ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନଗର ଭବନ ଠାରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ ହୋଇଯାଇଛି। ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ…

ବଚପନ ଓ ଗାଇଡାନ୍ସ ସ୍କୁଲର ବାର୍ଷିକୋତ୍ସଵ

ନୟାଗଡ,୪/୩: ନୟାଗଡ଼ ସହର ଉପକଣ୍ଠ ବାରମାସୀ ଲେନ ସ୍ଥିତ ବଚପନ୍ ଓ ଗାଇଡାନ୍ସ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଓ ସମ୍ମାନିତ ଅତିଥି ଭାବେ ନୟାଗଡ ପୌରପାଳିକାର ଅଧକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ପ୍ରଥମ…

ବିଜେପି ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଙ୍କୁ ପୋଲିସର ଆକ୍ରମଣ ରେ ଏତେଲା।

କାମାକ୍ଷାନଗର - କାମାକ୍ଷାନଗର ବିଜେପି କର୍ମୀ ମାନେ ଆଜି କାମାକ୍ଷାନଗର ଥାନା ଅଧିକାରି ଙ୍କୁ ପୋଲିସ୍ ଡ଼ିଜି, କଟକ - ଭୁବନେଶ୍ଵର ପୋଲିସ୍ କମିସନର ଏବଂ ଭୁବନେଶ୍ବର ଡିସିପି ଙ୍କ ବିରୁଦ୍ଧ ରେ ଏତେଲା ଦେଉଛନ୍ତି। ଗତ ୨୮/୦୨/୨୦୨୩ ରିଖ ମଙ୍ଗଳବାର ଦିନ ବିଜେପି ଯୁବମୋର୍ଚ୍ଚା, ଓଡିଶା ପ୍ରଦେଶ…

ଜିଲ୍ଲା ଯୋଜନା କମିଟି ବୈଠକ

ନୟାଗଡ଼,୩/୩: ନୟାଗଡ଼ ଜିଲ୍ଲା ଯୋଜନା କମିଟି ବୈଠକ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ଯ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ…

କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଦର୍ଶନ କଲେ ଭାରତ ସରକାରଙ୍କ ଦୁଇ ବିଦେଶୀ ପ୍ରଶିକ୍ଷାର୍ଥୀ

କାମାକ୍ଷାନଗର - କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ଭାରତ ସରକାରଙ୍କ ଦୁଇ ବିଦେଶୀ ପ୍ରଶିକ୍ଷାର୍ଥୀ ଲଣ୍ଡନ ର ଡେଭିସ୍ ଥୋମାସ ଏବଂ ନେଦରଲ୍ୟାଣ୍ଡ ର ମିଭାନ ଡାଇପେନ୍ ପହଁଚିବା ପରେ ନଗରପାଳ ଧର୍ମାନନ୍ଦ ପରିଡା ଏବଂ ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ର ଙ୍କ ସହ ବିସ୍ତୃତ…

ଭାଜପା ଯୁବମୋର୍ଚ୍ଚା ଙ୍କୁ ପୋଲିସ ର ମାରଣାତ୍ମକ ଆକ୍ରମଣ ପ୍ରତିବାଦରେ ଯୋଡ଼ା ଥାନା ରେ ଏତଲା

https://youtu.be/1d899Q8UCVs ଯୋଡ଼ା: ବିଜେପି ଯୁବମୋର୍ଚ୍ଚା ଫେବୃଆରୀ ୨୮ରେ ବିଧାନସଭା ଘେରାଉ ସମୟ ରେ ଭୁବନେଶ୍ୱର କମିଶନରେଟ ପୋଲିସ ର ସରକାରୀ ଦଳ ଓ ତୃତୀୟ ମହଲା ର ପ୍ରାୟୋଜିତ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରାଗଲା ଓ ପୋଲିସ ଙ୍କ ସହ ବିଜେଡି ଦଳ ର କର୍ମୀ ମାନେ ମିଶି ଆକ୍ରମଣ କଲେ…

ଭାଜପା ଯୁବମୋର୍ଚ୍ଚାଙ୍କୁ ପୋଲିସର ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ଚମ୍ପୁଆ ଥାନା ରେ ଏତେଲା

ଚମ୍ପୁଆ : ବିଜେପି ଯୁବମୋର୍ଚ୍ଚା ଫେବୃଆରୀ ୨୮ରେ ବିଧାନସଭା ଘେରାଉ ସମୟ ରେ ଭୁବନେଶ୍ୱର କମିଶନରେଟ ପୋଲିସ ର ସରକାରୀ ଦଳ ଓ ତୃତୀୟ ମହଲା ର ପ୍ରାୟୋଜିତ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରାଗଲା ଓ ପୋଲିସ ଙ୍କ ସହ ବିଜେଡି ଦଳ ର କର୍ମୀ ମାନେ ମିଶି ଆକ୍ରମଣ କଲେ ଓ ପୋଲିସ ପ୍ରଶାସନ ପକ୍ଷରୁ ଭଲ…

ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ନିବେଶ କରିବ ରିଲାଏନ୍ସ: ମୁକେଶ ଅମ୍ବାନି

୫୦,୦୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଭୁବନେଶ୍ୱର/ ବିଶାଖପାଟଣା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶରେ ୧୦ ଗିଗାୱାଟ୍ ସୋଲାର ପାୱାର ପ୍ଲାଂଟ୍‌ରେ ପୁଂଜିନିବେଶ କରିବ । ଆନ୍ଧ୍ର ପ୍ରଦେଶର ଉତ୍ପାଦଗୁଡ଼ିକୁ ସାରା ଦେଶରେ ପହଂଚାଇବା ଲାଗି ରିଲାଏନ୍ସ ରିଟେଲ୍ ଏହାର କୃଷି ଆଧାରିତ…

ନବ ଦାସଙ୍କ ହତ୍ୟାକାଣ୍ଡରୁ ନଜର ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ନାଟକ : ସୋନାଲୀ ସାହୁ

ଭୁବନେଶ୍ୱର, ତା.୦୩/୦୩: ଗ୍ୟାସ ଭଳି ପଦାର୍ଥର ଦର ଅନ୍ତର୍ଜାତୀୟ ବଜାରର ସ୍ଥିର କରିଥାଏ । ଏଥିରେ ମୋଦୀ ସରକାରଙ୍କ କୌଣସି ଭୂମିକା ନାହିଁ । ଏକଥାକୁ କଣ ବିଜୁ ଜନତା ଦଳର ନେତାନେତ୍ରୀ ଜାଣନ୍ତିନି କି? ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର…

କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌

ଭୁବନେଶ୍ୱର , ୦୩/ ୦୩ : କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି । କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ…