ଆରପାରିରେ ଘୁ.ଉଦୟଗିରି ଏନଏସି ଅଧକ୍ଷା ଭାନୁପ୍ରଭା ମିଶ୍ର, ବିଭିନ୍ନ ମହଲରେ ଶୋକର ଛାୟା

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ଏନଏସି ଅଧକ୍ଷା ଭାନୁ ପ୍ରଭା ମିଶ୍ରଙ୍କ ସୋମବାର ଦିନ ଅପରାହ୍ଣରେ ଭୁବନେଶ୍ଵର ର ଏକ ଘରୋଇ ହପ୍ସିଟାଲରେ ଦେହାନ୍ତ ହୋଇଯାଇଛି । ମ୍ରୁତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ସେ ଗତ ଏନଏସି ନିର୍ବାଚନରେ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ି…

ତରଭା ବ୍ଲକ୍ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର l

ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ)ଆଜି ସୁବର୍ଣ୍ଣପୁର ଜିଲ୍ଲା ର ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଳାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ…

ମୋଟିଭେସନାଲ ସ୍ପିକର ଭୂମିକାରେ ଅରୁଣ

ଅରୁଣଙ୍କ ମୋଟିଭେସନ କ୍ଲାସରେ ସାମିଲ ହେଲେ ଯୁବକ ଏବଂ ଛାତ୍ର ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କିଛି ନୂଆ କରିବାର ପ୍ରୟାସ ସଦା ସର୍ବଦା ତାଙ୍କୁ ଚର୍ଚ୍ଚାରେ ରଖିଛି । ଆଜି ଏହି ପରିପ୍ରେକ୍ଷୀରେ ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ।ନୟାଗଡ଼ ବିଜୁ ଜନତା ଦଳ…

ଆଲୋକ ବୋହରା, ପୂର୍ବତଟ ରେଳପଥ ଆରପିଏଫର ନୂତନ ପ୍ରମୁଖ ସୁରକ୍ଷା ଆୟୁକ୍ତ

ଭୁବନେଶ୍ୱର :ଶ୍ରୀ ଆଲୋକ ବୋହରା ଇତିମଧ୍ୟରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା କମିଶନର (ପିସିଏସସି) ର ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି | ନୂତନ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ…

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ, ଟିପିସିଓଡିଏଲ୍, ଟିପିଏନଓଡିଏଲକୁ ନିର୍ଦ୍ଦେଶ ଭୁବନେଶ୍ୱର :ଚଳିତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ମାନ୍ୟବର ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ ଓ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ସୋମବାର ଦିନ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…

ବୁଡ଼ାମାଲ ରେ ନୂତନ ପାକ୍ସ୍ ଉଦଘାଟିତ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ବରଗଡ ଜିଲା ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ବୁଡାମାଲରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଉଦଘାଟିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଉଦଘାଟନୀ ଉତ୍ସବରେ ଦହିଗାଁ ପାକ୍ସ୍ ସଭାପତି…

ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଠାରେ ଓଡିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ

ଚିତ୍ରରେ ଚିତ୍ରରେ ଆଦିବାସୀ କଳା ଓ ସଂସ୍କୃତିର ଝଲକ ଭୁବନେଶ୍ୱର :ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀଗ୍ରାମ ଆର୍ଟ ଗ୍ୟାଲେରୀଠାରେ ଓଡିଶାର ପ୍ରସିଦ୍ଧ ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର…

ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍‌ଏଏମ୍ ବୋର୍ଡ)କୁ ସ୍କଚ୍‌-୨୦୨୩ ପୁରସ୍କାର.

ସମବାୟ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାୟକଙ୍କ ଶୁଭେଚ୍ଛା. ଭୁବନେଶ୍ୱର: ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର ମିଳିଛି I କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି Iଓଡିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ…

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା: ପିନ୍ଧିବେ ରତ୍ନ ଚିତା, ଖାଇବେ ଚିତଉ

ପୁରୀ (ଅନିମେଶ ପଟ୍ଟନାୟକ): ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ଏହି ଦିନର ଏକ ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । ସ୍ଵତନ୍ତ୍ର ନିତିକାନ୍ତି ମଧ୍ଯ ରହିଛି । ବାରମାସ ତେର ଯାତ୍ରାରୁ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାସିଆ ସବୁଠାରୁ ଭିନ୍ନ। ଏହି ଦିନ ତିନି ତିନି ଠାକୁରଙ୍କୁ…