ଅସୀମ ତ୍ୟାଗ, ଅଦମ୍ୟ ସାହସ ଓ ଦେଶପ୍ରେମର ପ୍ରତୀକ ରଘୁ–ଦିବାକର

ରାଜ୍ୟସ୍ତରୀୟ ଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସ ପାଳିତ   ଭୁବନେଶ୍ୱର, ୦୪.୦୪.୨୦୨୬ : ଇଂରେଜ ଶାସନ ଓ ଅତ୍ୟାଚାରୀ ରାଜତନ୍ତ୍ର ବିରୋଧରେ ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା ଥିଲା। ଏହି ସଂଗ୍ରାମରେ ଅମର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଅଦମ୍ୟ ସାହସ ଓ ଅସୀମ…

ଶ୍ରୀରାମ ନବମୀ ୮ମ ସନ୍ଧ୍ୟା; ସୀତାଙ୍କୁ ଉଦ୍ଧାର ପାଇଁ ଅଷ୍ଟାବଧାନଙ୍କ ସହ ବିଚାରବିମର୍ଶର ଦୃଶ୍ୟ ଦର୍ଶନ

ଓଡଗାଁ, ୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟା ଭକ୍ତିମୟ ପରିବେଶ ମଧ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ଭାବେ ପାଳିତ ହୋଇଥିଲା। ଏହି ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଙ୍କ ‘ଅଷ୍ଟାବଧାନ’ ବେଶ…

କାଳବୈଶାଖୀ ଘୃନିଝଡ଼ରେ ଓଡ଼ଗାଁ-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ୩ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ;

ଦେଢ଼ ଘଣ୍ଟା ଧରି ଗମନାଗମନ ବାଧାପ୍ରାପ୍ତ; ଗଛ ପଡ଼ି ଦୋକାନ ଘର ଭାଙ୍ଗିଲା ଓଡ଼ଗାଁ, ୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର କୋମଣ୍ଡ ଠାରୁ ରୋହିବାଙ୍କ,ରୋହିବାଙ୍କ ଠାରୁ ବାଘୁଆଛକ, ଏବଂ ବାଘୁଆଛକ ଠାରୁ ସମ୍ଭବ ମଧ୍ୟରେ ଗଛ ପଡ଼ି ରାସ୍ତା…

ଗଞ୍ଜେଇ ଚୋରା ଚାଲାଣ : ୨ ଅଭିଯୁକ୍ତ ଗିରଫ।

ପଦ୍ମପୁର - ଜଗଦଲପୁର ପୁଲିସ ପକ୍ଷରୁ ମାଦକଦ୍ରବ୍ୟ ବିରୋଧରେ ଚାଲିଥିବା ଅଭିଯାନରେ ଏକ ବଡ ସଫଳତା ମିଳିଛି। ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ଦୁଇ ଜଣ ଯୁବକଙ୍କୁ ଧରିବା ସହ ତାଙ୍କ ପାଖରୁ ୧୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଜଗଦଲପୁର ଥାନା ସରେଇକେଲା ନିକଟସ୍ଥ ଗୁମ୍ଫା ଡୁଙ୍ଗୁରି ଠାରେ…

ସମ୍ ନର୍ସିଂ କଲେଜ -୨ରେ ପ୍ରଥମ ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ଏପ୍ରିଲ ୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ -୨, ଫୁଲନଖରା ପକ୍ଷରୁ ଶନିବାର ଦିନ ପ୍ରଥମ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ନର୍ସିଂ ଫ୍ୟାକଲ୍ଟି, ଛାତ୍ରଛାତ୍ରୀ,…

ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ରେ ସି.ପି.ଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୪/୦୪):- ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ର ଖୁଣ୍ଟପାଲି ପରିସର ରେ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ କେୟାର ମେଡ଼ିସିନ୍ (ISCCM) ର ସ୍କୁଲ୍ ସି.ପି.ଆର୍ ପ୍ରୋଗ୍ରାମ ଅଭିଯାନ ଅନ୍ତର୍ଗତ ସି.ପି.ଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

ବାଣପୁର:(ସେକ୍ କୌସର):ବାଣପୁର ପି. ଏ ମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ନମ୍ବର 2 ପରିସରରେ ଗୁରୁବାର ଦିନ ନୂଆ ଶିକ୍ଷା ବର୍ଷ ସ୍କୁଲ ପ୍ରବେଶ ଓ ଖଡ଼ିଛୁଆଁଇ ପାରମ୍ପରିକ ରୀତି ନୀତି ଅନୁଯାଇବାଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ସାନାତନ ଜାଲି ଙ୍କତତ୍ୱାବଧାନ ରେ ବାଣପୁର ପଂଚାୟତ ସମିତି ଅଧକ୍ଷ…

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ପାଳିତ

ବାଲେଶ୍ୱର, ତାରିଖ - ୦୪/୦୪/୨୦୨୬: ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନହାଟ ପରିସରରେ "ଓଡ଼ିଆ ପକ୍ଷ" ପାଳନ ଅବସରରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ଦ୍ବାରା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ…

“ଓଡିଆ ଭାଷାରେ ନାମଫଳକ – ସଚେତନତା ପଦଯାତ୍ରା” ଅନୁଷ୍ଠିତ

ବାଲେଶ୍ୱର, ତାରିଖ - ୦୪/୦୪/୨୦୨୬:      ଆଜି ପୂର୍ବାହ୍ନ ୯.୦୦ ଘଟିକା ସମୟରେ ଓଡ଼ିଆ ପକ୍ଷ ୨୦୨୬ ଅବସରରେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପର୍ଯ୍ୟନ୍ତ "ଓଡ଼ିଆ ଭାଷାରେ ନାମଫଳକ - ସଚେତନତା ପଦଯାତ୍ରା" ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଜିଲ୍ଲାପାଳ…

ବେଲଗୁଣ୍ଠାରେ ଦଣ୍ଡ ନାଚର ଧୁମ୍: ଦୁଇ ଭଉଣୀ ମାଁ ଦକ୍ଷିଣକାଳୀ ଓ ମାଁ କାଳୀଙ୍କ ଅପୂର୍ବ ମହାମିଳନ ।

ବେଲଗୁଣ୍ଠା-୪/୪-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ 'ଦଣ୍ଡ ନାଚ' ପାଇଁ ଏବେ ସମଗ୍ର ଜିଲ୍ଲା ଉତ୍ସବମୁଖର। ଏହି କ୍ରମରେ କଳା ଓ ସଂସ୍କୃତିର ସହର ବେଲଗୁଣ୍ଠା ମଧ୍ୟ ଗତ ଚାରି ଦିନ ହେଲା ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହେଉଛି। ଆଜି ପ୍ରଭାତରେ ବେଲଗୁଣ୍ଠା ସହରରେ…