Sign in
Sign in
Recover your password.
A password will be e-mailed to you.
ମାରିଗୁଡ଼ା ଗ୍ରାମରେ ରନ୍ଧା ମଦ ଉପରେ ଚଢ଼ାଉ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ତା ୩/୬/୨୬ ମାରିଗୁଡ଼ା ଗ୍ରାମରେ ଚୋରା ରନ୍ଧା ମଦ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରା ଯାଇଥିଲା। ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତକଙ୍କ ନିର୍ଦ୍ଦେଶ କ୍ରମେ ଡି ଏସ ଇ ଗୁଣପୁର…
ଶ୍ରୀପୁରା ପଞ୍ଚାୟତରେ ଏପସିଲନ୍ କାର୍ବନ୍ର ବିଭିନ୍ନ ସିଏସଆର୍ କାର୍ଯ୍ୟକ୍ରମ ଶୁଭାରମ୍ଭ
ପାନୀୟ ଜଳ ପ୍ରକଳ୍ପ, ସ୍ୱାସ୍ଥ୍ୟ ସେବା ଗାଡ଼ି ଏବଂ ଉଦ୍ୟୋଗୀ ଦୋକାନ ଉଦ୍ଘାଟିତ
ଝାରସୁଗୁଡ଼ା: ଏପସିଲନ୍ କାର୍ବନ୍ ଅଶୋକା ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଶ୍ରୀପୁରା ପଞ୍ଚାୟତରେ ବିଭିନ୍ନ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ…
ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ବାଲେଶ୍ଵର, ତା– ୦୩.୦୬. ୨୦୨୬: ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଜ଼ିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ପ୍ରୟାସ ପ୍ରୟାସରେ ଆରୁହାବାଦ ଗ୍ରାମ ପଂଚାୟତ ଅନ୍ତର୍ଗତ ଉଦୟ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହଠାରେ ସ୍ୱେଚ୍ଛାସେବୀ…
ଦୁଇଟି ଏକ୍ସକାଭେଟର (Excavator) ଜବତ କଲା ଖଣି ବିଭାଗ
ବାଲେଶ୍ୱର, ତାରିଖ: ୦୩.୦୬.୨୦୨୬: ବେଆଇନ ବାଲି ଉତ୍ତୋଳନ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ଗତ ୦୨.୦୬.୨୦୨୬ ତାରିଖ ରାତି ପ୍ରାୟ ୧୧.୧୫ ମିନିଟ୍ ସମୟରେ ଚାଲନ୍ତି ଅଞ୍ଚଳର ବେଆଇନ ବାଲିଘାଟ ଉପରେ ଖଣି ବିଭାଗ ପକ୍ଷରୁ ଏକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଖଣି ଅଧିକାରୀ…
ଓଡ଼ିଶା ରାଜ୍ୟ ପେନ୍ଚକ ସିଲାଟ୍ ରେଫେରି, ଜୁରି ଓ କୋଚ୍ ସେମିନାର ସଫଳତାର ସହ ସମାପ୍ତ
ଝାରସୁଗୁଡ଼ା : ପେନ୍ଚକ ସିଲାଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (PSAO) ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାର ସରବହଳସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ଦିନିଆ ଓଡ଼ିଶା ରାଜ୍ୟ ପେନ୍ଚକ ସିଲାଟ୍ ରେଫେରି, ଜୁରି ଓ କୋଚ୍ ସେମିନାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ରାଜ୍ୟର ୧୭ଟି ଜିଲ୍ଲାରୁ…
କେନ୍ଦ୍ର କ୍ୟାବିନେଟରେ ୮ ହଜାର ୩୦୦ କୋଟି ଟଙ୍କା ବ୍ୟୟରେ ‘କୋଷ୍ଟାଲ ହାଇୱେ’ ପ୍ରକଳ୍ପକୁ ମଞ୍ଜୁରି
‘ପୂର୍ବୋଦୟ ମିଶନ’ରେ ଓଡ଼ିଶାର ଅର୍ଥନୀତି ଓ ପର୍ଯ୍ୟଟନ ସହ ଶିଳ୍ପାୟନ କ୍ଷେତ୍ରରେ ‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର : ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଲେ…
ସମ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ ପାଳିତ
ଭୁବନେଶ୍ୱର, ଜୁନ୍ ୩: ମଣିଷର ଜୀବନ ରକ୍ଷା ଏବଂ ଅକ୍ଷମତା ହ୍ରାସ କରିବାରେ ଜରୁରୀକାଳୀନ ଚିକିତ୍ସା ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍…
ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ
ଭୁବନେଶ୍ୱର, ଜୁନ୍ ୩: ତମାଖୁ ସେବନର ଭୟାବହତା ଓ ଅପକାରିତା ଏବଂ ତମାଖୁ ମୁକ୍ତ ଜୀବନ ସଂପର୍କରେ ସଚେତନତା ବାଂଟିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ବୁଧବାର ଏକ…
ଟିପିସିଓଡିଏଲ ର ସିଇଓ ଭାବେ ଦାୟିତ୍ୱ ନେଲେ ଗଜାନନ ଏସ. କାଲେ
ଭୁବନେଶ୍ୱର, ଜୁନ୍ ୨, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଶ୍ରୀ ଗଜାନନ ଏସ. କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ସହିତ ସେ ଟାଟା ପାୱାରର…
ଏଏମ୍/ଏନଏସ୍ ଇଣ୍ଡିଆ ଦକ୍ଷ ଏକାଡେମୀ ଛାତ୍ରଙ୍କ ଓଡ଼ିଶା ସିଭିଲ୍ ସର୍ଭିସେସ୍ରେ ୪୯ ତମ ସ୍ଥାନ ହାସଲ
ଭୁବନେଶ୍ୱର, ଜୁନ ୦୨, ୨୦୨୬: ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପଗଡ଼ରେ ଅବସ୍ଥିତ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ଦକ୍ଷ ଏକାଡେମୀର ଛାତ୍ର ରଶ୍ମି ରଞ୍ଜନ ବାରିକ ଓପିଏସସି (ଓଡ଼ିଶା ଲୋକସେବା ଆୟୋଗ ) ଦ୍ୱାରା ପରିଚାଳିତ ସମ୍ମାନଜନକ ଓଡ଼ିଶା ସିଭିଲ୍ ସର୍ଭିସେସ୍…