Sign in
Sign in
Recover your password.
A password will be e-mailed to you.
.ଦୁଇ ବର୍ଷ ଭିତରେ ଭାଙ୍ଗିବାକୁ ବସିଲାଣି ବଡ ଗୁମୁଡା ବିଜୁ ସେତୁ?
https://youtu.be/n2NCUAUwCNE
*ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା !
*ପୁଣି ସେତୁ ନିର୍ମାଣ ନିମ୍ନମାନର କାର୍ଯ୍ୟକୁନେଇ ଉଠିଲା ପ୍ରଶ୍ନ
*କେବେ ହେବ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ନବରଙ୍ଗପୁରରୁ ଅଶୋକ ସାହୁ: ଦୀର୍ଘ ବର୍ଷ ର…
କିଟ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ
ଭୁବନେଶ୍ୱର, ୪ା୨: କିଟ୍ ବିଶ୍ୱବିଦ୍ୟାଳୟର ‘କିଟ୍ ୱିମେନ୍ ଫୋରମ୍’ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ଆଦି କ୍ଷେତ୍ରରେ ମହିଳାଙ୍କ ସଫଳତା ଏବଂ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ…
“ଓଡ଼ିଶା ୱିମେନ୍ ଇନ୍ ମିଡିଆ”ର ଶୁଭାରମ୍ଭ
ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ଏବଂ ଏହି କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠନ ହୋଇଥିବା “ଓଡ଼ିଶା ୱିମେନ୍ ଇନ୍ ମିଡିଆ” (ଓଡବ୍ଲୁଏମ୍)ର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଏହି କ୍ଷେତ୍ର ସହିତ ଜଡ଼ିତ ମହିଳାମାନଙ୍କ ସୁବିଧା…
ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ…
ନବରଙ୍ଗପୁର/.ଅଶୋକ ସାହୁ.: ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆଭାସୀ (Virtual) ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି, ଏବଂ…
ଆଦିବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
ଅଶୋକ ସାହୁ/ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଧକ୍ଷତାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଆଦିବାସୀ ଉନ୍ନୟନ ବିଦ୍ୟାଳୟର…
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
କାମାକ୍ଷାନଗର - କାମାକ୍ଷାନଗର ବ୍ଲକ ଅଫିସ୍ ନିକଟ ସମନ୍ବିତ ଶିଶୁ ବିକାଶ କେନ୍ଦ୍ର ରୁ ସିଡିପିଓ ଶୈଳେନ୍ଦ୍ରି ପଟେଲ୍ ଙ୍କ ନେତୃତ୍ବରେ ମହିଳା ଙ୍କ ସୁରକ୍ଷା, ସଂସାର ରେ ମହିଳା ଙ୍କ ଅଧିକାର, ମହିଳା ହିଂସା ବନ୍ଦ କର, କନ୍ୟା ଭ୍ରୁଣ ହତ୍ୟା ବନ୍ଦ କର, ବାଳିକା ଶିକ୍ଷା, କିଶୋରୀ ଶକ୍ତି ଯୋଜନା,…
ଝର ଗ୍ରାମରେ ଆତ୍ମ ନିଯୁକ୍ତି କର୍ମଶାଳା
ମେଲଛାମୁଣ୍ଡା,୩/୩(ମନୋଜ ଭୋଇ) - ବରଗଡ ଜିଲ୍ଳା ଝର ଗ୍ରାମର ସ୍ଥାନୀୟ ରାଜିବ ଭବନ ପରିସରରେ ଶୁକ୍ରବାର ଦିନ ନେହେରୁ ଯୁବ କେନ୍ଦ୍ର ବରଗଡ ଦ୍ୱାରା ଏକ କର୍ମ ନିଯୁକ୍ତି କର୍ମଶାଳା ମୁଖ୍ୟ ଅତିଥି ସ୍ଥାନୀୟ ସରପଂଚ ଅଶୋକ ବାରିକ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି…
ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ ଜଜକୋଟ ଉଦଘାଟିତ, ଓଡ଼ଗାଁ ପରେ ସିଧା ହାଇକୋର୍ଟରେ ହୋଇପାରିବ ଆବେଦନ
ଓଡ଼ଗାଁ,୩।୩(ଶ୍ରୀକାନ୍ତ କୁମାର ମିଶ୍ର): ଜନସାଧାରଣଙ୍କୁ ଦ୍ବାର ଦେଶରେ ନ୍ୟାୟ ପ୍ରଦାନର ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ନ୍ୟାୟ ପାଳିକା ଭିତିଭୂମିର ଦୃତ ବିକାଶ ଘଟିଚାଲିଛି । ଓଡ଼ିଶାର ଓଡ଼ଗାଁ ଠାରେ ନିର୍ମିତ ମଡେଲ ସିଭିଲ ଜଜକୋର୍ଟ କମ୍ପ୍ଲେକ୍ସ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା…
“ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳିତ
https://youtu.be/RpWyjOCIhCE
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସଭାଗୃହ ଠାରେ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ଶିଶୁ ବିକାଶ ଆନୁକୁଲ୍ୟରେ…
ନୃସିଂହନାଥ ମଠରେ ଶ୍ରୀମଦ ଭାଗବତ ସପ୍ତାହ ବ୍ୟାପି ମହାଯଜ୍ଞ ପାରାୟଣ ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ଠାରେ ଥିବା ନୃସିଂହନାଥ ମଠରେ ଗତ ୨୪ ତାରିଖ ତଥା ଫାଲଗୁନ ମାସ ଶୁକ୍ଲପକ୍ଷ ତୃତୀୟ ଠାରୁ ଶୁକ୍ଲପକ୍ଷ ଦଶମୀ ( ୭ ଦିନ ବ୍ୟାପୀ) ଶ୍ରୀମଦ ଭାଗବତ ସପ୍ତାହ ମହାଯଜ୍ଞ ପାରାୟଣ କାର୍ଯ୍ୟକ୍ରମ…