ସହକାରୀ ଶିକ୍ଷକ ଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘର ସହାୟତା

0 2

ପଦ୍ମପୁର :- ଭାଲୁଡୁଙ୍ଗରି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନାରାୟଣ ବୁଡ଼େକଙ୍କ ଗତ ଅକ୍ଟୋବର ୨୧ ତାରିଖରେ ପରଲୋକ ଘଟିଥିଲା l ଶୁଦ୍ଧିକ୍ରିୟା ନିମନ୍ତେ ପରିବାର ତଥା ତାଙ୍କ ଧର୍ମପତ୍ନୀ, ଓ ଝିଅ ମାନଙ୍କୁ ଭେଟି ରାଜବୋଡାସମ୍ବର ବ୍ଲକ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ,ଏକ୍ସ କ୍ୟାଡ଼ର ଓ ଜୁନିୟର ଟିଚର ସଂଘ ମିଳିତ ଭାବେ ଏକ ପ୍ରତିନିଧି ମଣ୍ଡଳୀ ସ୍ବର୍ଗତ ବୁଡେକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ୫୦୦୦୦/-ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି l

Leave A Reply

Your email address will not be published.