Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ…
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅବସରରେ କିପରି ଜନ…
ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ୍ ସହ ମିଶି ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବ
https://youtu.be/nEr96j8qCO0
ଟୋକିଓ : ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ୍ ସହ ମିଶି ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି, ଯାହା ହେବ ବିଶ୍ଵର ବୃହତମ ଷ୍ଟିଲ ପ୍ଳାଣ୍ଟ ମଧ୍ୟରୁ ଗୋଟିଏ I ପ୍ଳାଣ୍ଟ ଦ୍ଵାରା କେନ୍ଦ୍ରାପଡ଼ା, ଜଗତସିଂହପୁର,…
ପ୍ରାକ୍-ମଧୁମେହକୁ ରୋକାଯାଇପାରିବ: କିମ୍ସ ବିଶେଷଜ୍ଞ
ଭୁବନେଶ୍ୱର,୪୪: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍-ମଧୁମେହ (ପ୍ରି-ଡାୟାବେଟିସ୍) ଅବସ୍ଥାରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ…
ଜଳସମ୍ପଦ ବିଭାଗରେ ନବ ନିଯୁକ୍ତ ଭୂତତ୍ତ୍ୱବିତ୍ମାନଙ୍କୁ ନିଯୁକ୍ତ ପତ୍ର ପ୍ରଦାନ
ଭୂତଳ ଜଳର ଉପଲବ୍ଧତା ସଂପର୍କିତ ମୋବାଇଲ୍ ଆପ୍ ଶୁଭାରମ୍ଭ
ଜିଓଲୋଜିଷ୍ଟ ମାନେ ଭୂତଳ ଜଳର ସଠିକ୍ ସ୍ଥିତି ଅନୁଧ୍ୟାନ କରି ଜଳର ଉପଯୁକ୍ତ ବିନିଯୋଗରେ ସହାୟକ ହୁଅନ୍ତୁ - ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ
ଭୁବନେଶ୍ୱର: ଆଜି ଜଳ ସଂପଦ ବିଭାଗରେ ନବ ନିଯୁକ୍ତ ୩୬ ଜଣ ଭୂତତ୍ତ୍ୱବିତ୍ଙ୍କୁ ନିଯୁକ୍ତି…
କବି ବିଷ୍ଣୁପଦ ସେଠୀଙ୍କ କବିତା ସଂକଳନର ସଂସ୍କୃତ ଅନୁବାଦ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର:ଶବ୍ଦ ହେଉଛି ବ୍ରହ୍ମା ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନାା ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତିାଆଜି ରାଜଭବନରେ ବରିଷ୍ଠ ପ୍ରଶାସକ ତଥା କବି ବିଷ୍ଣୁପଦ…
ନୂଆଗାଁରେ ଖୋଲିଲା ସବ ରେଜିଷ୍ଟର କାର୍ଯ୍ୟାଳୟ
ନୟାଗଡ଼,୪/୪: ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକରେ ଖୋଲିଲା ସବରେଜିଷ୍ଟର କାର୍ଯ୍ୟାଳୟ । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ…
ଅଫିସରମାନେ ଲୋକଙ୍କ ସମସ୍ୟା ସମାଧାନ ନିମନ୍ତେ ଗାଁକୁ ଯିବା ପାଇଁ ପରାମର୍ଶ ଦେଲେ ଅରୁଣ
୨୯ ଗୋଟି ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କଲେ ନୟାଗଡ ବିଧାୟକ
ନୟାଗଡ଼,୪/୪: ନୟାଗଡ଼ ବ୍ଲକ ଅନ୍ତର୍ଗତ ୨୯ ଗୋଟି ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଉକ୍ତ ସମୀକ୍ଷା…
ପଛୁଆବର୍ଗ ଲୋକଙ୍କର ସର୍ଭେ ନିମନ୍ତେ ତାଲିମ
ନୟାଗଡ଼,୪/୪:ନୟାଗଡ ଜିଲ୍ଲାରେ ରହୁଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଆକଳନ ନିମନ୍ତେ ବ୍ଲକ ସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶିକ୍ଷକ ମାନଙ୍କ ତାଲିମ ଶିବିର ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନିର୍ଦେଶରେ ଏକ ତାଲିମ ଶିବିର ଜିଲ୍ଲାପାଳଙ୍କ ସଦଭାବନ…
ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ରାଉରକେଲା-ପୁରୀ ଏକ୍ସପ୍ରେସ ଚଳାଚଳରେ ସାମାନ୍ୟ ପରିବର୍ତ୍ତନ
ଭୁବନେଶ୍ୱର: ମାନେଶ୍ଵର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ସଂପର୍କରେ ଫୁଟ ଓଭର ବ୍ରିଜ ନିର୍ମାଣ ଜନିତ ଗାର୍ଡ଼ର ସଂସ୍ଥାପନ କାର୍ଯ୍ୟ ପାଇଁ ରାଉରକେଲା-ପୁରୀ ଏକ୍ସପ୍ରେସ ଚଳାଚଳରେ ସାମାନ୍ୟ ପରିବର୍ତ୍ତନ କରାଯିବ | 6 ଏପ୍ରିଲ 2023 ଦିନ ରାଉରକେଲା ଛାଡିବାକୁ…