Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାତା ଦିବସ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ
ସୋନପୁର,୧୪-୦୬(ପ୍ରକାଶ କୁମାର ହାତୀ )ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ର ପକ୍ଷରୁ ବିଶ୍ୱ ରକ୍ତ ଦାତା ଦିବସ ଓ ସ୍ଵେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗ…
ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରାର ଶୁଭାରମ୍ଭ
ସୁବର୍ଣ୍ଣପୁର, ୧୪.୦୬.: ଭାରତ ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରା-୨୦୨୬ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାର ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆଜି ଜିଲ୍ଲା ସଂସ୍କୃତି ଭବନଠାରୁ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ…
ଅଯୋଧ୍ୟା ରାମ ମନ୍ଦିର ଢାଞ୍ଚାରେ ପାର୍ବତୀ ମଣ୍ଡପ: ବରପାଲିର ୧୪୯ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି
ବରପାଲି, ୧୪ ଜୁନ: ବରଗଡ଼ ଜିଲ୍ଲାର ଐତିହାସିକ ତଥା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ୧୪୯ତମ ସଂସ୍କରଣ ପାଇଁ ଚଳିତ ବର୍ଷ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ସାତ ଦିନ ଧରି ବ୍ୟାପିବାକୁ ଥିବା ଏହି ମହାନ ଶିବ-ପାର୍ବତୀ ବିବାହ ମହୋତ୍ସବକୁ ନେଇ ସମଗ୍ର ବରପାଲି ଅଞ୍ଚଳ…
ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ନାରଦ ଜୟନ୍ତୀ ପାଳିତ
ବେଲଗୁଣ୍ଠା: ୧୪/୦୬-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ସଭାଗୃହଠାରେ ନାରଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦେବ ମୁନି ନାରଦ ଓ ମାତା…
ବଡ଼ବେରଣାରେ ବିଶ୍ୱ ରକ୍ତଦାତା ଦିବସ, ରକ୍ତଦେଇ ଅନ୍ୟର ଜୀବନ ବଞ୍ଚାଇବାକୁ ଆହ୍ୱାନ
ଖୋର୍ଦ୍ଧାରୁ ( ଶେକ ଜାଫର ): ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ସଦରମହକୁମରେ ଅବସ୍ଥିତ ସ୍ବେଛାସେବୀ ସଙ୍ଗଠନ "ବ୍ରହ୍ମାସେନା ଯୁବପରିଷଦ "ଆନୁକୂଲ୍ୟରେ ରବିବାର " ବିଶ୍ୱ ରକ୍ତଦାତା ଦିବସ "ପାଳିତ ହୋଇଯାଇଛି। ସ୍ଥାନୀୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୩୪…
ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସର ତୀବ୍ର ନିନ୍ଦା, କ୍ଷମା ପ୍ରାର୍ଥନା ଦାବି
କଂଗ୍ରେସ ନେତାଙ୍କୁ ଅଟକ ଘଟଣା ଗଣତନ୍ତ୍ର ପାଇଁ ବିପଦଜନକ: ଜିଲ୍ଲା କଂଗ୍ରେସ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା କଂଗ୍ରେସ ଦଳ ଏବଂ ଏହାର ନେତୃବୃନ୍ଦଙ୍କ ବିରୋଧରେ ଦିଆଯାଇଥିବା କଥିତ…
ମିଠା ମିଠା ଗୀତର ସଂଜରେ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆଟ୍ ପଏଣ୍ଟ ତରଫରୁ ୧୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ‘ମିଠା ମିଠା ଗୀତର ସଂଜରେ’ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଗୀତିକଳ୍ପ ହରିଶ୍ ପ୍ରଧାନ ଉଦଘାଟକ ପ୍ରଦୀପ ପ୍ରକାଶ…
ସୋସିଆଲ ମେଡ଼ିଆ ରେ ଅଶ୍ଳୀଳ ଭାଷା ପ୍ରୟୋଗ କରି କମେଣ୍ଡ କରିବା ପଡିଲା ମହାଙ୍ଗା.
ବଲାଙ୍ଗୀର: ଗତ 11/6/2026: ବଲାଙ୍ଗୀର ଆମ ଆଦମୀ ପାର୍ଟି ର ଗୋଟେ ପ୍ରୋଟେଷ୍ଟ ଚାଲିଥିଲା NEET, UGC ପେପର ଲିକ ଦୁର୍ନୀତି ଯୋଗୁ ବର୍ବାଦ ହୋଇଥିବା 22 ଲକ୍ଷ୍ୟ ଛାତ୍ର ଛାତ୍ରୀ ଙ୍କ ଜୀବନ ଏବଂ 17 ସ୍ଟୁଡେଣ୍ଟ ଙ୍କ ମୃତ୍ୟ ମାମଲା ବିରୋଧ ରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଚିଲଥିବା ପ୍ରୋଟେଷ୍ଟ ର…
ପୁରପଲ୍ଲୀରେ ରଜ ମୋହାତ୍ସବ ପାଳିତ
କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣପୁର ଗ୍ରାମରେ ରଜ ମୋହାତ୍ସବ ପାଳନ ହୋଇ ଯାଇଛି । ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଙ୍କ ତତ୍ୱାବଧାନ ରେ ଏହି ପର୍ବ ପାଳନ ହୋଇ ଛି । ଆଜି ପହିଲି ରଜ ଉପଲକ୍ଷେ ଗ୍ରାମର କୁନି କୁନି ଝିଅ…
ବିଶ୍ୱ ରକ୍ତଦାତା ଦିବସରେ ସାମ୍ବାଦିକ ବୈକୁଣ୍ଠ ଦୁରିଆ ସମ୍ମାନିତ
ରାୟଗଡା -ବିଶ୍ୱ ରକ୍ତଦାତା ଦିବସ ଅବସରରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଓଡିଶା ବ୍ଲଡ୍ ସେଣ୍ଟର ଏବଂ ଡିଏସଏସ୍ ରାୟଗଡା ପକ୍ଷରୁ ସମାଜସେବୀ ତଥା ସାମ୍ବାଦିକ ବୈକୁଣ୍ଠ ଦୁରିଆଙ୍କୁ ସମ୍ମାନିତ କରାଯାଇଛି। ରକ୍ତଦାନ କ୍ଷେତ୍ରରେ ତାଙ୍କର ନିରନ୍ତର ଅବଦାନ ଓ ମାନବିକ ସେବାଭାବକୁ…