ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ନେଇ ଅନିୟମିତତା ଅଭିଯୋଗ

0

ବାଲେଶ୍ଵର ,ସିମୁଳିଆ (ଅକ୍ଷୟ କୁମାର ଜେନା)-ଅଭଝୁଣା ପଞ୍ଚାୟତ ଯୋଗ୍ୟ ଅଠର ରୁ ଉର୍ଦ୍ଧ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଥିବା ହିତାଧିକାରୀ ଆଜି ସିମୁଳିଆ ବ୍ଲକ ପରିସର ରେ ଧାରଣା ଦେଇ ଥିଲେ। ସରପଞ୍ଚ ଙ୍କ ଅଜ୍ଞାତ ସାର୍ ରେ ଚଂଚକତା କରି ଯୋଗ୍ୟ ବାଦ୍ ପଡିବା ନେଇ ଜିଲ୍ଲାପାଳ ଏବଂ ପିଡି ଙ୍କୁ ଆପତି ଜଣା ଯାଇଥିଲା। ଏବଂ ସାତ ଦିନ ସମୟ ମଧ୍ୟ ନିଆ ଯାଇଥିଲା। ଗ୍ରାମବାସୀ କୌଣଷି ସୁଫଳ ନ ପାଇଁ ଆଜି ସରପଞ୍ଚ ଲକ୍ଷ୍ମୀଧର ବଳ ପୁର୍ବତନ ସରପଞ୍ଚଙ୍କ ଗଗନ ବେହେରା, ସମିତି ସଭ୍ୟ ପ୍ରତିନିଧି ଭଗବାନ ବାରିକ ଅନେକ ତୁଙ୍ଗ ନେତା ଯୋଗ୍ୟ ହିତାଧିକାରୀ ଙ୍କ ସହ ବ୍ଲକ ରେ ଧାରଣା ଦେଇ ଥିଲେ। ବି ଡି ଓ ପ୍ରୁଥିରାଜ ପରିଡ଼ା ଧାରଣା ସ୍ଥଳ କୁ ଆସି ବୁଝା ସୁଝା କଲେ ମଧ୍ୟ କୌଣଷି ସୁଫଳ ମିଳି ନ ଥିଲା। ସେଶ ପର୍ଯ୍ୟାୟ ରେ ରାଜ୍ୟ
ବି ଜେ ପି ମୁଖ ପାତ୍ର ଠାକୁର୍ ରଞ୍ଜିତ ଦାସ୍ ପହଞ୍ଚି ବି ଡି ଓ ଙ୍କ ସହ ଏ ବିଷୟ ରେ ଆଲୋଚନା କରିବା ସହ ପୂର୍ବ ତଦନ୍ତ କାରୀ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବି ଡି ଓ ଙ୍କୁ ପ୍ରସ୍ତାବ ଦେଇ ଥିଲେ। ପରେ ହିତାଧିକାରୀ ଅନଶନ ପ୍ରତ୍ୟାହୃତ କରିବା ସହ ଆଗାମୀ ଦିନ ରେ କିଛି କାର୍ଯ୍ୟନୁଷ୍ଠାନ ନ ହେଲେ ପୁଣି ବଡ ଧରଣ ର ଧାରଣା ରେ ବସିବେ ବୋଲି ଚେତାବନୀ ଦେଇ ଥିଲେ।

Leave A Reply

Your email address will not be published.