Sign in
Sign in
Recover your password.
A password will be e-mailed to you.
ବାସୁଦେବପୁର ବାର ଆସୋସିଏସନ ନିର୍ଵାଚନ।
ସହଦେବ ଦାସ ସଭାପତି, କୃପାସିନ୍ଧୁଜେନା ସଂପାଦକ ନିର୍ବାଚିତ।
ବାସୁଦେବପୁର - ବାସୁଦେବପୁର ବାର ଆସୋସିଏସନର ନିର୍ଵାଚନ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି ନିର୍ବାଚନ ରେ ସଭାପତି ଭାବେ ସହଦେବ ଦାସ, ସମ୍ପାଦକ ଭାବରେ କୃପାସିନ୍ଧୁ ଜେନା, ଉପ ସଭାପତି ଭାବେ ସୁଶାନ୍ତ କୁମାର…
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ମକ୍ ଡ୍ରିଲ୍ ଅନୁଷ୍ଠିତ
ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅଗ୍ନିଶମ ନିରାପତ୍ତା ସଚେତନତା ଓ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଅଗ୍ନିକାଣ୍ଡ ଭଳି…
ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଜାତୀୟସ୍ତର ୟୁ ୧୪ ରଗବୀ ଖେଳାଳୀ ରୂପେ ମନୋନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ଗୌରବକୁ ନୂତନ ଦିଗନ୍ତରେ ପ୍ରକାଶିତ କରି, ଅଣ୍ଡର–୧୪ ଜାତୀୟ ସ୍ତରୀୟ ରଗବୀ ଦଳରେ ୧୨ ଜଣ ଖେଳାଳିଙ୍କ ମଧ୍ୟରୁ ଗଜପତି ଜିଲ୍ଲା ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ଏକମାତ୍ର ଖେଳାଳୀ ଭାବେ ଶ୍ରୀମାନ ଚିନ୍ନା ଶବର (ସପ୍ତମ ଶ୍ରେଣୀର ଛାତ୍ର)…
ବିଶ୍ଵ ନାଟ୍ୟ ଦିବସ ରେ ନାଟୁଆ ମେଳା – ୨୦୨୬ ଆୟୋଜିତ
https://youtu.be/hkqsyLDklMI
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି । ପ୍ରଗତିଶୀଳ ନାଟ୍ୟ ସଂସ୍ଥା "ତରଙ୍ଗ ରଙ୍ଗ" ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ…
ପାଗଳପଣ : ପ୍ରେମିକାକୁ ପାଇବା ପାଇଁ ମୋବାଇଲ ଟାୱାର ଉପରେ ଚଢିଲେ ଯୁବକ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ପ୍ରେମ ଅନ୍ଧ ବୋଲି ଆପଣ ଶୁଣିଥିବେ, ହେଲେ ପ୍ରେମ ଯେ ଜଣକୁ ମୃତ୍ୟୁ ମୁଖକୁ ଟାଣି ନେଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜଣେ ଯୁବକ ନିଜ ପ୍ରେମିକାକୁ ପାଇବା ଜିଦ୍ରେ ଉଚ୍ଚ ମୋବାଇଲ ଟାୱାର ଉପରକୁ…
ରାସ୍ତାରେ ପଙ୍କ ପଡ଼ି ବଢୁଛି ଦୂର୍ଘଟଣା ; ତେଜୁଛି ଜନ ଅସନ୍ତୋଷ
ବେଲଗୁଣ୍ଠା, ୨୮/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ନୂଆଁ ବନ୍ଧର ପାଣି ବହୁଦିନ ଧରି ଖରାପ ହୋଇଯାଇଥିବାରୁ ଏହାକୁ ପରିଷ୍କାର କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ I ଗ୍ରାମବାସୀଙ୍କ ଅନୁରୋଧକୁ ଆଖି ଆଗରେ ରଖି ବିଜ୍ଞାପିତ ଅଞ୍ଚଳ ପରିଷଦ…
ମାଆ ଉତ୍ତରାୟଣୀଙ୍କ ଚତୁର୍ଥ ଯାତ୍ରା ମହୋତ୍ସବ ; ମନ ମୋହୁଛି ମାଆଙ୍କ ନଗର ପରିକ୍ରମା
ବେଲଗୁଣ୍ଠା, ୨୮/୦୩-(ଶିବରାମ ଚୌଧୁରୀ )-, ଗତ ୨୪ ତାରିଖ ଠାରୁ ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ଠାରେ ଚାଲିଛି ମାଆ ଉତ୍ତରାୟଣୀଙ୍କ ଚତୁର୍ଥତମ ଯାତ୍ରା ମହୋତ୍ସବ I ଗତ ମଙ୍ଗଳ ବାର ଦିନ ମାଆଙ୍କୁ ଏକ ବିରାଟ ପଟୁଆରରେ ବାଘୁଆ ପାହାଡ଼ ସ୍ଥିତ ସ୍ଥାୟୀ ମନ୍ଦିରରୁ ଅଣାଯାଇ ନଗର ପରିକ୍ରମା…
ନୀଳଗିରି ଓକିଲସଂଘ ନିର୍ବାଚନ ରେ ଉପଖଣ୍ଡରୁ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସଭାପତି , କିଶୋର ଦାସ ସମ୍ପାଦକ
ନୀଳଗିରି ବାରରୁ ମିହିର ରାଉତ ସଭାପତି , ଶୁଭେନ୍ଦ୍ର ବିଶ୍ୱାଳ ସମ୍ପାଦକ ନିର୍ବାଚିତ।
ନୀଳଗିରି -୨୮/୩,: ରାଜ୍ୟ ବାର୍ କାଉନସିଲର ନିର୍ଦ୍ଦେଶରେ ଆଜି ସମଗ୍ରରାଜ୍ୟରେ ସମସ୍ତ ଓକିଲ ସଂଘର ନିର୍ବାଚନ ଶେଷହୋଇଛି। ଅନୁରୂପଭାବେ ନୀଳଗିରିର ଉଭୟ ବାର୍ ର ନିର୍ବାଚନ ହୋଇଥିଲା। ତେବେ ପୂର୍ବରୁ…
ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଲା ଜଗତସିଂହପୁର ସହର
ଜଗତସିଂହପୁର,ତା-୨୮.୦୩.୨୦୨୬/ସୁମନ୍ତ କୁମାର ଦାସ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଶୁକ୍ରବାର ଜୟ ଶ୍ରୀରାମ ଧ୍ବନିରେ ଜଗତସିଂହପୁର ସହର ପ୍ରକମ୍ପିତ ହେଲା । ସେହିପରି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ ହେବା ସହ ରାମ ମନ୍ଦିରରେ ଭିଡ଼ ଦେଖୁବାକୁ ମିଳିଥିଲା।…
ଦକ୍ଷତା ବିକାଶ ପାଇଁ 3 କୋଟି ଟଙ୍କା ବୃଦ୍ଧି: କେନ୍ଦ୍ର ମନ୍ତ୍ରୀ
ରାଉରକେଲା,(ବସନ୍ତ କୁମାର ଜେନା): ଓଡ଼ିଶାରେ ଆଦିବାସୀ ଦକ୍ଷତା ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ରାଉରକେଲାରେ NSIC ଜୀବିକା ବ୍ୟବସାୟ ଇନକ୍ୟୁବେଟର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ୱାର୍ଲ୍ଡ ଓମେନ୍ ଫାଉଣ୍ଡେସନର ସିଇଓ…