ଶନିବାର ବର୍ଷା ର ତାଣ୍ଡବ, ବାସୁଦେବପୁର ରେ ବିଭିନ୍ନ ସ୍ଥାନ ଜଳା ବର୍ଣ୍ଣ, ଭୁଷୁଡିଲା ଫାଟକ।

 ବାସୁଦେବପୁର - ବାସୁଦେବପୁର ରେ ଶନିବାର ଦେଖିବାକୁ ମିଳିଛି ସକାଳ ସମୟ ରୁ ପ୍ରବଳ ବର୍ଷା। ଦିନ ତମାମ ପ୍ରବଲ୍ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନ ରେ ବର୍ଷା ପାଣି ଜମି ଥିବାର ଦେଖିବାକୁ ମିଳିଛି। ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପାଣି ଜମି ରହିଥିବାରୁ କର୍ମ ଚାରି ଓ ଜନ…

ଗୌରୀଶଙ୍କର ଥିଲେ ପ୍ରଜ୍ଞା ପୁରୁଷ ଓ ସାହିତ୍ୟ ସାରଥି

କର୍ମବୀର ଗୌରୀଶଙ୍କର ଙ୍କ ଜୟନ୍ତୀ ପାଳିତ  ରାଉରକେଲା(ବସନ୍ତ କୁମାର ଜେନା): ଓଡିଆ ଜାତି ଦାରୁଣ ସଂକଟର ସମ୍ମୁଖୀନ ହୋଇ ଅତ୍ୟାଚାର,ଅନ୍ୟାୟ, ଅନୀତି ପରାଧୀନତାରେ ସଢୁଥିବା ବେଳେ ଉତ୍କଳର ପ୍ରାଣ, ପ୍ରଜ୍ଞାପୁରୁଷ ସାହିତ୍ୟ ସାରଥି ପ୍ରବୀଣ ସାମ୍ବାଦିକ କର୍ମବୀର ଗୌରୀଶଙ୍କର ଆବିର୍ଭାବ ଓଡିଆ…

ସଭାପତି ଚିରଞ୍ଜିବି ବିଶ୍ୱାଳଙ୍କ ନିଲମ୍ବନ ନେଇ କଂଗ୍ରେସଙ୍କ ବିକ୍ଷୋଭ ପ୍ରଦର୍ଶନ

ଜଗତସିଂହପୁର,ତା-୧୫.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ର ପୂର୍ବତନ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବନ ହେବା ପରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।…

ବାଲିବୋ ବାଇପାସ୍ ରାସ୍ତା କଡ଼ରୁ ଅଜଣା ଗଳିତ ମୃତଦେହ ଠାବ, ଗ୍ରାମରେ ଆତଙ୍କ

ଢେଙ୍କାନାଳ/ରବିନ୍ ଦାସ ; ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ବାଇପାସ୍ ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏକ ଅଜଣା ଗଳିତ ମୃତଦେହ । ମୃତକର ମୁଣ୍ଡ ପାଖରୁ ଛାତି ପର୍ଯ୍ୟନ୍ତ ଅଧା ଶରୀର ନଷ୍ଟ ହୋଇଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ମହିଳା ବସ୍ତ୍ର ପରିଧାନ କରିଥିବାରୁ ଏହା ଜଣେ…

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ କହିଲେ…

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଠାରେ “ବିଶ୍ବ ଯୁବ ଦକ୍ଷତା ଦିବସ” ପାଳନ

ସୁବର୍ଣ୍ଣପୁର:(ପ୍ରକାଶ କୁମାର ହାତୀ) ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଠାରେ“ବିଶ୍ବ ଯୁବ ଦକ୍ଷତା ଦିବସ” ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଅଚ୍ୟୁତ ସିଂ, ଜିଲ୍ଲା…

ହସ୍ତତନ୍ତ, ବୟନଶିଳ୍ପ ଓ ହସୃଶିଳ୍ପ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଓ ବିଭାଗୀୟ ସମୀକ୍ଷା ବୈଠକ ସହ କ୍ଷେତ୍ର…

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଏକଦିବସୀୟ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ ଉନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ |ଜିଲ୍ଲାରେ ବୁଣାକାର ମାନଙ୍କ ଉଦ୍ଦେଶ୍ୟରେ…

ସତୀଭଟା ରେ ପ୍ରାଥମିକ କୃଷି ସମବାୟ କାର୍ଯ୍ୟାଳୟ ଉଦ୍ଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଚାଷ ଓ ଚାଷୀର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ଚାଷୀଙ୍କୁ କେମିତି ତାଙ୍କର ଘର ପାଖରେ ସବୁ ପ୍ରକାର ସୁବିଧା ସୁଯୋଗ ମିଳିବ ସେଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିକ୍ରମରେ…

ସହଯୋଗ ର ହାତ ବଢାଇଲେ ବିଧାୟିକା : ମେଧାବୀ ଛାତ୍ରଙ୍କ ମା ଗଣ ମାଧ୍ୟମରେ ସହଯୋଗ ପାଇଁ କରିଥିଲେ ନିବେଦନ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଦ୍ୟାଳୟର ଛାତ୍ର ମନୀଷ ପ୍ରଧାନ ଗତ ଯୁକ୍ତ ଦୁଇ ପରୀକ୍ଷାରେ ୭୮ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ କଲେଜ ଟପ୍ପର ହୋଇଥିଲେ l କିନ୍ତୁ ପିଲାଟି ଦିନରୁ ବାପାଙ୍କୁ ହରାଇ ଥିବା…

କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀ ନିବାସର ଅନ୍ତେବାସିନୀଙ୍କ ସୁରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧୀୟ ନିୟମାବଳୀ ଉପରେ…

ଭୁବନେଶ୍ୱର: ରାଜ୍ୟ ପ୍ରକଳ୍ପ କାର୍ଯାଳୟ, ଓସେପା ସମ୍ମିଳନୀ କକ୍ଷରେ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସର ଅନ୍ତେବାସିନୀଙ୍କ ନିମନ୍ତେ ଏକ ୪ଦିନିଆ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛିା ଉକ୍ତ କର୍ମଶାଳାରେ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସିନୀମାନଙ୍କର ସାଇବର ସଚେତନତା, POCSO Act.…