Sign in
Sign in
Recover your password.
A password will be e-mailed to you.
ବଣାଇଁ ବନଖଣ୍ଡ ବିଭାଗ ର କଠିନ ପରିଶ୍ରମ ଯୋଗୁଁ ସୁସ୍ଥ ହୋଇ ଜଙ୍ଗଲ କୁ ଗଲା ହାତୀ ଶାବକ
ସୁନ୍ଦରଗଡ଼(ବସନ୍ତ କୁମାର ଜେନା) : ଵଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ତୋଡା ସେକ୍ସନ ଝିରପାଣି ବିଟ୍ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଏକ ହାତୀ ଶାବକ କୁ ଉଦ୍ଧାର କରି ଚିକିତ୍ସା କରିଛି ବନବିଭାଗ । କିଛିଦିନ ହେଲା ଏହି ଅଞ୍ଚଳରେ ଏକ ୮ ଟିକିଆ ହାତୀପଲ ବିଚରଣ କରୁଥିଲେ । ଏହି ପଲରେ…
ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: କିଛି ଟ୍ରେନ ବାତିଲ, ଆଉ କିଛି ଆଂଶିକ ବାତିଲ
ଛତ୍ରିପୁଟ ଏବଂ ମାଲିଗୁଡା ମଧ୍ୟରେ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ |
ଭୁବନେଶ୍ୱର: ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ମାଲିଗୁଡା ଏବଂ ଛତ୍ରିପୁଟ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ଅସ୍ଥାୟୀ ଭାବରେ ବାତିଲ ଏବଂ ଆଂଶିକ ବାତିଲ କରିବାକୁ…
ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ
ଭୁବନେଶ୍ୱର/ ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍ସନ ଅଭିଯାନ ଅଧୀନରେ ଅଟିଜିମ୍ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍…
ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଗ୍ରାମୀଣ ରେ ବ୍ଲକ ସ୍ତରୀୟ ଜନଶୁଣାଣି…
ମହାବିରୋଡ଼/କାମାକ୍ଷାନଗର,(ରିତେଶ ବ୍ରହ୍ମା):କଙ୍କଡ଼ାହାଡ଼ ବ୍ଲକ ସଭାଘର ଠାରେ ଆଜି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଗ୍ରାମୀଣ ରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ଆଜିର ଜନଶୁଣାଣୀ କାର୍ଯ୍ୟକ୍ରମ…
ଜେଲରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଲେ ବିଧାୟକ ଓ ନେତୃବୃନ୍ଦ
ବିଜେଡି ସରକାରର ମନୋମୁଖୀ ଓ ବ୍ୟଭୀଚାରୀ ଶାସନ ଚଳିବ ନାହିଁ: ବିଜେପି
ଭୁବନେଶ୍ୱର, ତା.୧୭/୦୩: ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର ଆଇନଶୃଙ୍ଖଳା ପରିସ୍ତିତି ବିପର୍ଯ୍ୟୟ ହେବା ବିଜେଡି ସରକାରର ସବୁଠୁ ବଡ ବିଫଳତା । ଅନ୍ୟାୟ, ଭ୍ରଷ୍ଟାଚାର, ଦୁର୍ନୀତିରେ ଉବୁଟୁବୁ ବିଜେଡି…
ସୋଆରେ ଦୁଇ ଦିନିଆ କନ୍କ୍ଲେଭ୍, ଯୋଗ ଦେବେ ୬୦ ଟି ଷ୍ଟାର୍ଟଅପ୍
ଭୁବନେଶ୍ୱର, ୧୭/୦୩ : କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି ଷ୍ଟାର୍ଟଅପ୍ ଶନିବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ…
ବଜେଟରେ ଗାଁ ଗାଁ କୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣକୁ ଗୁରୁତ୍ୱ
ବଜେଟ ୨୦୨୩-୨୪ର ମୁଖ୍ୟାଂଶ: ଗ୍ରାମ୍ୟ ଉନ୍ନୟନ ବିଭାଗ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟବାସୀ, ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ-ଆର୍ଥିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧା ସବୁଦିନିଆ ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର…
ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ
ନୟାଗଡ଼,୧୭/୩: ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ଡାକରାରେ ଷ୍ଟିଆରିଂ ଛାଡ ଆନ୍ଦୋଳନକୁ ଆଜି ପ୍ରତ୍ୟାହାର କରିଛି ନୟାଗଡ଼ ଜିଲ୍ଲା ଡ୍ରାଇଭର ସଂଘ । ଯାହାକୁ ନେଇ ୩ ଦିନ ଧରି ନୟାଗଡ଼ ମୁଖ୍ୟ ଛକ ଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ ସ୍ତରରେ ୮ ଗୋଟି ବ୍ଲକରେ ହଜାର ହଜାର ଡ୍ରାଇଭର ମାନେ…
ସରକାରଙ୍କ ପ୍ରତାରଣା ପ୍ରତିବାଦରେ ପ୍ରାଥମିକ ଶିକ୍ଷକଙ୍କ ଡ୍ରେସକୋଡ଼ ବର୍ଜନ
ନୟାଗଡ଼,୧୭/୩: ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ପ୍ରତାରଣା ପ୍ରତିବାଦରେ ଜିଲ୍ଲାରେ କାର୍ଯ୍ୟରତ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନେ ସରକାରଙ୍କ ଡ୍ରେସକୋଡ଼କୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିଛନ୍ତି। ଗତ ୧୫ ତାରିଖରେ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଭୁବନେଶ୍ୱରଠାରେ…