Sign in
Sign in
Recover your password.
A password will be e-mailed to you.
ସଡକ ଦୁର୍ଘଟଣାରେ ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଗୁରୁତର
ପଦ୍ମପୁର ରେ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ସ୍ଥାନାନ୍ତର
ପଦ୍ମପୁର :- ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ରାଜୁ ଘିବେଲା ନିଜ ଦୋକାନରୁ ବାହାରି ସ୍କୁଟି ରେ ଯାଉଥିବା ସମୟରେ ଅପରପାର୍ଶ୍ଵରୁ ଦ୍ରୂତଗତିରେ ଯାଉଥିବା ବାଇକ୍ ଧକ୍କା ଦେଇଥିଲା l ଫଳରେ ଶ୍ରୀ ଘିବେଳା ଭାରସାମ୍ଯ ହରାଇ ତଳେ ପଡି…
ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ‘ଶିଶୁଲେଖା’ ପତ୍ରିକା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଶ୍ରୀ ଅନୁପମ ଶାହାଙ୍କ ଦ୍ୱାରା ‘ଶିଶୁଲେଖା’ ପତ୍ରିକାକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ…
ଆରପାରିରେ ଲୋକପ୍ରିୟ କଣ୍ଠଶିଳ୍ପୀ ବାଣୀ ଜୟରାମ
ଭୁବନେଶ୍ୱର : ଓଡ଼ିଶାର ସଂଗୀତ ଜଗତରେ ସୁପରିଚିତ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ ପାଇବାକୁ ନିକଟରେ ଘୋଷିତ ହୋଇଥିବା ଜାତୀୟ ପୁରସ୍କାର ପ୍ରାପ୍ତ ଲୋକପ୍ରିୟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତ ହୋଇଛି। ଚେନ୍ନାଇର ନାଙ୍ଗମ୍ବାକ୍କାମର ହେଡ୍ସ ରୋଡରେ ଥିବା ତାଙ୍କ…
ଗ୍ରାମାଞ୍ଚଳର ବିକାଶରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା
ଅଦ୍ୟାବଧି ୯୬୦ଟି ରାସ୍ତା ନିର୍ମାଣ
ମୋଟ ୩୭୪୧.୮୯ କିମି ରାସ୍ତା ନିର୍ମାଣ
୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହ ସଂଯୋଗ
ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି…
ବିଦ୍ୟାଳୟ ଓ ଗଣ ଶିକ୍ଷା ଉପଦେଷ୍ଟା ଶିଶିର ପରିଜାଙ୍କ ସ୍କୁଲ ପରିଦର୍ଶନ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପଦେଷ୍ଟା ଶିଶିର କୁମାର ପରିଜା ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ l ପ୍ରଥମେ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ…
ରିଲାଏନ୍ସ ଜୁଏଲ୍ସରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା
“ରିଲାଏନ୍ସ ଜୁଏଲ୍ସ ସହିତ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଅନୁଭୂତିର ଚମତ୍କାର ସୌନ୍ଦର୍ଯ୍ୟକୁ ଅନ୍ଲକ୍ କରନ୍ତୁ’
ଭୁବନେଶ୍ୱର: ଭାରତର ଅଗ୍ରଣୀ ଉତ୍କୃଷ୍ଟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଗତ ୧୫ ବର୍ଷ ଧରି ଡିଜାଇନ ଉତ୍କର୍ଷ ଜରିଆରେ ଏହାର ପୃଷ୍ଠପୋଷକମାନଙ୍କୁ ରୋମାଂଚିତ କରୁଥିବା…
ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପାଇଁ ମଂଚ ପ୍ରସ୍ତୁତ
ମେଲଛାମୁଣ୍ଡା,(ମନେ।ଜ ଭୋଇ) -ବରଗଡ ଜିଲ୍ଲା ଅନ୍ତର୍ଗତ ମେଲଛାମୁଣ୍ଡା ସ୍ଥିତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଆସନ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ପ୍ରସ୍ତୁତୁ ପର୍ବ ଶେଷ ପର୍ଯ୍ୟାୟରେ ପହଂଚିସାରିଛି । ମେଲଛାମୁଣ୍ଡା ଆସନ…
କଳସ ଯାତ୍ରା ସହ ଜ୍ଞାନ ହନୁମାନ ମନ୍ଦିର ପ୍ରତଷ୍ଠା ଉତ୍ସବ ଆରମ୍ଭ
ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଯାଇଛି । ମହୋତ୍ସବର ଆଦ୍ୟ ପର୍ବ କଳସ ଶୋଭାଯାତ୍ରା ଶୁକ୍ରବାର ଅପରାହ୍ନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନ ତଥା ଆଖପାଖ ଅଂଚଳର ଶତାଧିକ ମହିଳା ବିଭିନ୍ନ…
ଜେଏସପି ଫାଉଣ୍ଡେସନ ଦ୍ୱାରା ବଡ଼ବିଲ ଠାରେ ଅତ୍ୟାଧୁନିକ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ |
୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇଦେବ ଏହି ଡାକ୍ତରଖାନା
ଯୋଡା / ବଡ଼ବିଲ(ପାର୍ଥ ସାରଥୀ ଷଡ଼ଙ୍ଗୀ) :ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳର ଲୋକଙ୍କ ଜୀବନ ଧାରଣ ମୂଲ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର…
କିଟ୍ ସିଲ୍ଭର୍ କାର୍ନିଭାଲ୍ ଉଦ୍ଘାଟିତ: ମନ ମୋହୁଛି କିଟ୍ ପରିସର
ଭୁବନେଶ୍ୱର: କିଟ୍ର ୨୫ବର୍ଷ ପୂର୍ତ୍ତି ରୌପ୍ୟ ଜୟନ୍ତୀ ଅବସରରେ ଗତ ନଭେମ୍ବର ୧୬ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ରୌପ୍ୟ ଜୟନ୍ତୀ ବର୍ଷ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି କିଟ୍ ସିଲ୍ଭର କାର୍ନିଭାଲ୍ ଉଦ୍ଘାଟିତ ହୋଇଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ…