Sign in
Sign in
Recover your password.
A password will be e-mailed to you.
ଓଡ଼ିଆ ପକ୍ଷ ପାଳନ ଅବସରରେ ଜଗତସିଂହପୁରରେ ଐତିହ୍ୟ ଗଣ ଦୌଡ ଆୟୋଜିତ
ଜଗତସିଂହପୁର,ତା-୦୫.୦୪.୨୦୨୬/ସୁମନ୍ତକୁମାରଦାସ: ଆଜି ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଆୟୋଜିତ ହୋଇଯାଇଅଛି। ସ୍ଥାନିୟ ଶ୍ରୀ କୃଷ୍ଣ ଏକାଡେମୀ ରୁ ସକାଳ ୬.୩୦ରୁ ଆରମ୍ଭ ହୋଇଥିବା ଏହି ଗଣ…
“ଅପରାହ୍ନ” ପକ୍ଷରୁ ଗଜପତିର ସାହିତ୍ୟ ଝର କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ଅପରାହ୍ନ" ଖବରକାଗଜ ଓ ସିଦ୍ଧାନ୍ତ ସାହିତ୍ୟ ପରିବାର ପକ୍ଷରୁ ମିଳିତ ଭାବେ ଆଜି (ରବିବାର) ସନ୍ଧ୍ୟାରେ ସାହିତ୍ୟ ଆଲୋଚନା , କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ପାରଳାର ଶତାୟୁ ଅନୁଷ୍ଠାନ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଅନୁଷ୍ଠିତ…
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ୯ମ ସନ୍ଧ୍ୟା ଯୁଦ୍ଧଯାତ୍ରା ଅବସରରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ, ୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ନବମ ସନ୍ଧ୍ୟା ଯୁଦ୍ଧଯାତ୍ରା ବେଶ ପରିପ୍ରେକ୍ଷୀରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିବାର ପ୍ରଭୁଙ୍କ ଯୁଦ୍ଧଯାତ୍ରା ଦୃଶ୍ୟ ଓ ରାବଣ…
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା,
ପ୍ରଭୁଙ୍କ ଯୁଦ୍ଧ ଯାତ୍ରା ଦୃଶ୍ୟ ଓ ରାବଣ ପୋଡ଼ି ଉତ୍ସବର ମଜା ଉଠାଇଲେ ଶ୍ରଦ୍ଧାଳୁ
ଓଡ଼ଗାଁ, ୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟା ଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା। ଏହି…
ଜାତିଆଣ ଭେଦଭାବକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବିବାଦ
ଓଡ଼ଗାଁ ଥାନାରେ ଉଭୟ ପକ୍ଷରୁ ୨ ମାମଲା ରୁଜୁ
ଓଡ଼ଗାଁ,୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ବେରୁହାଁବାରୀ ଗାଁରେ ଜାତିଆଣ ଭେଦଭାବକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଉଭୟ ପକ୍ଷରୁ ଓଡ଼ଗାଁ ଆଦର୍ଶ ଥାନାରେ ୨ ମାମଲା ରୁଜୁ ହୋଇଛି।୪ ଦିନ…
ସଡ଼କ ଦୁର୍ଘଟଣାରେ ପିତା ମୃତ, ଗୁରୁତର ପୁଅ ଡାକ୍ତରଖାନାରେ ଭର୍ତ୍ତି
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାତନାଳ ଛକରେ ଗୋଟିଏ ଅଜଣା ଗାଡ଼ି ଧକ୍କାରେ ଡାକ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ କୃଷ୍ଣ ସ୍ବାଇଁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି…
ଘୋଡାନାଚ ରେ ବୋମାମାଡ କରି ହାର୍ଡକୋର୍ ଅପରାଧୀ ମୁନା ଗିରଫ ।
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନୂଆଗଡ,ମେରାଇନ ଥାନା ଅଧୀନ,ଝାଡ଼ଲିଙ୍ଗ ଗ୍ରାମରେ ଶନିବାର ଦିନ ରାତ୍ରରେ ଘୋଡ଼ାନାଚ ଚାଲିଥିବା ବେଳେ ,ସେହି ଗ୍ରାମର ରାଧାମୋହନ ଓରଫ ମୁନା ବିଶ୍ଵାଳ ଙ୍କ ଅତର୍କିତ ବୋମା ମାଡ଼ରେ କେତେକ ମହିଳା ଗୁରୁତର ହେବା ସହ ଆଉ କେତେକ ଆହତ ହୋଇ ନିକଟସ୍ତ…
ଅବସରପ୍ରାପ୍ତ ଶିକ୍ଷାବିତ ଚିନ୍ମୟ କୁମାର ମହାପାତ୍ରଙ୍କୁ ଭାବବିହ୍ୱଳ ସମ୍ବର୍ଦ୍ଧନା
ଝାରସୁଗୁଡ଼ା, ତାରିଖ: ୦୫/୦୪/୨୦୨୬: ଝାରସୁଗୁଡ଼ା ଡିଏଭି ପରିବାର ତରଫରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରଖ୍ୟାତ ଶିକ୍ଷାବିତ ଚିନ୍ମୟ କୁମାର ମହାପାତ୍ରଙ୍କୁ ଏକ ଗମ୍ଭୀର ଏବଂ ଭାବବିହ୍ୱଳ ପରିବେଶରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ…
ଡିଏଭି ପବ୍ଲିକ ସ୍କୁଲ ପରିସରରେ ପ୍ରବେଶ ଉତ୍ସବ ପାଳିତ
ଝାରସୁଗୁଡ଼ା, ୦୩/୦୪/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ନର୍ସରୀ, ଏଲ.କେ.ଜି ଓ ପ୍ରଥମ ଶ୍ରେଣୀରେ ନବ ପଞ୍ଜୀକୃତ ହୋଇଥିବା ସର୍ବମୋଟ ୧୬୦ ଜଣ କୁନି କୁନି ଶିଶୁ ବିଦ୍ୟାରମ୍ଭ ଉପଲକ୍ଷେ ଆଗ୍ରହ ସହକାରେ ପ୍ରବେଶ…
ଓଡ଼ିଆ ରେ ନାମ ଫଳକ ଲେଖା ଅଭିଯାନ
ଜଗତସିଂହପୁର,ତା-୦୪.୦୪.୨୦୨୬/ସୁମନ୍ତକୁମାରଦାସ: ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ଅନୁଯାୟୀ ପ୍ରତିଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ସ୍ପଷ୍ଟ…