Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର…
ଛତିଶଗଡ଼ ଗାଁରେ ଓଡ଼ିଆଙ୍କ ସଂସ୍କୃତି ପରମ୍ପରା: ପରିଚୟରେ ଛତିଶଗଡିଆ, ହୃଦୟରେ ଖାଣ୍ଟି ଓଡ଼ିଆ
ବରଗଡ :-ଭାଷା ଚାଲିଚଳଣି ଓ ସଂସ୍କୃତିରେ ଖାଣ୍ଟି ଓଡ଼ିଆ, କିନ୍ତୁ ପରିଚୟରେ ଛତିଶଗଡିଆ ଏହି ଅନନ୍ୟ ପରିସ୍ଥିତି ଆଜି ସୀମାନ୍ତବର୍ତ୍ତୀ ଅଞ୍ଚଳର ଗୋଟିଏ ଗାଁକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲ୍ଲା ସୀମାରେ ଅବସ୍ଥିତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଶଙ୍କରା ଗାଁ ଏହାର ଜୀବନ୍ତ ଉଦାହରଣ,…
ଓଡ଼ିଆରେ ନାମ ଫଳକ ଲେଖିବା ନିମନ୍ତେ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ( ) ତା:୦୪-୦୪-୨୦୨୬ରିଖ ଦିନ ଶ୍ରମ ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନାମ ଫଳକ ଲେଖିବା ନିମନ୍ତେ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ଓଡ଼ିଆ ପକ୍ଷ ଅବସରରେ ଚଳିତ ଏକ ତାରିଖରୁ…
ମାଲକାନଗିରିରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାରେ ନୂତନ ଶିକ୍ଷା ବର୍ଷର ଶୁଭାରମ୍ଭ ଅବସରରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ଏମଭି ୭ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏଥିରେ ମୁଖ୍ୟ ଅତିଥି…
ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପରିଚାଳନା ପରିଷଦର ୩୬ତମ ବୈଠକ ଅନୁଷ୍ଠିତ
ଓଡିଶାରେ ଶିକ୍ଷାଗତ ଉତ୍କର୍ଷତା ଏବଂ ନୀତି ଆଧାରିତ ଗବେଷଣା ଅଗ୍ରଗତି ସଂପର୍କରେ ଆଲୋଚନା ଓ ପରାମର୍ଶ
ଭୁବନେଶ୍ୱର, ୦୩ .୦୪ .୨୦୨୬: ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର( ଏନସିଡିଏସ୍,ଓଡ଼ିଶା) ର ୩୬ତମ ପରିଚାଳନା ପରିଷଦ ( ବୋର୍ଡ ଅଫ୍ ଗଭର୍ଣ୍ଣର୍ସ) ବୈଠକ ପ୍ରତିଷ୍ଠାନର ସମ୍ମିଳନୀ…
ବିଧାୟିକା ଙ୍କ ଠାରୁ ଆରମ୍ଭ ହେଲା ପଦ୍ମପୁର ଏନ.ଏ.ସି ର ସ୍ୱୟଂ ଗଣନା କାର୍ଯ୍ୟକ୍ରମ ।
ପଦ୍ମପୁର /ଶିବାଶିଷ ପଟ୍ଟନାୟକ (୪.୪):- ଜନଗଣନା-୨୦୨୭ ଅଭିଯାନ ର ଅଂଶ ଭାବରେ ସ୍ୱୟଂ ଗଣନା କାର୍ଯ୍ୟକ୍ରମ ପଦ୍ମପୁର ବିଧାୟୀକା ବର୍ଷା ସିଂ ବରିହା ଙ୍କ ଦ୍ୱାରା ଆରମ୍ଭ ହୋଇଛି ।ଏହି ଅବସରରେ ବରଗଡ଼ ଡେପୁଟି କଲେକ୍ଟର ସୁମତୀ ପଣ୍ଡା, ଜିଲ୍ଲା ଜନଗଣନା ଅଧିକାରୀ ଆଶୁତୋଷ ସିଂ,ପଦ୍ମପୁର ଏନ.ଏ.ସି…
ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଛାଡ଼ିଲେନି ଚୋର
ବେଲଗୁଣ୍ଠା -:୩/୪/୨୦୨୬-(ଶିବରାମ ଚୌଧୁରୀ )--: ତାରିଖ ସନ୍ଧ୍ୟା ସାଢେ ଛଅ ଘଣ୍ଟ ସମୟରେ ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ଵାମୀଙ୍କ ରତନ ସଂହାସନ ପାଖରୁ ବିଜେ ପ୍ରତିମା, ଏବଂ ନୀଳ ମାଧବଙ୍କ ରୂପାର କିରଟି, ଚିତା, ପୁଷ୍କର ମାଳୀ ଚୋରି ହେବା ନେଇ ଚାଞ୍ଚଲ୍ୟ ଖଳି ଯାଇଥିଲା,…
ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ
ଜଗତସିଂହପୁର, ତା ୦୩.୦୪.୨୦୨୬ ରିଖ ସୁମନ୍ତ କୁମାର ଦାସ: ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ…
ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬ ର ତୃତୀୟ ସଂଧ୍ୟା ଓ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳିତ
ଜଗତସିଂହପୁର,୦୩.୦୪.୨୦୨୬ ସୁମନ୍ତ କୁମାର ଦାସ: ଜିଲ୍ଲା ମହୋତ୍ସବ କଲ୍ଲୋଳ ର ତୃତୀୟ ସନ୍ଧ୍ୟା ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଶା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ, ଜିଲ୍ଲାର ପ୍ରାଚୀନ…
ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୭ମ ସନ୍ଧ୍ୟା, ବନବାସୀ ଶ୍ରୀରାମଙ୍କ ଚିତ୍ରକୂଟରେ ବିଶ୍ରାମ
ଓଡ଼ଗାଁ,୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ବର୍ଣ୍ଣ କଳସ କ୍ଷେତ୍ର ଅଧିପତି ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ଶୁକ୍ରବାର ସପ୍ତମ ସନ୍ଧ୍ୟାରେ ବନବାସୀ ଶ୍ରୀରାମଙ୍କ ଚିତ୍ରକୂଟ ପର୍ବତରେ ବିଶ୍ରାମ ନେବାର ଦୃଶ୍ୟ ଦର୍ଶନ କରିବାର…