Sign in
Sign in
Recover your password.
A password will be e-mailed to you.
ମାଛଗାଁ କେନାଲରେ ଘାଇ,ତରିକୁନ୍ଦରେ ୩୦ ଫୁଟ, ବରଡ଼ାରେ ୧୫ ଫୁଟ
ବିସ୍ତୃତ ଅଞ୍ଚଳ ଜଳବନ୍ଧୀ, ପରିବା ଫସଲ ନଷ୍ଟ l
ଜଗତସିଂହପୁର,ତା-୧୭.୦୭.୨୦୨୩/ସୁମନ୍ତ କୁମାର ଦାସ: ଚଳିତ ବର୍ଷର ପ୍ରଥମ ଦୁଇ ତିନିଦିନ ହେଲା ମାଛଗାଁ କେଇନାଲରେ ପାଣି ଛଡା ଯାଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ତହସିଲ ଅଧୀନସ୍ଥ ତରୀକୁନ୍ଦ ବଜାର…
ଜିଲ୍ଲାସ୍ତରୀୟ ବିଶ୍ଵ ଯୁବ ଦକ୍ଷତା ଦିବସ – ୨୦୨୩ କାର୍ଯ୍ୟକ୍ରମ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡ଼ା-ହାତିବାଡ଼ି ସ୍ଥିତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନ୍ତର୍ଗତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସରକାରୀ…
ଶିକ୍ଷା ଓ ଅନୁସନ୍ଧାନ – ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଗରେ
ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ
କୁଳପତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)
ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଭିନ୍ନ କ୍ଷେତ୍ରରେ ଓ ନୂତନ ସମସ୍ୟାକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବୃତିଗତ…
ଦୁଖୀ ବୁଝେ ଦୁଃଖ କଣ !
ଦିନ ମଜୁରିଆ ହୋଇ ବି ସେବା ତାଙ୍କର ମୂଳ ଲକ୍ଷ୍ୟ
ବାସୁଦେବପୁର - ସେ ଜଣେ ଦିନ ମଜୁରୀଆ। କାମ କୁ ଗଲେ ଚଳେ ତାଙ୍କ ସଂସାର। ସେ ସିନା ଦିନ ମଜୁରିଆ ହେଲେ ଲକ୍ଷ ତାଙ୍କର ସମାଜସେବା। କଉଥି ଯଦି ଶୁଣିଲେ କେହି ଜଣେ ବିପଦ ରେ ପଡିଛି ତୁରନ୍ତ ନିଜ ସାଇକେଲ ରେ ଯାଇ ପହଞ୍ଚି ଯାଆନ୍ତି ସେ। ନିଜେ…
ଗରିମା ପରିବାରର ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ
ରାଉରକେଲା,(ବସନ୍ତ କୁମାର ଜେନା) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ଏକ ପାରିବାରିକ ମିଳନ ସହ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ସାଧାରଣ ସଂପାଦକ ଶଙ୍କର…
ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳନ
ରାଉରକେଲା(ବସନ୍ତ କୁମାର ଜେନା): ଭଞ୍ଜ ସାହିତ୍ୟରେ ନାୟିକା କେବେ ପାର୍ଥିବ ହୋଇପାରେନା। ସେ ଗୌରବମୟୀ, ସେ ଦେବ ବାମା ବା ଦିବ୍ୟବାମା। କବି ସମ୍ରାଟ ଭଞ୍ଜ ଥିଲେ ସ୍ବକୀୟା କବି ବୋଲି ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଭଞ୍ଜ ସାହିତ୍ୟ ପ୍ରବକ୍ତା ତଥା ଗବେଷକ ଅଧ୍ୟାପକ ଡଃ ଅଶୋକ କୁମାର ତ୍ରିପାଠୀ…
ପାଣିଭାର ଉଠାଇବାବେଳେ ଦେବୀରେ ଭାସିଗଲେ ୨ ନାବାଳକ, ୧ ଉଦ୍ଧାର
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ଥାନା ଅଧୀନ ଆଳିପିଙ୍ଗଳ ଦେବୀ ନଦୀର କେତକୀଘାଟଠାରେ ରବିବାର ସନ୍ଧ୍ୟାରେ ଅଘଟଣ ଘଟିଛି। ନଦୀରୁ ଭାରରେ ପାଣି ବୁଡାଉଥିବା ସମୟରେ ୨ ଜଣ କାଉଡିଆ ନଦୀ ସ୍ରୋତରେ ଭାସି ଯାଉଥିବା ବେଳେ ସେଥୁରୁ ଜଣକୁ ଉଦ୍ଧାର କରାଯାଇଛି। ତିର୍ତ୍ତୋଲ…
ବିଦ୍ୟାଳୟ ତଥା ସହରକୁ ସବୁଜମୟ କରିବାକୁ ପ୍ରୟାସ
ରାଉରକେଲା(ବସନ୍ତ କୁମାର ଜେନା) : ନିଜ ବିଦ୍ୟାଳୟ ସହ ରାଉରକେଲା କୁ ଏକ ସବୁଜ ସୁନ୍ଦର ସହରଟିଏ ଭାବେ ଗଢିତୋଳିବାକୁ ସେକ୍ଟର ୨ସ୍ଥିତ କଳିଙ୍ଗ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ରୟାସ କରିଛନ୍ତି । ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଶରତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ସ୍କୁଲର ଶିକ୍ଷୟିତ୍ରୀ…
ଉମରକୋଟ ବିଜେପିର ଜନ ସମ୍ପର୍କ ଅଭିଯାନ ସମାବେଶ ଅନୁଷ୍ଠିତ
ଉମରକୋଟ - ଓଡିଶା ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତ୍ୟେକ ମଣ୍ଡଳ ରେ ଜନ ସମ୍ପର୍କ ଅଭିଯାନ ଚାଲିଥିବା ବେଳେ ଉମରକୋଟ ନଗର ମଣ୍ଡଳ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ମୋଦୀ ସରକାର ଙ୍କ ନଅ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସରକାର ଙ୍କ ସଫଳତା ବିଷୟରେ…
ଗାଁର ବିକାଶରେ ୧୦ ଲକ୍ଷ ଏବଂ ଓଡ଼ଗାଁ ଏନଏସି ପାଇଁ ୧ କୋଟି ଟଙ୍କା ବ୍ୟୟ ବରାଦ
୫ ପଞ୍ଚାୟତ ଓ ଏନ୍ ଏସିର ତାଲିକା ସଂଗ୍ରହ କଲେ ବିଧାୟକ
ଓଡ଼ଗାଁ, ୧୬।୭(ଶ୍ରୀକାନ୍ତ କୁମାର ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଁର ବିକାଶ ପରିକଳ୍ପନାକୁ ସାକାର କରିବା ପାଇଁ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ରବିବାର ଓଡ଼ଗାଁ ବ୍ଳକ ଗସ୍ତରେ ଆସି ୫ ପଞ୍ଚାୟତ ଗସ୍ତ କରି…