Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱର ସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ସାଂସଦ
‘ହର୍ ଘର୍ ତିରଙ୍ଗା’ ଅଭିଯାନ ଜାତୀୟତାବୋଧର ଅନନ୍ୟ ଶିହରଣ ସୃଷ୍ଟି କରିଛି - ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶା ସମେତ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ• ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ପାଇଁ ଆହ୍ୱାନ• ଜାତୀୟ ଏକତା, ଶାନ୍ତି ଓ!-->!-->!-->!-->!-->!-->!-->…
ବଡ଼ବିଲରେ ବନ୍ୟା ପରିସ୍ଥିତି, ୧୫୦ ଲୋକ ସ୍ଥାନାନ୍ତର
ବଡ଼ବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ବୁଧବାର ବିଳମ୍ବିତ ରାତିରୁ ବର୍ଷା ଜାରି ରହିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବିଶେଷକରି ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ପାଣି ବଢ଼ିବାରୁ ଲୋକଙ୍କ ମଧ୍ୟରେ!-->…
ରାମରାଜ କଟନ ପକ୍ଷରୁ ନୂତନ ସମ୍ଭାର ‘ପଞ୍ଚ’
ମୟୂରଭଞ୍ଜର ସାନ୍ତାଳୀ ବୁଣାକୁ ନୂଆ ପରିଚୟ ମହିଳା ବୁଣାକାରଙ୍କୁ ଦେଉଛି ନୂଆ ଜୀବିକାର ଦିଶା
ଭୁବନେଶ୍ୱର,: ରାମରାଜ କଟନ ଆଜି ଓଡ଼ିଶାରେ ପଞ୍ଚ ଶୁଭାରମ୍ଭ କରିଛି, ଯେଉଁ ମାଟିରୁ ଏହା ନିଜର ପରିଚୟ ଆକର୍ଷିତ କରେ ସେହି ମାଟିରେ ଏହାର ନୂତନ ହସ୍ତତନ୍ତ ପ୍ରଦାନ ଆଣିଛି। ପଞ୍ଚ ମୟୂରଭଞ୍ଜର!-->!-->!-->…
ସମ୍ ନର୍ସିଂ କଲେଜ କ୍ୟାମ୍ପସ ୨ରେ ନିଶାମୁକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ଅଗଷ୍ଟ ୧୩: ଯୁବପିଢ଼ି ମଧ୍ୟରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ, ଫୁଲନଖରା ପରିସରରେ ନିଶାମୁକ୍ତ ଅଭିଯାନ ସମ୍ପର୍କିତ ଏକ!-->…
ଗାୟତ୍ରୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା
ଶାନ୍ତି, ମୈତ୍ରୀ,ପ୍ରେମ,ସାହାସ ଏବଂ ସମୃଦ୍ଧିର ପ୍ରତୀକ ତ୍ରିରଙ୍ଗା
ଓଡ଼ଗାଁ ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଶୋଭାଯାତ୍ରା ଏବଂ ବନ୍ଦେ ମାତରଂ!-->!-->!-->…
ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହେବେ ଓଡ଼ଗାଁ ବ୍ଲକର ୬ ପ୍ରତିଯୋଗୀ
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରି ଓଡ଼ଗାଁ ବ୍ଲକର ୬ ଜଣ ଛାତ୍ରଛାତ୍ରୀ ଗୌରବ ଅର୍ଜନ କରିଛନ୍ତି। ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ!-->!-->!-->…
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା
ଡାକ୍ତରଙ୍କ ତୁଳନାରେ ରୋଗୀ ପ୍ରବଳ, ଅଶ୍ବଚ୍ଛ ଅବସ୍ଥାରେ ଶୌଚାଳୟ ସାମ୍ନା ରାସ୍ତା,
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ଡାକ୍ତରଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ!-->!-->!-->!-->!-->…
ଚଳନ୍ତା ବସରୁ ଖସି ମହିଳା ଯାତ୍ରୀ ଗୁରୁତର
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଦେଓଗାଁର ଜଣେ ମହିଳା ଯାତ୍ରୀ ଚଳନ୍ତା ବସ୍ରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣକ ପାଣ୍ଡେରିପଡ଼ା ପଞ୍ଚାୟତ ଦେଓଗାଁର ବବିତା ସ୍ୱାଇଁ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର!-->!-->!-->…
ବୃଦ୍ଧି ପାଉଛି ଡକାୟତି, ଲୁଟତରାଜ, ସବୁଠି ହେଉଛି ଖଣ୍ଡାର ବ୍ୟବହାର
ଓଡ଼ଗାଁ, ୧୩।୮(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଲୁଟତରାଜ ବଢ଼ିଚାଲିଥିବାକୁ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି। ଗତ ୩ ଦିନ ମଧ୍ୟରେ ନୟାଗଡ଼ ସଦର, ଗଣିଆ ଓ ଓଡ଼ଗାଁ ଥାନା ଅଞ୍ଚଳରେ ପ୍ରାୟ ସମାନ ଢଙ୍ଗରେ ସଶସ୍ତ୍ର ଡକାୟତି ଘଟିଥିବା ବେଳେ!-->!-->!-->…
ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ପାଳନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ଏନ ଏସ ଏସ ପରିଚାଳିକା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ରେଡ୍କ୍ରସ ପରିଚାଳିକା ଅଧ୍ୟାପିକା ଶର୍ମିଷ୍ଠା ଭୁକ୍ତା ଓ!-->…