କସ୍ତୁରବା ଗାନ୍ଧୀ ମାତୃନିକେତନ ପରିଦର୍ଶନ କଲେ ବିଧାୟିକା ବର୍ଷା ସିଂ ବରିହା

0 2

ପଦ୍ମପୁର : ମହାନ ସ୍ବାଧୀନତା ସଂଗ୍ରାମୀ ତଥା ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ ତଥା ପୂଜ୍ୟ ବଡ ମାଁ ପାର୍ବତୀ ଗିରିଙ୍କ ଦ୍ଵାରା ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁଙ୍କ ସହ ପରିଦର୍ଶନରେ ଯାଇ ସେଠାରେ ଥିବା ଅନ୍ତେବାସୀ କୁନିକୁନି ଛୁଆ ମାନଙ୍କ ସହିତ କଥାବାର୍ତ୍ତା ହେବା ସହିତ କର୍ମଚାରୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିବା ଜଣାପଡିଛି ।

Leave A Reply

Your email address will not be published.