ମାଉସୀ ମା ମନ୍ଦିର ପାଇଁ ଭୂମି ପୂଜନ l

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ସ୍ଥାନୀୟ ଶାନ୍ତିନଗର ଠାରେ ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରାଯାଇଛି l ସରୋଜ କୁମାର ରଥ ଓ ନୀଳିମା ରଥ କର୍ତ୍ତା ଭାବରେ ପୂଜା ସମ୍ପାଦନ କରିଥିଲେ l ପଣ୍ଡିତ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ୟ ତୁଲାଇଥିଲେ l ଏହି କାର୍ଯ୍ୟକ୍ରମରେ ସଭାପତି ଡ଼.ଦେବାଶିଷ ରଥ, ଉପସଭାପତି ମହେଶ ବେହେରା, ସମ୍ପାଦକ ପ୍ରତାପ ନାଥ, ସହ ସମ୍ପାଦକ ତୁଷାରକାନ୍ତ ପଧାନ, କୋଷାଧ୍ୟକ୍ଷ ଇଂ କୁନାଲ ପାଣିଗ୍ରାହୀ, ତାରା ପ୍ରସାଦ ଶତପଥୀ , ସୂର୍ଯ୍ୟପ୍ରସାଦ ହୋତା, ଡ.ଗଦାଧର ରଥ, ଡ଼. ବିରଞ୍ଚି ନାରାୟଣ ସାହୁ, ଡ଼. ଅର୍ଜୁନ ଦେବତା, ଜଗବନ୍ଧୁ ପୋଥଳ, ଗଙ୍ଗାଧର ମହାନ୍ତି, ଘନଶ୍ୟାମ ପୁଞ୍ଜି, ପ୍ରୀତିରଞ୍ଜନ ପଧାନ, ଜଗବନ୍ଧୁ ବାବୁ, ଅଶୋକ ଦାସ, ଅଶୋକ ସାହୁ, ମାନସ ରଞ୍ଜନ ମହାନ୍ତି, ଉମାକାନ୍ତ ସାହୁ, ସୁରେଶ ସାହୁ, ବିଜୟ ସାହୁ, ଓକିଲ ଶତପଥୀ , ନୀଳମଣି ସାହୁ, ନିଲୁ ଦାସ, ପ୍ରଫୁଲ୍ଲ ବେହେରା, ବାବୁଲୁ ପାଣିଗ୍ରାହୀ, ଚୂଡ଼ାମଣି ମେହେର, ବିଦ୍ୟାଧର ସାହା ଏବଂ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.