Sign in
Sign in
Recover your password.
A password will be e-mailed to you.
ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ଦ୍ୱିତୀୟ ଦିବସ
ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାଠାରେ ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ତିନି ଦିନ ବ୍ୟାପି ଚାଲିବାକୁ ଥିବା ୭୨ ତମ ଭକ୍ତ ସମ୍ମଳନୀ ରବିବାର ଦ୍ୱିତୀୟ ଦିନ ହଜାର ହଜାର ଭକ୍ତଙ୍କ ଗହଣରେ । ପ୍ରଥମ ଅଧିବେସନ ପ୍ରାତଃ ୪.୩୦ ସମୟରୁ ୮.୩୦ ସମୟ…
ମହାରାଜ ରାବଣଙ୍କ ଦୌରାତ୍ମ୍ୟରେ ଥରହର ଜ୍ଞାନ ଅଂଚଳ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମରେ ଅନୁଷ୍ଠିତ ହେଉଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଜନସାଧାରଣଙ୍କ ମନୋରଂଜନ ପାଇଁ ପୂଜା କମିଟି ତରଫରୁ ରାବଣରାଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜ୍ଞାନ ଅଂଚଳଟି ମହାରାଜ ରାବଣର ଦୌରାତ୍ମ୍ୟରେ ପ୍ରକମ୍ପିତ…
ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ
ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ l
ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ଓଡିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ…
“ତୁ ଗୁହାରୀ କରିବୁ ଯାହାକୁ, ମୁଁ ଗେରସ୍ତ କରିଛି ତାହାକୁ” – ଧର୍ମେନ୍ଦ୍ର ପ୍ରଧାନ
• ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟା ଓ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ନେଇ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ କଲେ
• ଓଡ଼ିଶାର ଶାସନ ବ୍ୟବସ୍ଥା କାହା ହାତରେ ଅଛି ଏବଂ ଓଡ଼ିଶାକୁ କିଏ ଚଲାଉଛି ?
• ପ୍ରତିଦିନ ଜାରୀ ହେଉଥିବା…
ମୋ କଲେଜ ଅଭିଯାନ: ୧୫ ଟି ଶିକ୍ଷାନୁଷ୍ଠାନକୁ ୩ . ୬ କୋଟି ଟଙ୍କାର ଅର୍ଥ ରାଶି ଅନୁମୋଦିତ
ଭୁବନେଶ୍ୱର: ମୋ କଲେଜ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମ ରେ ଦୁଇଟି ବିଶ୍ୱବିଦ୍ୟାଳୟ ତଥା ୧୩ ଗୋଟି ମହାବିଦ୍ୟାଳୟକୁ ସମୁଦାୟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କା ର ଅର୍ଥ ରାଶି ଅନୁମୋଦିତ କରାଯାଇଛି |ଏହି ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟ ଗୁଡିକ ହେଲା-
-ରମାଦେବୀ…
କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ !
ବିଜେପିର ଅପରାଧକୁ ନେଇ ରାଜନୀତି କରିବା ଫର୍ମୁଲାକୁ ପ୍ରତ୍ୟାଖାନ କରୁଛନ୍ତି ଓଡିଶାବାସୀ: ବିଜେଡି
ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ଦର୍ଶାଇଲା ବିଜେଡି
ବିଜେପି ଶାସିତ ରାଜ୍ୟର ଆଇନ୍ଶୃଙ୍ଖଳାର ଉଦାହରଣ ଦେଲା
ଅଦାଲତ ଉପରେ ଭରସା ରଖିବାକୁ ଧର୍ମେନ୍ଦ୍ରଙ୍କୁ…
ମହୁମାଛି ଆକ୍ରମଣ ରେ ୨ ଗୁରୁତର |
କାମାକ୍ଷାନଗର,(ରିତେଶ ବ୍ରହ୍ମା): କେନ୍ଦୁଝର ଜିଲ୍ଲା କାଳିଆହତା ଗ୍ରାମର ରେ ମହୁମାଛି ଆକ୍ରମଣ ରେ ୨ ଜଣ ଗୁରୁତର ହୋଇଛନ୍ତି |୨ ଗୁରୁତର ହେଉଛନ୍ତି ସେହି କାଳିଆହତା ଗ୍ରାମର ମାଟା ମୁଣ୍ଡା ଓ ରିତେଶ ନାୟକ |ସୂଚନା ମୁତାବକ ଉଭୟ ଆଜି ଭୋର ସମୟରେ ଗାଁ ପାଖ ପୋଖରୀ କୁ ଶୌଚ ପାଇଁ ଯାଇଥିଲେ।…
ଫୁସ୍ଫୁସ୍ ଜନିତ ସମସ୍ୟା ବୃଦ୍ଧି ଯକ୍ଷ୍ମା ନିରାକରଣରେ ବାଧକ ହେଉଛି : ବିଶେଷଜ୍ଞ
ଭୁବନେଶ୍ୱର : କୋଭିଡ ମହାମାରୀ ପରବର୍ତୀ ସମୟରେ ବିଭିନ୍ନ ଫୁସ୍ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଯକ୍ଷ୍ମା (ଟିବି) ଭଳି ମାରାତ୍ମକ ବ୍ୟାଧିକୁ ଏତେଟା ଗୁରୁତ୍ୱ ମିଳିପାରୁ ନାହିଁ ବୋଲି ଶନିବାର ମନ୍ତବ୍ୟ ଦେଇଛନ୍ତି ବିଶିଷ୍ଟ ଫୁସ୍ଫୁସ୍ ରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର)…
ସମ୍ମମ୍ରେ ବିଶ୍ୱ କର୍କଟ ଦିବସ ପାଳିତ
ଭୁବନେଶ୍ୱର , : ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ଅବସରରେ ସୁସ୍ଥତା ଲାଭ କରିଥିବା ରୋଗୀମାନଙ୍କୁ ନେଇ ଶନିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ସମ୍ମମର ହୋପ୍ ସ୍ପ୍ରିଙ୍ଗ୍ସ ବ୍ଲକକୁ ନେଇ ‘ହୋପ୍ ସ୍ପ୍ରିଙ୍ଗ୍ ସାଗା’ କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ…
ସଶସ୍ତ୍ର ବ୍ୟାଙ୍କ ଲୁଟ ଘଟଣା,ତଦନ୍ତ କଲେ ଉତ୍ତରାଞ୍ଚଳ ଡି.ଆଇ.ଜି
କାମାକ୍ଷାନଗର,(ରିତେଶ ବ୍ରହ୍ମା):-ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତକାଲି ଦିନ ଦ୍ବିପହରରେ ହୋଇଥିବା ବଡ଼ ସଶସ୍ତ୍ର ଲୋଟ ଘଟଣା , ତଦନ୍ତ ପାଇଁ ଆଜି ବ୍ୟାଙ୍କ ରେ ପହଁଚିଲେ ଉତ୍ତରାଞ୍ଚଳ ଡ଼ି.ଆଇ.ଜି ବ୍ରିଜେଶ କୁମାର ରାଏ |ତେବେଘଟଣା ସ୍ଥଳରେ…