ବୈଶାଖ ମେଳା ପାଇଁ ମେଳା କମିଟି କମିଟି ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳା ଆସନ୍ତା 01/ 05/23 ରୁ 05/05/23 ପର୍ଯନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ବର୍ଷ ବରଗଡ଼ ଜିଲ୍ଲା ର ଏହି ସର୍ବପୁରାତନ ମେଲା ର ଆୟୋଜନ ପାଇଁ ବିଭାଗୀୟ ଅଧିକାରୀ ଓ ମେଳା କମିଟି ର ସକ୍ରିୟ ସଭ୍ୟ…

ସୁନ୍ଦରଗଡ଼ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼/ରାଉରକେଲା, (ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ଦ୍ଵାରା ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡ. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଭିଯୋଗ…

ବିଦ୍ୟା ସଂସ୍କାର ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ, ନୂତନ ଶିକ୍ଷା ବର୍ଷ ୨୦୨୩-୨୪ ଶୁଭାରମ୍ଭରେ ବିଦ୍ୟାରମ୍ଭ ସଂସ୍କାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପିଲାମାନେ ଶୁଦ୍ଧବସ୍ତ୍ର ପରିଧାନ ହାତରେ ଫୁଲ , ଧୂପ , ଦୀପ ଧରି ବିଦ୍ୟାଳୟକୁ…

ଜଗତସିଂହପୁର ଜିଲ୍ଲା ୩୦ ତମ ଜନ୍ମ ବାର୍ଷିକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନରେ ସୋମବାର ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାର ୩୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସରକାରୀ ମୁଖ୍ୟ…

ରାଉରକେଲା ନାଗରିକ ସୁରକ୍ଷା କମିଟି ର ସ୍ବାଭିମାନ ଦିବସ ପାଳନ

ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲା ନାଗରିକ ସୁରକ୍ଷା କମିଟି ଆନୁକୂଲ୍ୟରେ ଉତ୍କଳ ଦିବସରେ ଆମ୍ବାଗାନ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି।ଏହି ସଭାକୁ ସାମାଜିକ କର୍ମୀ ଶ୍ରୀଯୁକ୍ତ କେଦାରନାଥ ପ୍ରଧାନ ଉଦବୋଧନ ଦେଇଥିଲେ। ଏହି ଦିବସରେ…

ଝାରସୁଗୁଡା ଉପନିର୍ବାଚନ ପାଇଁ ଵିକେଡ଼ିର ତିନି ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ନିଯୁକ୍ତ ହେଲେ ଵିକେଡ଼ିର ତିନି ପର୍ଯ୍ୟବେକ୍ଷକ | ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ…

କିଟ୍‌ରେ ଜାତୀୟ କୁଇଜ ପ୍ରତିଯୋଗିତା ଉଦ୍‌ଘୋଷ

ଭୁବନେଶ୍ୱର,୩ା୪: କିଟ୍ ବିଶ୍ୱବିଦ୍ୟାଳୟର କୁଇଜିଂ ସୋସାଇଟି କ୍ୟୁଟୋପିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଜାତୀୟ ସ୍ତରର କୁଇଜ ପ୍ରତିଯୋଗିତା ଉଦଘୋଷ-୨୦୨୩ ରବିବାର ଅନୁଷ୍ଠିତ ହୋଇଯାଇଛି । ଜି-୨୦ ବ୍ୟାନରରେ ଅନୁଷ୍ଠିତ ଏହି ଜାତୀୟ କୁଇଜ ପ୍ରତିଯୋଗିତାକୁ ସୁନାମଧନ୍ୟ କୁଇଜ ମାଷ୍ଟର ମେଜର୍…

ମୋଦି ଓ ଆଦାନୀ ସଂପର୍କର ପର୍ଦ୍ଦାଫାଶ ପ୍ରତ୍ୟେକ ଜିଲ୍ଲାରେ କରାଯିବ

ଭୁବନେଶ୍ୱର ତା. ୨୭.୩- କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ସମ୍ବିଧାନ ବିରୋଧି କାର୍ଯ୍ୟ ଏବଂ ଦେଶର ଜାତୀୟ ସଂପତି କାହିଁକି ଜଣେ ବ୍ୟବସାୟୀଙ୍କ ହାତରେ ଟେକି ଦିଆଯାଉଛି ଏପରିକି ତାଙ୍କ ପରିବାର ଦ୍ୱାରା ବିଦେଶରେ ପରିଚାଳିତ ସେଲ କମ୍ପାନୀମାନଙ୍କ ଦ୍ୱାରା ଆଦାନୀ ଗ୍ରୁଫ ଅଫ କମ୍ପାନୀଜ୍‌ରେ…

ନୟାଗଡ଼ର ଦିବ୍ୟାଙ୍ଗ ଲେଖକଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ନୟାଗଡ଼,୩/୪: ପବିତ୍ର ଉତ୍କଳ ଦିବସ ଅବସରରେ ଭାରତୀୟ ରେଡ଼କ୍ରସ ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଦିବ୍ୟାଙ୍ଗ ଲେଖକ ଧୀରେନ୍ଦ୍ର କୁମାର ସାମନ୍ତସିଂହାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହିତ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ…

ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ…