ମହିଷା ପଦା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।

 ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବାର ନମ୍ୱର ୱାର୍ଡ ରେ ଥିବା ମହିଷା ପଦା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ,  ବିଶିଷ୍ଠ ଅତିଥି ଭାବେ ତହସିଲଦାର ପ୍ରିୟବ୍ରତ ଦାସ,…

କରାଟେକାଙ୍କ ବେଲ୍ଟ ପରୀକ୍ଷା ଅନୁଷ୍ଠିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ସ୍ଥାନୀୟ ଇନ ଡୋର୍ ଷ୍ଟାଡିୟମ ଠାରେ ଉତ୍କଳ କରାଟେ ସ୍କୁଲ, ରାୟଗଡା (ଗୁଣପୁର) ଶାଖାର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟ (ଓଡିଶା) ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହାନସି ହରପ୍ରସାଦ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଚ ମହେଶ ଚନ୍ଦ୍ର…

ନ୍ୟୁକଲିୟନ କୋଟା ଅନୁଷ୍ଠାନର ଆଚିଭର୍ସ ସମ୍ବର୍ଦ୍ଧନା ଅନୁଷ୍ଠିତ

ଆଜି ୨୯/୩/୨୦୨୬ ଗୁଣପୁରର ଅଗ୍ରଣୀ ଅନୁଷ୍ଠାନ Nucleon Kota,ଗୁଣପୁର ଆନୁକୂଲ୍ୟରେ NTSE Achievers Felicitation Ceremony 2026 ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଫଳତା ଅର୍ଜନ କରିଥିବା 19 ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଶଶୀଭୂଷଣ…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଏୟାର କ୍ରାଫ୍ଟ ଏଭିଓନେକ୍ସ , ନେଭିଗେସନ ଆଣ୍ଡ ସେଫ୍ଟୀ ସିଷ୍ଟମ୍ସ ସଂପର୍କୀୟ ଏକଦିନିଆ…

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): - ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର କଲେଜ ଅଫ ଏରୋନେଟିକାଲ ଇଞ୍ଜିନିୟରିଙ୍ଗ୍ ବିଭାଗ ପକ୍ଷରୁ ଏୟାର କ୍ରାଫ୍ଟ ଏଭିଓନେକ୍ସ, ନେଭିଗେସନ ଆଣ୍ଡ ସେଫ୍ଟୀ ସିଷ୍ଟମ୍ସ ସଂପର୍କୀୟ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।ଏହି କର୍ମଶାଳାରେ…

ନବରଙ୍ଗପୁର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ୨୦୨୬ ପାଳିତ

ନବରଙ୍ଗପୁର ତା ୨୯.୦୩.୨୦୨୬: ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ସହ ସ୍ମୃତି ସଭା,ପୁରସ୍କାର ବିତରଣ ଉତ୍ସବରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ସ୍ମୃତିଚାରଣ ପୂର୍ବକ…

ମୋଡେଲ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ସି.ଓ.ଇ ତାଲିମ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରହୀ : କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମ ଠାରେ ମୋଡେଲ ଜି.ପି.ଏଲ୍. ଏଫ୍ କୁ ନେଇ ସି.ଓ.ଇ ତାଲିମ କାର୍ଯ୍ୟକ୍ରମ ଚାଲୁଛି। ଓଡିଶା ଜୀବିକା ମିଶନ , କାଶୀନଗର , ବି.ପି.ଏମ୍ ତତ୍ଵାବଧାନରେ ତାଲିମ କାର୍ଯ୍ୟକ୍ରମ ନିଆଯାଇଛି। ଗତ ୧୨-୩-୨୦୨୬ ଠାରୁ…

ସମୀର ମେମୋରିଆଲ କ୍ରିକେଟ ଟୁର୍ଣ୍ଟ।ମେଣ୍ଟ

ଉଦ୍ ଘାଟନ କଲେ ବିଧାୟକ ଅଶୋକ ଦାସ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା।    ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ରେ ଅଟଳ ବିହାରୀ କଲେଜ ପଡ଼ିଆ ରେ ଆୟୋଜିତ ହୋଇ ଯାଇଛି  ଉତ୍କଳିକା କ୍ଲବ୍ ପକ୍ଷରୁ ସମୀର ମେମୋରିଆଲ କ୍ରିକେଟ ମ୍ୟାଚ୍ । ଏହି ଖେଳ କୁ ପ୍ରଥମ ଦିନ ରେ ପ୍ରଥମ ଖେଳ…

ବ୍ଲକ ଅଧକ୍ଷା ଙ୍କ ଦ୍ୱାରା ବଡ଼ବୋରସିଂ ପଂଚାୟତ ରେ ବିଭିନ୍ନ ପକଳ୍ପ ଉଦଘାଟିତ

ବେଲଗୁଣ୍ଠା, ୨୮/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ବୋରସିଂ ପଂଚାୟତ ରେ ବିଭିନ୍ନ ପକଳ୍ପ ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଏସ. ରାମେଶ୍ୱର ପାତ୍ର ଙ୍କ ଅଧକ୍ଷୟତା ଉଦଘାଟନ ହୋଇଯାଇଛି l ମୁଖ୍ୟଅତିଥି ରୂପେ ବ୍ଲକ ଅଧକ୍ଷା ମମତା ଭୋଳ ଯୋଗ ଦେଇ ୪ ଟି ପକଳ୍ପ…

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

ଭୁବନେଶ୍ୱର, ୨୯ ମାର୍ଚ୍ଚ, ୨୦୨୬: ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ, ସୁରକ୍ଷା ଡ୍ରିଲ, ଆଲୋଚନାଚକ୍ର, ପ୍ରଶିକ୍ଷଣ ଅଧିବେଶନ ତଥା ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ସହିତ ଜାତୀୟ ସୁରକ୍ଷା ମାସ ପାଳନ କରାଯାଉଛି। ଏହି ମାସର ପ୍ରଥମ…

ଯାଜପୁର ଓ କଟକ ଶୋ’ରୁମ ଶୁଭାରମ୍ଭ ସହିତ ଓଡିଶାରେ ନିଜର ଉପସ୍ଥିତି ସୁଦୃଢ କରିଛି କିସ୍‌ନା

ରାଜ୍ୟରେ ଏହାର ୩ୟ ଓ ୪ର୍ଥ ଶୋ’ରୁମର ଲଂଚ୍‌କୁ ସୂଚିତ କରୁଛି  ଯାଜପୁର/କଟକ : କିସ୍‌ନା ଡାଇମଣ୍ଡ ଓ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଓଡିଶାରେ ଏହାର ୩ୟ ଓ ୪ର୍ଥ ଶୋ’ରୁମର ବିଶାଳ ଉଦ୍‌ଘାଟନ କରାଯାଇଛି ଯାହା ଯାଜପୁର ଓ କଟକରେ ଅବସ୍ଥିତ। ଯାଜପୁର ଶୋ’ରୁମ ବ୍ୟାସନଗରସ୍ଥିତ ଚୋର୍‌ଦା ବଜାରର ମହାବୀର…