ଆଗାମୀ ନିର୍ବାଚନକୁ ଦୃଢ଼ତାର ସହ ଲଢ଼ିବା ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ରଣନୀତି ପ୍ରସ୍ତୁତ

ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ପାର୍ଟିପଦାଧିକାରୀମାନଙ୍କ ପ୍ରସ୍ତୁତି ବୈଠକ ଭୁବନେଶ୍ୱର :ରାଜ୍ୟରେ ହେବାକୁଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ଦଳୀୟ ପଦାଧିକାରୀମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ…

ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ ପଣ୍ଡା ସଭାପତି, ହରିଶଙ୍କର ସିଂ ସଂପାଦକ

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଓକିଲ ସଂଘ ର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବରେ ଆନନ୍ଦ କୁମାର ପଣ୍ଡା , ଉପସଭାପତି ସୁନୀଲ କୁମାର ପାଣିଗ୍ରାହୀ , ସମ୍ପାଦକ ହରିଶଙ୍କର ସିଂହ ନିର୍ବାଚିତ ହୋଇଥିବା ବେଳେ ସହ ସମ୍ପାଦକ ଆଦିତ୍ୟ କୁମାର ରଥ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ଅଜିତ…

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ଦ୍ୱିତୀୟ ସନ୍ଧ୍ୟା, ପ୍ରଭୁଙ୍କ ତାଡକା ବଧ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଓଡ଼ଗାଁ,୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ନବଦିନାଙ୍କ ଶ୍ରୀରାମ ନବମୀ ଯାତ୍ରା ପାଇଁ ଉତ୍ସବ ମୁଖର ରହିଥିବା ବେଳେ ଶନିବାର ଦ୍ଵିତୀୟ ସନ୍ଧ୍ୟାରେ ଋଷିମୁନିଙ୍କ ଯାଗ ରକ୍ଷା ନିମିତ୍ତ ବିଶ୍ଵାମିତ୍ର ଋଷିଙ୍କ ସଙ୍ଗରେ ବନାଗମନ କାଳରେ ନବଦୃବାଦଳ…

୨୦୨୭ ଜନଗଣନା ପାଇଁ ୩ ଦିନିଆ ପ୍ରଶିକ୍ଷଣ ଶିବିର

୪୩୪ ଜନଗଣନାକାରି ଏବଂ ୫୫ ଜଣ ପର୍ଯ୍ୟବେକ୍ଷକ ତାଲିମ ଗ୍ରହଣ କରିବେ ଓଡ଼ଗାଁ,୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ/ବ୍ଳକ ଏବଂ ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ୨୦୨୭ ବର୍ଷ ନିମନ୍ତେ ଜନଗଣନା ପାଇଁ ୨୮/୦୩/୨୦୨୬ ଠାରୁ ୩୦/୦୩/୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ…

ଓଡ଼ଗାଁ ବାର ଆସୋସିଏସନ ନୂତନ କର୍ମକର୍ତ୍ତା ନିର୍ବାଚିତ,

ସୁଶାନ୍ତ ମିଶ୍ର ସଭାପତି ଏବଂ ଚିରଞ୍ଜିବୀ ଦାଶ ସମ୍ପାଦକ ଓଡ଼ଗାଁ,୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାର ଆସୋସିଏସନ ୨୦୨୬/୨୭ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିବା ଆସୋସିଏସନ୍ ତରଫରୁ ସୂଚନା ମିଳିଛି। ନିର୍ବାଚନ ଅଧିକାରୀ ସରକାରୀ ଆଡଭୋକେଟ୍…

ଧୂମାଭଟା PACS ରେ ବିଶାଳ ଧାନ ହେରଫେର କାଣ୍ଡ

ସଭାପତି ଓ ସମ୍ପାଦକ ବେଲପଡା ଥାନାରେ ଅଟକ, ତଦନ୍ତ ତେଜ ବଲାଙ୍ଗିର/ବେଲପଡା, (ଶାସକ ପ୍ରଶାସକ): ବଲାଙ୍ଗିର ଜିଲ୍ଲାର ଧୂମାଭଟା ପ୍ରାଥମିକ କୃଷି ସହକାରୀ ସମିତି (PACS) ରେ ବଡ଼ ଧରଣର ଧାନ ହେରଫେର କାଣ୍ଡ ସାମ୍ନାକୁ ଆସିଛି। ଏହି ଘଟଣାରେ PACS ସଭାପତି ଓ ସମ୍ପାଦକଙ୍କୁ ବେଲପଡା ପୋଲିସ ଅଟକ…

ଶ୍ରୀରାମଙ୍କ ଜନ୍ମ ଉତ୍ସବରେ ବଜରଙ୍ଗ ଦଳର ପତାକା ଶୋଭାଯାତ୍ରା

ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ଗୁପ୍ତ ଅଯୋଧ୍ୟା ଓଡ଼ଗାଁ ଓଡ଼ଗାଁ ୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୁପ୍ତ ଅଯୋଧ୍ୟାର ଅଧିଶ୍ବର ଶ୍ରୀରଘୁନାଥ ଜୀଉଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ଓଡ଼ଗାଁ ବଜରଙ୍ଗ ଦଳ ତରଫରୁ ସକାଳ ବେଳା ୪ ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ…

ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

  ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ମିଳିଛି ସଫଳତା ଭୁବନେଶ୍ୱର, 28.03.2026 : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ୨୦୨୫ ଏପ୍ରିଲ ମାସରେ ଆରମ୍ଭ କରିଥିବା ଏହାର ଶିକ୍ଷା ପ୍ରକଳ୍ପ 'ପ୍ରୋଜେକ୍ଟ ବିଦ୍ୟା' ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ର…

ବେଲଗୁଣ୍ଠାରେ ଶ୍ରୀରାମ ନବମୀ ପାଳିତ

ବେଲଗୁଣ୍ଠା, ୨୮/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାରେ ପ୍ରଖଣ୍ଡ ବଜରଙ୍ଗ ଦଳ ଏବଂ ଘୁମୁସର ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସହରରେ ଏକ ହିନ୍ଦୁ ଶୋଭାଯାତ୍ରା ଅନୁଷ୍ଠିତ…

ମଣ୍ଡିରେ ଧାନ ଦେବା ପାଇଁ ବାଧକ ସାଜିଛି ଲିଗାଲହେୟାର ସାର୍ଟିଫିକେଟ

 ବାଲିଆପାଳ :  ବାଲିଆପାଳ ବ୍ଲକ ଅଧିନରେ ୨୮ ପଞ୍ଚାୟତରେ ଥିବା ୧୬ଟି ସେବା ସମବାୟ ସମିତି ମଧ୍ୟରୁ ପ୍ରତାପପୁର ସମବାୟ ସମିତି ଅନ୍ୟତମ।ବିଗତ ସରକାର ପ୍ରତି ପଂଚାୟତ ରେ ନୂତନ ସେବା ସମବାୟ ସମିତି ଖୋଲିବା ନିର୍ଦେଶ ଦେଇଥିଲେ। ମାତ୍ର ଅନ୍ୟ ବ୍ଲକ ରେ ନୂତନ ସମିତି ଖୋଲି ଗଲା ମାତ୍ର ବାଲିଆପାଳ…