Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଦୀପ ପ୍ରଜ୍ବଳନ କରି ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ…
ଜିଲ୍ଲାପରିଷଦ ସଭାଗୃହ ରେ ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ ଅନୁଷ୍ଠିତ –
ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ). ସେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭାଗୃହ ରେ ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି l ଦିବସ ପାଳନ ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଦିବସ…
ମେଡ଼ିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବି
ନୟାଗଡ଼,୬/୩:ନୟାଗଡ ବିକାଶ ମଞ୍ଚ ଏବଂ ହେମେନ୍ଦ୍ର ସେନାଙ୍କ ମିଳିତ ଆହ୍ବାନରେ ରବିବାର ସ୍ଥାନୀୟ କେ.ସି.କ୍ଲବଠାରେ ଆଲୋଚନା ସଭା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିକାଶ ମଞ୍ଚର ଆବାହକ ସନ୍ତୋଷ ପ୍ରଧାନ ମେଡିକାଲ କଲେଜ ସ୍ଥାପନା ଏବଂନୟାଗଡ କଲେଜକୁ ବିଶ୍ବ…
ତାଲା ଭାଙ୍ଗି ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ ୪ଦୂର୍ବୁତ୍ତ: ସିସିଟିଭିରେ ଭିଜୁଆଲ କଏଦ
କାମାକ୍ଷାନଗର/ରିତେଶ ବ୍ରହ୍ମା -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ବସଷ୍ଟାଣ୍ଡ ପଛପଟେ ଥିବା ଘରର ତାଲା ଭାଙ୍ଗି ସୁନା ଅଳଙ୍କାର ସମେତ ୮୦ ହଜାର ଟଙ୍କା ଲୁଟିଲେ ୪ଦୂର୍ବୁତ୍ତ।ସିସିଟିଭିରେ ଦୂର୍ବୁତ୍ତଙ୍କ ଭିଜୁଆଲ କଏଦ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।ଘରେ କେହି ନଥିବାର…
ବିଧାୟକଙ୍କ ଉଦ୍ୟମ କ୍ରମେ ଚାଷୀମାନଙ୍କ ସୁବିଧା ପାଇଁ କେନାଲ ରେ ତିଆରି ହେଲା ଗାର୍ଡ଼ୱାଲ : ଚାଷୀମାନଙ୍କ ମୁହଁରେ ଆନନ୍ଦର…
ମାହାଙ୍ଗା,ତା:୦୫.୦୩ : ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ବହୁ ଚାଷୀମାନଙ୍କ ଦୁଃଖ ଦୂର ହେବାକୁ ଯାଉଛି । ସୂଚନାଥାଉକି ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗୀୟ ଉପଖଣ୍ଡଙ୍କ ଅଧିନରେ ୮ନଂ କେନାଲ ରହିଛି । ଏହି କେନାଲ ରେ ଗତ ଖରିଫ…
ସାଧାରଣ ଲୋକଙ୍କ ପାଇଁ ବିଜୁ ବାବୁଙ୍କ ଭାବପ୍ରବଣତା ଥିଲା ଅନନ୍ୟ : ବିଧାୟକ ପ୍ରତାପ ଜେନା
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଉତ୍ସବ ପାଳିତ
ନିଶ୍ଚିନ୍ତକୋଇଲି,ତା:୦୫.୦୩: ପ୍ରବାଦ ପୁରୁଷ,କଳିଙ୍ଗର ବରପୁତ୍ର,ଝଡ଼ର ଇଗଲ,ଟଲ ମ୍ୟାନ, ମହାନ ଜନନାୟକ ପ୍ରବାଦ ପୁରୁଷ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ତଥା ପଂଚାୟତିରାଜ ଓ…
ନୟାଗଡ଼ : ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ, ନବୀନ ଓଡ଼ିଶା ଗଠନ ପାଇଁ ଶପଥ ପାଠ
ନବଘନପୁର ଓ ନାଟୁଗାଁ ପଞ୍ଚାୟତ ବିଜେପି କର୍ମୀ ବିଜେଡିରେ
ନୟାଗଡ଼ : ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳନ ଅବସରରେ ଏକ ମହାସମାବେଶ ନୟାଗଡ଼ ସହର ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି…
କିସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ କିସ୍ ପରିସରରେ ସ୍ଥାପିତ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରି ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।…
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଦିନ ରେ ବିଭିନ୍ନ କାର୍ଯ୍ୟକ୍ରମ
ବାସୁଦେବପୁର - ବାସୁଦେବପୁର ରେ ଓଡ଼ିଶାର ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଦିନ ରେ ବାସୁଦେବପୁର ବିଜେଡ଼ି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ନେତୃତ୍ବରେ ରେ ପଞ୍ଚାୟତ…
ନୂଆ ଭୂମିକାରେ ଓହ୍ଳାଇବେ ଡ଼ ଅରୁଣ !
ନୟାଗଡ଼,୫/୩(ଲକ୍ଷ୍ମୀଧର ସାହୁ): ରାଜନୀତି ଦ୍ଵାରା ସମାଜ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରେ। ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରାସ୍ତାଘାଟ,କଳ କରଖାନା,ବାସଗୃହ ଆଦିର ବିକାଶ ଘଟିପାରେ। ଅନ୍ୟପକ୍ଷରେ ବ୍ୟକ୍ତିଗତ ସମସ୍ୟା, ମାନସିକ ଅଶାନ୍ତି,ବିଶୃଙ୍ଖଳା ତଥା ଅନାବଶ୍ୟକ ପ୍ରତିଯୋଗିତା ଇତ୍ୟାଦି…