Sign in
Sign in
Recover your password.
A password will be e-mailed to you.
ପାଇକମାଲ ପୋଲିସ ର ବଡ଼ ସଫଳତା
ତିନି ଆନ୍ତଃରାଜ୍ୟ ଗାଡି ଚୋର ସହିତ ଚାରି ଗୋଟି ଚୋରି ଗାଡି ଉଦ୍ଧାର
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ମଣ୍ଡିଆଢିପା ଗ୍ରାମ ପଞ୍ଚାୟତ ର ମୁଣ୍ଡେଲା ଗ୍ରାମ ନିକଟରୁ ଦୁଇ ଚୋରକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପାଇକମାଳ ପୋଲିସ । ପାଇକମାଳ ଥାନା ଅଧିକାରୀ ଶ୍ରୀ…
୨୫ ବର୍ଷରେ ପାଦ ଥାପିଲା ଆଇନା : ଶୁଭାରମ୍ଭ ହେଲା ଶ୍ରୃତି କାର୍ଯ୍ୟକ୍ରମ ଭଞ୍ଜନଗର ରେ।
ଭଞ୍ଜନଗର {ଉଦୟନାଥ ପଣ୍ଡା}: ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଇନା ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ,ଅନୁଷ୍ଠାନର ୨୫ ବର୍ଷ ପୂର୍ତ୍ତି ଅବସରରେ ମାଗଣାରେ ଶ୍ରବଣ ବାଧିତ ଙ୍କ ଚିକିତ୍ସା ପାଇଁ 'ଶ୍ରୁତି' କାଯ୍ୟକ୍ରମର…
ଡାଲି ଓ ତୈଳବୀଜ ଜାତୀୟ ଚାଷ କରି କୃଷିର ବ୍ୟବହାରିକ ପରିବର୍ତ୍ତନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ମହାନଦୀ ଡେଲଟା ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ ରବି ଫସଲ ପାଇଁ ଜଳସେଚନ ବ୍ୟବହାର ବୃଦ୍ଧି ସଂପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର-ଉପଯୁକ୍ତ ଯୋଜନା ପ୍ରସ୍ତୁତି କରି ଜଳସେଚନ ବ୍ୟବହାର ବୃଦ୍ଧି ପୂର୍ବକ ମହାନଦୀ ଡେଲଟା ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ଅଧୀନରେ କରାଯାଉଥିବା…
” ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ( ଶକ୍ତି ସମ୍ବଳ ) ର ନୂତନ ଗୃହ ଶୁଭ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହି : ହିଂସାରେ ପିଡ଼ିତ ମହିଳା ଓ ବାଳିକା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା "ସଖୀ" ୱାନ୍ ଷ୍ଟପ୍ ସେଣ୍ଟରର ନୂତନ ଗୃହ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମୁଖରେ ଥିବା ଯକ୍ଷ୍ମା କେନ୍ଦ୍ର…
ଜିଲ୍ଲାସ୍ତରୀୟ “ଦିଶା” ତଥା ଜିଲ୍ଲା ଉନ୍ନୟନ ତଦାରଖ ଓ ସଂଯୋଜନା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ 'ଦିଶା' ତଥା ଜିଲ୍ଲା ଉନ୍ନୟନ ତଦାରଖ ଓ ସଂଯୋଜନା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 'ଦିଶା' କମିଟିର ଅଧ୍ୟକ୍ଷ ତଥା…
ଜଗତସିଂହପୁରରେ “ମୋ ମାଟି ମୋ ଦେଶ” କାର୍ଯ୍ଯକ୍ରମ
ଜଗତସିଂହପୁର,ତା-୧୭.୦୮.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁରସ୍ଥିତ ଆଦିକବି ଶାରଳା ଦାସ ସଂସୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରୁ ସରକାରୀ ଅଧିକାରୀ…
ମାରାଥନ ଗସ୍ତ କରି ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କଲେ ବିଧାୟକ ବିଷ୍ଣୁ ବ୍ରତ।
ବାସୁଦେବପୁର - ପବିତ୍ର ସ୍ୱାଧୀନତା ଦିବସ ଅବସର ବାସୁଦେବପୁର ରେ ପଞ୍ଚାୟତ ସମିତି ପକ୍ଷ ରୁ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ ର କାର୍ଯ୍ୟ କର୍ମ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଶୁଭାରମ୍ଭ…
ଓଡିଆଭାଷାରେ ଶିକ୍ଷା ଓ ଓଡିଶାରେ ନିଯୁକ୍ତିପାଇଁ ରାଜଧାନୀରେ ଛାତ୍ର ସମାବେଶ
ଶିକ୍ଷାକୁ ବାସ୍ତବମୁଖୀ କରିବାପାଇଁ ଶିକ୍ଷା ପ୍ରମାଣପତ୍ର ସହିତ ନିଯୁକ୍ତିପତ୍ର ପ୍ରଦାନ
ସମସ୍ତ ନିଯୁକ୍ତି ପରୀକ୍ଷାରୁ ବାଧ୍ୟତାମୂଳକ ଇଂଲିଶ ପତ୍ରର ଉଚ୍ଛେଦ
ସୀମାନ୍ତ ଜିଲ୍ଲାଗୁଡିକରେ କେବଳ ଓଡିଆ ଅଧିକାରୀଙ୍କୁ ନିଯୁକ୍ତି
ଅବସର ପରେ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ…
ପାଇକମାଲ ବ୍ଳକ ସାପଲହରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l
ପଦ୍ମପୁର :- ପାଇକମାଲ ବ୍ଲକ ବାଦିକଟା ପଞ୍ଚାୟତ ଅନ୍ତର୍ଗତ ସାପଲହର ଠାରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ୮୬ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସବିତା…
ମୂଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱ ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପଲାସ ସରପଞ୍ଚ ବିଜେଡି ରେ ମିଶିଲେ।
ଜୁନାଗଡ଼/ଆଦିତ୍ୟ ମହାନ୍ତି: ପଲାସ ସରପଞ୍ଚ ତଥା ବରିଷ୍ଠ ସାମ୍ବାଦିକ ପ୍ରଭାକର ସେଠି ବିଜେଡିରେ ସାମିଲ ହୋଇଛନ୍ତି ।ଶ୍ରୀ ସେଠି ତୁଙ୍ଗ ନେତାଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଲାସ ଗ୍ରାମ ପଞ୍ଚାୟତର ବିକାଶଧାରାକୁ ତ୍ୱରାନ୍ୱିତ…