Sign in
Sign in
Recover your password.
A password will be e-mailed to you.
ନର୍ସମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ: ବିଶେଷଜ୍ଞ
ଭୁବନେଶ୍ୱର , ୦୩/ ୦୩ : ନର୍ସମାନେ ତ୍ୟାଗ ଓ ସେବାର ପ୍ରତୀକ । ତାଙ୍କ ହାତରେ ମଣିଷର ଜୀବନ ନିର୍ଭର କରେ । ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ ବୋଲି ଗ୍ୱାଲିୟର ସ୍ଥିତ କ୍ୟାନ୍ସର ହିଲ ହସ୍ପିଟାଲ୍ର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ରେଣୁକା ଦାସ କହିଛନ୍ତି ।ଶିକ୍ଷା ଓ ଅନୁସନ୍ଧାନ…
ଉତ୍କଳ ଆଲୁମିନା ର ପ୍ରଜେକ୍ଟ ଉଦ୍ୟମୀର ପ୍ରଚେଷ୍ଟାରେ ଗଢି ଉଠିଥିବା କ୍ଷୁଦ୍ର ପ୍ରକଳ୍ପ ଗୁଡିକୁ ଉଦଘାଟନ କଲେ ବିଧାୟକ…
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳ ଆଲୁମିନା କାରଖାନା ପ୍ରଭାବିତ କାଶିପୁର ବ୍ଲକ ଓ ଥୁରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଜେକ୍ଟ ଉଦ୍ୟମୀ ଦ୍ବାରା ବେରୋଜଗାରୀ ଲୋକଙ୍କୁ ସ୍ଵବଲମ୍ବି କରିବା ପାଇଁ ଛୋଟ ବଡ ପ୍ରାୟ ୩୦୦ଟି କ୍ଷୁଦ୍ର ଓ ମଧ୍ୟମ ଧୋରଣର…
ଇନୋଭେସନ ଓ ଟେକ୍ନୋଲୋଜି ଦ୍ବାରା ଲିଙ୍ଗଗତ ବିଭେଦ ଦୂର କରାଯାଇ ସମାଜରେ ପରିବର୍ତ୍ତନ ଆସିପାରିବ
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତା – ମୁଖ୍ୟମନ୍ତ୍ରୀ
କିଶୋର କିଶୋରୀ ମାନଙ୍କ ପାଇଁ ମାସ୍କଟ ‘କୁନି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଆଉ ପଛକୁ ନୁହେଁ, ଏଣିକି କେବଳ ଆଗକୁ…
ଚିରାଲ ଜଙ୍ଗଲରେ ଅବକାରୀ ଚଢ଼ାଉ l
ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ନୀଳଜୀପତ୍ରା ଲଉଡ଼ିଦର୍ହl ଚିରାଲନାଲା ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ହୋଇଛି l ମଦ ମାଫିଆ ମାନେ ମଦ ପ୍ରସ୍ତୁତ କରୁଥିବା ସହ ଲୁଚାଇ ରଖିଥିବା ସୂଚନା ପାଇ ଚଢାଉ କରିଛି l ଚଢ଼ାଉ ସୂଚନା ପାଇ ମଦ ମାଫିଆ…
ଚୋରା ପିଲେଟ ବୋଝେଇ ହାଇଭା ଜବତ : ୩ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ପିଲେଟ ଚୋରା ଚାଲାଣ ହେଉଥିବା ଏକ ହାଇଭା ଟ୍ରକ ନଂ ଜେଏଚ୦୫ଡବ୍ଲୁ ୪୦୧୭କୁ ବଡ଼ବିଲ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏଥି ସହ ଚୋରିରେ ସମ୍ପୃକ୍ତ ଏକ ବଲେରୋ ନଂ ଓଆର୦୯ଏମ ୭୬୨୨କୁ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ…
ରାଉରକେଲାରେ ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ପ୍ରଦାନ
ରାଉରକେଲା (ବସନ୍ତ କୁମାର ଜେନା); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର…
ସକାଳ ସକାଳୁ କାଶୀପୁର ବ୍ଲକ ରେ ଭୂମିକମ୍ପ ର ଅନୁଭୂତି
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲା କାଶୀପୁର ବ୍ଲକ ବିବିନ୍ନ ସ୍ଥାନ ରେ ଶୁକ୍ରବାର ସକାଳ ୫.୬ମିନିଟ୍ ଭୂକମ୍ପ ଅନୁଭୂତ ହୋଇଛି। ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୫ ଥିବା ଜଣାପଡ଼ିଛି। ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି…
-କାମାକ୍ଷାନଗର ଏନଏସି ପକ୍ଷରୁ ସାଇକେଲ ବଣ୍ଟନ
କାମାକ୍ଷାନଗର/ରିତେଶ ବ୍ରହ୍ମା : ସାରା ରାଜ୍ୟରେ ଏସ୍ ଏଚ୍ ଜି ଗୋଷ୍ଠୀ ସହାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ହଜାର ସାଇକେଲ ବଣ୍ଟନ କରିଛନ୍ତି।ଏହିକ୍ରମରେ ଆଜି କାମାକ୍ଷାନଗର ଏନ୍ ଏ ସି ପକ୍ଷରୁ ଗୋଷ୍ଠୀ ସହାୟକମାନଙ୍କୁ ନଗରପାଳ ଧର୍ମାନନ୍ଦ ପରିଡାଙ୍କ ତତ୍ବାବଧାନରେ ସାଇକେଲ ବଣ୍ଟନ…
କୃଷି ସମବାୟ ସମିତି ଆନୁକୁଲ୍ୟରେ ଓଡ଼ିଶା ମିଲେଟ୍ସ ମିଶନ ଅନ୍ତର୍ଗତ ଖୋଲିଲା ମାଣ୍ଡିଆ ମଣ୍ଡି
କାମାକ୍ଷାନଗର/ରିତେଶ ବ୍ରହ୍ମା - କାମାକ୍ଷାନଗର କୃଷି ସମବାୟ ସମିତି ଆନୁକୁଲ୍ୟରେ ରେ ଓଡ଼ିଶା ମିଲେଟ୍ସ ମିଶନ ସହଯୋଗରେ ରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇ ଯାଇଛି। ଏହି ଉଦଘାଟନୀ ସମାରୋହରେ ଓଡ଼ିଶା ସରକାର ଙ୍କ ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ…
ଓଡ଼ଗାଁ ଏନଏସିରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାଇକେଲ ବିତରଣ
ଓଡ଼ଗାଁ,୨ା୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମାର୍ଚ୍ଚ ୨ ତାରିଖ ଠାରୁ ସାଇକେଲ ବିତରଣର ସୁଭାରମ୍ଭ କରାଯାଇଛି । ତଦନୁଯାଇ ଓଡ଼ଗାଁ ବ୍ଳକ ରୋଡ଼ ଇନଡୋରଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ…