ଆକାଶଛୁଆଁ ତାରାଙ୍କ ତୈଳମର୍ଦ୍ଦନ: ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଓ ବବିଙ୍କୁ ପ୍ରଶଂସାରେ ପୋତି ପକେଇଲେ ଭାଲୁ

  https://youtu.be/aarvFwMzAoE ବିଧାନ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଟୁନ କରି ତାତ୍ସଲ୍ୟ କରି ଆସିଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଓରଫ ଭାଲୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଓ ବିଜେଡି ସଂଗଠନ ସମ୍ପାଦକ ବବି ଦାସ ଜୟପୁର ଠାରେ…

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

କାମାକ୍ଷାନଗର(ରିତେଶ ବ୍ରହ୍ମା): -ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ ଅଭିଭାବକ।ଆଜି ସକାଳୁ ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା…

ଗରିବ ଏବଂ କୃଷକ ପରିବାରର ଖାଦ୍ୟ ନିରାପତ୍ତା ପାଇଁ ପିଏମଜିକେଏୱାଇକୁ ପୁନଃ ଆରମ୍ଭ କର: ବିଜେଡି

 ଗରିବ ଏବଂ କୃଷକଙ୍କୁ ପ୍ରଭାବିତ କରିବ ଖାଦ୍ୟ ସବସିଡ୍‍ ହ୍ରାସ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ ଗରିବ ପରିବାର ଉତ୍ପାଦିତ ଖାଦ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ କୃଷକ ପିଏମଜିକେଏୱାଇକୁ ପୁନଃ ଆରମ୍ଭ ଲାଗି ବିଜେଡିର ଦାବି ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା…

ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବ : ବିପୁଳ ଉତ୍ସାହ ଭିତରେ ବିଶ୍ବବିଦ୍ୟାଳୟ ଘୋଷଣାକୁ ଛାତ୍ରଛାତ୍ରୀଙ୍କ…

କଲେଜରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୧୦୦୦ ଆସନ ବିଶିଷ୍ଟ ଅଡିଟୋରିଅମ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ କୋରାପୁଟ ଜିଲ୍ଲା ପାଇଁ ୧୬୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ, ୧୪୦୦…

ଟିପିଏସ୍ଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ଆରମ୍ଭ

 ଗ୍ରାହକମାନେ ୨୦୨୩ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବକେୟା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ  ୨୦୨୦ ଡିସେମ୍ବର ୩୧ ପୂର୍ବରୁ ଥିବା ବିଦ୍ୟୁତ ବକେୟା ଉପରେ କେବଳ ଏହି ଯୋଜନା ଲାଗୁ ହେବ ଭୁବନେଶ୍ୱର/ ବ୍ରହ୍ମପୁର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ…

ଢେଙ୍କାନାଳ ଜିଲ୍ଲାର ମା’ ଜଟିଆ ବାଉତି ପାଣି ପଞ୍ଚାୟତ ନଂ-୧୮ ର ସଫଳ କାହାଣୀ

(ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ) ଭୁବନେଶ୍ୱର :ଢେଙ୍କାନାଳ ଜିଲ୍ଲା ଓଡିଶା ମାନଚିତ୍ରର କେନ୍ଦ୍ରରେ ଅବସ୍ଥିତ । ଏହି ଜିଲ୍ଲା ଜଙ୍ଗଲ,ବନ୍ୟପ୍ରାଣୀ ଆଦି ପ୍ରାକୃତିକ ଜୀବଜଗତରେ ପରିବେଷ୍ଟିତ । ଢେଙ୍କାନାଳ ଜିଲ୍ଲାର କ୍ଷେତ୍ରଫଳ ୪୪୫୨ ବର୍ଗ କିଲୋମିଟର ଏବଂ ଜନସଂଖ୍ୟା ୧,୬୫୮,୦୦୮,ଯେଉଁଥିରୁ…

ତାମିଲନାଡ଼ୁ ଓ କର୍ଣ୍ଣାଟକ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରୁବାର ଦିନ ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୪ ଏବଂ ୩୫ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ତାମିଲନାଡ଼ୁ ଓ କର୍ଣ୍ଣାଟକ ରାଜ୍ୟର ଦୁଇଟି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।…

ମହେନ୍ଦ୍ରଗିରି ମହାଶିବରାତ୍ରୀ ପାଇଁ ପ୍ରସ୍ତୁତ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଶିଖରରେ ଥିବା ମାତା କୁନ୍ତୀ , ଯୁଧିଷ୍ଠିର ଓ ଭୀମ ମନ୍ଦିରରେ ଚଳିତ ବର୍ଷ ମହାଶିବ ରାତ୍ରୀ ଧୁମ୍ ଧାମରେ ପାଳନ କରାଯିବ। ଏଥି ନିମନ୍ତେ ଗୁରୁବାର ଦିନ ସନ୍ଧ୍ୟାରେ ଜିଲ୍ଲାପରିଷଦ ସମ୍ମିଳନୀ…

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ କ୍ଷୁଦ୍ରଜଳସେଚନ ବିଭାଜନ ପକ୍ଷରୁ ସ୍ଥାନୀୟ କ୍ଷୁଦ୍ରଜଳସେଚନ ବିଭାଜନ ପ୍ରାଙ୍ଗଣ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଫେବୃଆରୀ ୧ ରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକର ସ୍ତରୀୟରେ ପାଣି ପଞ୍ଚାୟତ…

ବାଘଛାଲ ସହିତ ଜବତ ୮ ଜଣ ଗିରଫ

ସାରସକଣା ରୁ ଦିପୁ ମହାପାତ୍ର : ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧିନ ୪୯ ନମ୍ବର ଜାତୀୟ ରାଜପଥ କଡ଼ ଜଳଡିଙ୍ଗାସ୍ଥ ଟାୱାର ଢ଼ାବାରୁ କଲରାପତରିଆ ବାଘଛାଲ ଉଦ୍ଧାର କରିଛି ପୁଲିସ। ମୟୂରଭଞ୍ଜ ଏସପିଙ୍କ ନିର୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଦଳ ସକାଳ ସମୟରୁ ଡିଲ ପାଇଁ ଆସିଥିବା ଅଭିଯୁକ୍ତ ମାନଙ୍କ…