ଘୋଷଣା ଭୁବନେଶ୍ୱର : ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ…

ସୀମାନ୍ତ ଶୈବଗିରିରେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ସହ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ସୀମାନ୍ତ ଆନ୍ଧ୍ରରେ ଥିବା ଶୈବଗିରି ପାଦ ଦେଶରେ ଥିବା ରାମାନନ୍ଦୀ ହନୁମାନ ଦାଶ ଆଶ୍ରମ ପରିସରରେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ…

ଜାତୀୟ ହସ୍ତଶିଳ୍ପ ମେଳାରେ ଗଜପତି କଳାକାରଙ୍କ ନୃତ୍ୟ ପ୍ରଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଓଡିଶା ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଚାଲିଥିବା ୧୭ ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର କ୍ରିଏଟିଭ ଆର୍ଟସ୍ ର…

ଜିଲ୍ଲାସ୍ତରୀୟ ବିଶ୍ୱ କର୍କଟ ଦିବସ ପାଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ କର୍କଟ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ପ୍ରତିବର୍ଷ ଫେବୃଆରୀ ମାସ ୦୪ ତାରିଖରେ ଏହି ଦିବସ ପାଳିତ…