ବିଭିନ୍ନ ଦାବୀ ନେଇ ଘୁ.ଉଦୟଗିରି ନଗର ଏବଂ ବ୍ଲକ କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ଘେରାଉ ସହ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଆଜି ଘୁ.ଉଦୟଗିରି ନଗର ଏବଂ ବ୍ଲକ କଂଗ୍ରେସ ତରଫରୁ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଜରିଆରେ ୯ ଦଫା ଦାବୀ ନେଇ ଏକ ଦାବୀ ପତ୍ର ପ୍ରଦାନ…

ସାମାଜିକ ସେବା ପାଇଁ ଜିଲ୍ଲାର ଡଃ. ଆଲୋକ କୁମାର ବୋଷଙ୍କୁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ପାଇଁ ସମ୍ମାନିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ବିଶ୍ୱ ରେକର୍ଡ ଉତ୍ସବରେ ଡକ୍ଟର ଆଲୋକ କୁମାର ବୋଷ , ଗଜପତି ଜିଲ୍ଲା , ଓଡ଼ିଶା ମାନବ ଅଧିକାର ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ - ୨୦୨୩ ପାଇଁ ସମ୍ମାନିତ। ଇନଫ୍ଲୁଏନ୍ସ…

ଚିଲିକା ଓ ବାଣପୁର ବ୍ଲକରେ ଜାତୀୟ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ ଓ ଦାବିପତ୍ର ପ୍ରଦାନ।

ବାଣପୁର/ଖୋର୍ଦ୍ଧା:(ସେକ୍ କୌସର) ରାଜ୍ୟର ବିଭିନ୍ନ ବ୍ଲକ ଅଫିସ୍ ମାନଙ୍କରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଡାକରାରେ ଆଜି ବ୍ଲକ ଘେରାଉ କାର୍ଯ୍ୟକ୍ରମଅନୁଷ୍ଠିତ କରାଯାଇ ୯ଗୋଟି ପ୍ରସଙ୍ଗରେ ଦାବିପତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ଓଡ଼ିଶା…

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରାଲିରେ ବୁହା ହେଲେ ହିତାଧିକାରୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପରିଣତ ବୟସରେ ସାମନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଓଡ଼ିଶାରେ ନବୀନ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି। ହେଲେ ବାସ୍ତବରେ ଏଭଳି ଅନେକ ବୃଦ୍ଧା ରହିଛନ୍ତି ଯେଉଁମାନେ ଭତ୍ତା ନେବାରେବି ଅସମର୍ଥ ଅଛନ୍ତି। ହେଲେ…

ବ୍ଲକ ଅଫିସ ମାନଙ୍କର ବିଭିନ୍ନ ଦୁର୍ନୀତି କୁ ବିରୋଧ କରି, ଭଞ୍ଜନଗର କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ଘେରାଉ

ଭଞ୍ଜନଗର (ଉଦୟନାଥ ପଣ୍ଡା): ଆଜି ଅଗଷ୍ଟ ମାସ ୧୮ ତାରିଖ ରେ, ଭାରତୀୟ ଜାତୀୟ କଂଗ୍ରେସ ର ଆବାହନ ରେ ସମଗ୍ର ଓଡ଼ିଶାରେ ଥିବା ବିଭିନ୍ନ ବ୍ଲକ, ଆଗରେ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ। ଏହି ପରିପ୍ରେକ୍ଷୀ ରେ ଆଜି ଦିବା ୧୧ ଘଣ୍ଟିକା ସମୟରେ ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ବ୍ଲକ ର ବହୁ କର୍ମୀ…

କୋଶଳୀ ଲକ୍ଷ୍ମୀ ପୁରାଣ ବହି ଉନ୍ମୋଚିତ।

ବଲାଙ୍ଗିର୍ ତା-୧୩/୦୮/୨୦୨୩ ରେ ବଲାଙ୍ଗିର୍ ପିପି ଏକାଡେମି ଠାରେ ମହନୀ ନୃତ୍ୟ,କଳା ଓ ଗବେଷଣା କେନ୍ଦ୍ର ଦ୍ବାରା ପ୍ରକାଶିତ ଅକ୍ଷୟ ସରାଫ୍ ଙ୍କର କୋଶଳି ଲକ୍ଷ୍ମୀ ପୁରାଣ ଉନ୍ମୋଚନ ହୋଇ ଯାଇଛି।ଏହି ପୁରାଣ ରେ ଜାତି ପ୍ରଥା ଏବଂ ନାରୀ ଜାତି ଉପରେ ଗୁରୁତ୍ବ ଦିଆ ଯାଇଛି । କୋସଲାଞ୍ଚଲର କଥା ଭାଷା…

ଉପଜିଲ୍ଲାପାଳ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ l

ପଦ୍ମପୁର :- ଭାରତ ଦେଶକୁ ପ୍ରଗତି ପଥରେ ଆଗେଇ ନେବାପାଇଁ ସମସ୍ତ ଦେଶବାସୀଙ୍କ ମଧ୍ଯରେ ସଦ୍ ଭାବନା ଜରୁରୀ। ସେଇ ମହୋତ୍ତର ଲକ୍ଷ୍ଯ ନେଇ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ ପାଳିତ ହୋଇଛି । ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ପୌରୋହିତ୍ଯରେ ସମସ୍ତ ଅଧିକାରୀ ଓ…

ମଇତାପୁର ହସ୍ପିଟାଲ ର ନୂତନ କମିଟି ଗଠନ।

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ଦୀର୍ଘ ଅଠର ବର୍ଷ ଧରି ସେବା ଯୋଗାଇ ଦେଇ ଆସୁଥିବା ବେସରକାରି ମଇତାପୁର ହସ୍ପିଟାଲ ରେ ଏକୋଇଶି ଜଣ ସଦସ୍ୟ ଙ୍କୁ ନେ଼ଇ ଏକ ନୂତନ କମିଟି ଗଠନ କରାଯାଇଛି। ଉଣେଇଶଶହ ପଞ୍ଚାଲବେ ମସିହା ରେ ଶିଳ୍ପ ପତି ପି ଏନ ଚୁଡି ୱାଲ ଏବଂ ସ୍ଥାନୀୟ ହିତେଶୁ ଏକ…

‘ଟାଇମ୍ସ ନାଓ-ଇଟିଜି’ର ପ୍ରାକ୍‌ ନିର୍ବାଚନୀ ଆକଳନ: ପୁଣି ବିଜେଡିକୁ ମିଳିବ ବିପୁଳ ସମର୍ଥନ

 କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ ପୁଣି ବିଜୁ ଜନତା ଦଳକୁ ମିଳିବ ବିପୁଳ ସମର୍ଥନ। କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା ବୃଦ୍ଧି ପାଇବ। ଦୁଇ ସପ୍ତାହ ତଳେ ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟ ପରେ…

ବଡ଼ଚଣାରେ ବଢ଼ିଲାଣି ଉଷ୍ମତା : ଶକ୍ତି ପ୍ରଦର୍ଶନ ଆରମ୍ଭ କଲେଣି ନେତା

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ବଡ଼ଚଣା ବଢ଼ିଲାଣି ଉଷ୍ମତା, ଚାଲିଲାଣି ନେତାଙ୍କ ଶକ୍ତି ପ୍ରଦର୍ଶନ | କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ତାହା ସ୍ପଷ୍ଟ ନଥିଲେ ମଧ୍ୟ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସାମର୍ଥ୍ୟ ଯୋଗାଡ କରି ଶକ୍ତି ବୃଦ୍ଧି କରିବାରେ…