ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ, ୬୦୦ରୁ ଅଧିକ ଠିକାଦାରଙ୍କ ଯୋଗଦାନ

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ନବଗଠିତ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଶୁକ୍ରବାର ବ୍ରାହ୍ମଣୀ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ରାଉରକେଲା ସମେତ ବଣେଇ, ରାଜଗାଙ୍ଗପୁର, ବୀରମିତ୍ରପୁର ଓ ସୁନ୍ଦରଗଡ଼ ଅଞ୍ଚଳର ୬୦୦ରୁ ଅଧିକ…

ମାତ୍ର ୨୪ ବର୍ଷ ବୟସରେ ସୁପ୍ରିମକୋର୍ଟରେ ଚମକିଲେ ଓଡ଼ିଆ ଝିଅ ଶ୍ରୀରୂପା ହୋତା

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଆସିଛି ଏକ ଗର୍ବର ଖବର। ମାତ୍ର ୨୪ ବର୍ଷ ବୟସରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ରେ ନିଜର ଯୁକ୍ତି ଉପସ୍ଥାପନ କରି ଚର୍ଚ୍ଚାରେ ଆସିଛନ୍ତି ଯୁବ ଆଇନଜୀବୀ ଶ୍ରୀରୂପା ହୋତା। ତାଙ୍କର ଆତ୍ମବିଶ୍ୱାସପୂର୍ଣ୍ଣ ଉପସ୍ଥାପନା, ଆଇନଗତ ଦକ୍ଷତା ଓ…

ଓପିସିସିକୁ ରିଲିଫ୍ ସହାୟତା ପ୍ରଦାନ କଲେ ନିରଞ୍ଜନ

ଭୁବନେଶ୍ୱର, ତା ୭.୮.୨୬ ରିଖ:- ଚଳିତ ବର୍ଷ ବନ୍ୟା ଦ୍ୱାରା ରାଜ୍ୟର  ୮ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର,ଜଗସିଂହପୁର,କଟକ ଏବଂ କେଉଁଝର ପ୍ରଭାବିତ ହୋଇଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା। ବିଶେଷ କରି ତାଙ୍କ ପାଖରେ ଖାଦ୍ୟ…

ମଶାବାରୀ ହାଇସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ଗାଁ, ୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଶାବାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷକ ଓ ଦୁଇଜଣ ଅଣଶିକ୍ଷକ କର୍ମଚାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପ୍ରଧାନଶିକ୍ଷକ…

ବନ ବିଭାଗ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଓଡ଼ଗାଁ, ୦୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ବାଳିକା ଉଚ୍ଚ…

ଲଗାଣ ବର୍ଷାରେ ମଶାବାରୀ ବ୍ରିଜ୍ ଅସ୍ଥାୟୀ ପୋଲରେ ଘାଇ

ବିକଳ୍ପ ବ୍ୟବସ୍ଥା ପରେ ଯାତାୟାତ ହେଲା ସ୍ୱାଭାବିକ ଓଡ଼ଗାଁ, ୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ–ବାହାଡ଼ାଝୋଲା ରାଜ୍ୟ ରାଜପଥର ମଶାବାରୀ ନିକଟ କୁସୁମୀ ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲରେ ବଢ଼ି ପାଣି ଯାଇ ଘାଇ ସୃଷ୍ଟି ହେବାରୁ ଅନେକ ସମୟ ପାଇଁ ସାଧାରଣ ଯାତାୟାତ…

କିଟ୍‍ ଓ କିସ୍‍ ରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଭୁବନେଶ୍ୱର, ୭ ।୮: କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି, କିଟ୍‍ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଓ କିସ୍‍ ମିଳିତ ସହଯୋଗରେ କିଟ୍‍ ରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଆଜି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସମବାୟ ଏବଂ ହସ୍ତତନ୍ତ,…

ଭଏଷା ଗ୍ରାମର ବେଆଇନ ଚିକିତ୍ସା ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ କେବେ?

ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ ଶୂନ! ପାଟଣାଗଡ଼/ ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଭଏଷା ଗ୍ରାମରେ ଜଣେ ବ୍ୟକ୍ତି ବୈଧ ଡାକ୍ତରୀ ଯୋଗ୍ୟତା ଏବଂ ସରକାରୀ ପଞ୍ଜିକରଣ ବିନା ଚିକିତ୍ସା କରୁଥିବା ନେଇ ସ୍ଥାନୀୟ ଲୋକଙ୍କ…

କଥା ଦେଇ କଥା ରଖିଲା ରୋଟାରୀ କ୍ଲବ, ନୟାଗଡ଼

ନୟାଗଡ଼(ବିଶ୍ୱଜିତ ନାୟକ):- ସେବା ହିଁ ରୋଟାରୀର ପରିଚୟ, ଏହାକୁ ପ୍ରମାଣ କରିଛି ରୋଟାରୀ କ୍ଲବ ନୟାଗଡ଼। ଗତବର୍ଷ ଆର୍ଥିକ ଅନଟନ ମଧ୍ୟରେ ପାଠପଢ଼ା ଜାରି ରଖିବା ପାଇଁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମେଧାବୀ ଛାତ୍ରୀ ରଶ୍ମିତା ପରିଡାଙ୍କୁ ୧୦ ହଜାର ଟଙ୍କା…

ନବରଙ୍ଗପୁର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା-୨୦୨୬’ ଏବଂ ‘ବନ୍ଦେ ମାତରମ୍‌ର ୧୫୦ ବର୍ଷ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ 'ହର ଘର ତ୍ରିରଙ୍ଗା - ୨୦୨୬' ଏବଂ…