Sign in
Sign in
Recover your password.
A password will be e-mailed to you.
କୃଷି କର୍ମଚାରୀ ଙ୍କ କଳାବ୍ୟାଜ ପରିଧାନ ।
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ରାଜ୍ୟ କୃଷି କର୍ମଚାରି ଓ ମହିଳା କୃଷି କର୍ମଚାରୀ ସଂଘର ଆହ୍ବାନ କ୍ରମେ ୬ ଦଫା ଦାବି ସମ୍ମିଳିତ ନେଇ,କୃଷି କର୍ମଚାରୀ ମାନେ କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗ ଦାନ କରିଛନ୍ତି । ସେମାନଙ୍କ ଦାବି ଅନୁସାରେ, ଗ୍ରାମ୍ୟ କୃଷି କର୍ମଚାରୀ ପଦ ପରିବର୍ତ୍ତନ କରାଯାଇ…
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବତୀ ମୃତ l
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଲାରଙ୍ଗା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି lବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି | ମୃତକ ହେଲେ ଝିଲି ବଗର୍ତ୍ତୀ(୨୦) l ସୂଚନା ଅନୁସାରେ ତାଙ୍କ ଘରେ ଟେବୁଲ ଫ୍ୟାନ…
ଗରିବ ଲୋକ ଙ୍କ ସେବା ମୋର ହେବ ପ୍ରମୁଖ ଲକ୍ଷ୍ୟ: ଦିପ୍ତେଶ
ବାସୁଦେବପୁର - ସଦ୍ୟ ପ୍ରକାଶ ପାଇଥିଲା ନିଟ ପରୀକ୍ଷା ଫଳ । ଏହି ପରୀକ୍ଷାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବାସିନ୍ଦା ବିଜୟ କୁମାର ବେହେରାଙ୍କ ପୁଅ ଦୀପ୍ତେଶ ୭୨୦ ନମ୍ବର ରୁ ୬୭୬ ନମ୍ବର ରଖି ବାସୁଦେବପୁର ପାଇଁ ଗୌରବ ଆଣିଛନ୍ତି । ଦୀପ୍ତେଶ ସର୍ବଭାରତୀୟ ସ୍ତରରେ ୫୭୧ ନମ୍ବର ରେଙ୍କ ରେ ଅଛନ୍ତି…
ଇନ୍ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ ଛାଡ଼ି ଛାତ୍ରଛାତ୍ରୀ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାନ୍ତୁ: ବିଶେଷଜ୍ଞ
ଭୁବନେଶ୍ୱର, ଜୁଲାଇ ୧୬: ବର୍ତମାନ ବିଶ୍ୱରେ ପ୍ରତ୍ୟେକ ୩ ମାସରେ ଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତନ ଘଟୁଛି । ଭବିଷ୍ୟତରେ ପ୍ରତ୍ୟେକ ୩ ସପ୍ତାହରେ ଥରେ ଏ କ୍ଷେତ୍ରରେ ପରିବର୍ତନ ଘଟିବ । ତେଣୁ ଛାତ୍ରଛାତ୍ରୀମାନେ ଦ୍ରୁତ ଗତିରେ ପରିବର୍ତନ ଘଟୁଥିବା ଏହି ଜ୍ଞାନକୌଶଳକୁ ଆପଣାନ୍ତୁ…
ଜାମୁଟପାଲି ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ
ଗାଇସିଲାଟ/ମନ ଡନସନା- ଗାଇସିଲେଟ ଥାନା ଅନ୍ତର୍ଗତ ଜାମୁଟପାଲି ଗ୍ରାମପଞ୍ଚାୟତ ପରିସରରେ ଗାଇସିଲେଟ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ଶ୍ରୀଯୁକ୍ତ ସାମଲ ସମାଜରେ ଚାଲିଥିବା ବିଭିନ୍ନ ପ୍ରକାର…
ବିଦାୟୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ବିଦାୟ ଓ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ପ୍ରାଥମିକ ଶିକ୍ଷକ…
ପଦ୍ମପୁର : ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରହିତ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ଓ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l…
ଗାଇସିଲାଟ ବ୍ଲକରେ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ ସହ କଲ୍ୟାଣ…
ଗାଇସିଲାଟ/ମନ ଡନସନା - ଆଜି ଗାଇସିଲାଟ ବ୍ଲକରେ ହସ୍ତ ତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ପହଞ୍ଚିଥିଲେ ।ବାଜା,ଫିରିଙ୍ଗିମାଲ ମହିଳା ସଂକିର୍ତ୍ତନ,ପୁରୁଷ ସଂକିର୍ତ୍ତନ,ସଂକ୍ରିପାଣି ସଂକିର୍ତ୍ତନ, ଘୁମୁରା ଦଳ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ଶୁଭାରମ୍ଭ ପୂର୍ବରୁ…
ସାମାଜିକ ସେବା ପାଇଁ ଉଦଘାଟିତ ହେଲା ଘରୋଇ ସଂସ୍ଥା “ସହଯୋଗ”
ଉଦଘାଟନୀ ଉତ୍ସବରେ ରକ୍ତଦାନ କଲେ ୪୪ ରକ୍ତଦାତା
ପଦ୍ମପୁର :- ସ୍ଥାନୀୟ କଲେଜ ସ୍ଥିତ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ ସାମାଜିକ ସେବା ସକାସେ "ସହଯୋଗ" ନାମରେ ଏକ ଘରୋଇ ସଂସ୍ଥା ର ଶୁଭାରମ୍ଭ ହୋଇଛି l ସହରର କିଛି ସଚେତନ ଯୁବକଙ୍କ ଦ୍ଵାରା ହୋଇଥିବା ଏହି ଘରୋଇ ସଂସ୍ଥାକୁ ପଦ୍ମପୁର…
ଯୁବ ରେଡକ୍ରସ୍ ପକ୍ଷରୁ ୩ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଗଜପତି ଜିଲ୍ଲା ରେଡକ୍ରସ ସମିତିର ମିଳିତ ଆନୁକୁଲ୍ୟରେ ପକ୍ଷରୁ ୩ ଦିନିଆ ତାଲିମ ଶିବିର…
୨ ମାସ ମଧ୍ୟରେ ୧୨୫ ଅନୁସୂଚିତ ଜାତି ଲୋକଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଗତ ତିନିବର୍ଷ ଧରି ୧୨୫ ଜଣ ଅନୁସୂଚିତ ଜାତି ଓ ଉପଜାତିର ଲୋକଙ୍କୁ ସରକାରୀ ଯୋଜନାରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ଷତିପୂରଣ ପ୍ରଦାନ କରାଯାଇନଥିବା ଜଣାପଡ଼ିଛି। ସେଥିରୁ ଆନ୍ତଃଜାତି ବିବାହ ପ୍ରୋତ୍ସାହନ…