Sign in
Sign in
Recover your password.
A password will be e-mailed to you.
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ
କାମାକ୍ଷାନଗର /ରିତେଶ ବ୍ରହ୍ମା : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ଥାନା ନିକଟସ୍ଥ ଖଣ୍ଡୁରି ଠାକୁରାଣୀ ପଡ଼ିଆରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା…
ଶୁଣୁ ନାହାନ୍ତି ସରକାର,୧୫ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ
ନୟାଗଡ଼,୫ା୩: ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ତଥା ସେମାନ୍ଙ୍କ ବିଭିନ୍ନ ଦାବି ଗୁଡ଼ିକ ପ୍ରତି ଅବହେଳା କରୁଥିବା ପ୍ରତିବାଦରେ ଚଳିତ ମାସ ୧୫ ତାରିଖରୁ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାମେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜି…
ଘର ପାଇଁ ଜିଲ୍ଲାପାଳଙ୍କୁ ଅସହାୟ ମହିଳାଙ୍କ ନିବେଦନ।
କାମାକ୍ଷାନଗର /ରିତେଶ ବ୍ରହ୍ମା- କାମାକ୍ଷାନଗର ସହର ମଧ୍ୟ ରେ ତୁଳସୀ ଦଳେଇ (ସ୍ବାମୀ - ଗନ୍ଧର୍ବ ଦଳେଇ)ନାମକ ଜଣେ ସ୍ଵାମୀ ପରିତ୍ୟକ୍ତା ମହିଳା ବହୁତ ଦିନ ହେଲା କାମାକ୍ଷାନଗର ରେ ରହି ଆସୁଛନ୍ତି। ସେ ଦିନ ମଜୁରି ଭାବେ କାମ କରନ୍ତି, ପର ଘରେ ବାସନ ମାଜନ୍ତି, ନଡ଼ିଆ ଝାଡୁ କରି ବିକନ୍ତି…
ଗ୍ରୀଷ୍ମ ପ୍ରବାହ ମୁକାବିଲାକୁ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଆଗାମୀ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ…
“ଦୋଳ ଉତ୍ସବ” – ୨୦୨୩ ର ଦ୍ବିତୀୟ ସନ୍ଧ୍ୟା : ହୋଲି ଉପରେ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା
https://youtu.be/CDjq5jbSY6o
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ "ଦୋଳ ଉତ୍ସବ" - ୨୦୨୩ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ହୋବାକୁ ଥିବା…
ଐତିହାସିକ ଡାକୋଟା ବିମାନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତି ଉଦ୍ଦେଶ୍ୟରେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନକୁ ସମର୍ପଣ କରିଛନ୍ତି। Dakota DC-3 (VT-AUI) । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି…
ଟାକେରାରେ ରେଳପଥ କାମ ବନ୍ଦ ।
ନୟାଗଡ଼:- ୪/୩ ଖୋର୍ଦ୍ଧା–ବଲାଙ୍ଗିର ରେଳପଥର ଦଶପଲ୍ଲା ତହସିଲ ଟାକେରା ଠାରେ ୧୦.୫୫ ଏକର ବେସରକାରୀ ଜମି ଅଧିଗ୍ରହଣ ଶେଷ ହୋଇଛି । କିନ୍ତୁ, ଅଧିକ କ୍ଷତିପୂରଣ ଦାବି କରି କେତେକ ଗ୍ରାମବାସୀ ରେଳପଥ ନିର୍ମାଣ କାମରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏନେଇ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ…
ରଙ୍ଗେଇଲୁଣ୍ଡାକୁ ବିମାନସେବା ଉଡାଣର ଶୁଭାରମ୍ଭ
ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣର ପରିବର୍ତ୍ତନ ଏବଂ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବାୟୁ ସଂଯୋଗକୁ ବିକଶିତ କରିବା ଏବଂ ରାଜ୍ୟ ରାଜଧାନୀରୁ ଅନ୍ୟ ବଡ ଅଞ୍ଚଳ ଏବଂ ସହରକୁ ବିମାନ ଯୋଗାୟୋଗ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର…
ଋଣର ସଦବିନିଯୋଗ ପ୍ରଗତିର ଲକ୍ଷଣ:ଅରୁଣ
ନୟାଗଡ଼,୪/୩(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଡିଆରଡିଏ ସୃଜନ ଗୃହଠାରେ ଜିଲ୍ଲା ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଦ୍ବାରା ଆୟୋଜିତ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର…
ସେବା ଏକ୍ସପ୍ରେସରେ କଡାକଡ଼ି ଟିକେଟ ଯାଞ୍ଚ
ନୟାଗଡ଼,୪/୩:ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ରେ ଆଜି କଡାକଡି ଟିକେଟ ଯାଞ୍ଚ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୋଡ ଠାରୁ ଏହି ଚେକିଂକୁ କରାଯାଇଛି। ଟ୍ରାଭେଲିଂ ଟିଟିଇ ଏହି ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରିଛନ୍ତି ।…