ଦଳେଇଗୁଡ଼ା ସେବାଶ୍ରମ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର “ପାପ” କାର୍ଯ୍ୟକ୍ରମ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ.ଦଳେଇଗୁଡ଼ା ସେବାଶ୍ରମ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ରେ ଅଭିଭାବକ ଜଣେ ସାଥି, ଆମେ ଜାଣିବା ଓ ଆମେ ଜିଣିବା ନେଇ ପେରେଣ୍ଟସ ଆଜ ପାଟନର (ପାପ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଦଳେଇଗୁଡ଼ା…

ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ନବାଗତଙ୍କୁ ସ୍ୱାଗତ

ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ନୂତନ ଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଅନୁଷ୍ଠାନ ସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ…

ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମାଙ୍କ ଦ୍ୱାଦଶାହ ତିଥିରେ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବହୁବର୍ଷ ଧରି ନିଷ୍ଠାପର ଭାବେ ଶିକ୍ଷକତା କରୁ୍ଥିବା ବିଜୟଲକ୍ଷ୍ମୀ ସାମଲଙ୍କ ଗତ ଏକ ତାରିଖରେ ଆକସ୍ମିକ ମୃତ୍ୟୁ ଘଟିଥିଲା I ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମା ସ୍ଵେଚ୍ଛାକୃତ…

ଚୋରାମଦ ଚଢ଼ାଉ ବେଳେ ପୋଲିସ୍ ଉପରେ ଆକ୍ରମଣ

ଜଣେ ଗିରଫ ; 180 ଲିଟର୍ ଦେଶୀମଦ ଜବତ ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-08/09,ଗତ ଗୁରୁବାର ରାତ୍ର ଆଠ ଘଣ୍ଟା ସମୟରେ ଗାଙ୍ଗପୁର ପୋଲିସ୍ ନିମିନା ଗ୍ରାମରେ ଚୋରାମଦ ବିକ୍ରି ହେଉଥିବା ଖବର ପାଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ନେତୃତ୍ୱରେ ହାବିଲଦାର ମନୋଜ କୁମାର ନାୟକ, କନେଷ୍ଟବଲ୍ ହେମନ୍ତ…

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ଏହି କେନ୍ଦ୍ର ସହାୟକ ହେବ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ, ଗବେଷଣା ଓ ଛାତ୍ରବୃତ୍ତି ବ୍ୟବସ୍ଥା ଖୋର୍ଦ୍ଧା ଗସ୍ତ ସମୟରେ 5T ସଚିବଙ୍କୁ ଭେଟିଥିଲେ ବିଭିନ୍ନ ପାଇକ ସଂଗଠନ ଭୁବନେଶ୍ୱର:…

ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍‌ସିପ୍ ଆରମ୍ଭ

ଭୁବନେଶ୍ୱର , ସେପ୍ଟେମ୍ବର ୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପର ଶୁଭାରମ୍ଭ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି । ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ…

ଝଲସିବ ହରିଶଙ୍କର ପୀଠ, ରାଜ୍ୟର ବେଳାଭୂମି ଗୁଡିକର ହେବ ଉନ୍ନତିକରଣ

ପର୍ଯ୍ୟଟନର ବିକାଶ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ଭୁବନେଶ୍ୱର: ଆଗାମୀ ଡିସେମ୍ବର ମାସ ସୁଦ୍ଧା ଉଭୟ ହରିଶଙ୍କର ଓ ନୃସିଂହନାଥ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମାପ୍ତ ହେବ । ଏଠାରେ ପାର୍କିଂ, ଶୌଚାଳୟ, ମାର୍କେଟ କମ୍ପ୍ଳେକ୍ସ, ପାନୀୟ ଜଳ, ସ୍ଥାନୀୟ ଦୋକାନୀମାନଙ୍କ ପାଇଁ…

ମାହାଙ୍ଗା ମହିଳା ମହାବିଦ୍ୟାଳୟ ପ୍ଲଲିସାହିର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ବିଧାୟକ ପ୍ରତାପ ଜେନା

  https://youtu.be/ZXKAJjZj7c0 କଲେଜର ଅଧ୍ୟାପକ ଅଧ୍ୟାପିକା ଏବଂ ବହୁ ଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଲେ l  (ମାହାଙ୍ଗା-ଶାସକ ପ୍ରଶାସକ): ଶିକ୍ଷା ହେଉକି ସ୍ୱାସ୍ଥ୍ୟ, ପୂଜ୍ୟ ପୂଜାର ସମ୍ମାନ ହେଉକି ମାହାଙ୍ଗା…

ବଡ଼ବିଲରେ ହତ୍ୟାକାଣ୍ଡ : କାରଣ ଅସ୍ପଷ୍ଟ

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଥାନାଞ୍ଚଳ ଦାମୁ ହଟିଂ ଅଞ୍ଚଳରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତକ ମହେନ୍ଦ୍ର ମହାକୁଡ଼ ଓରଫ ମୁନା ମହାକୁଡ଼। ମହେନ୍ଦ୍ରଙ୍କ ନାଁରେ ବଡ଼ବିଲ ତଥା ଆଖପାଖ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡିଛି। ଗତ ରାତିରେ ଦାମୁ ହଟିଂ…

ସୌମ୍ୟବାବୁଙ୍କୁ ଜଣେ ଅଭ୍ୟାସଗତ ବ୍ଲାକମେଲର୍ ବୋଲି କହିଲେ ଅତନୁ

https://youtu.be/pI9GZR28XWg "ସୌମ୍ୟବାବୁ ଜଣେ ବ୍ଲାକମେଲର୍ : ବ୍ଲାକମେଲିଂ ତାଙ୍କର ପୁରୁଣା ଅଭ୍ୟାସ" ଭୁବନେଶ୍ୱର : ସୌମ୍ୟବାବୁ ଜଣେ ବ୍ଲାକମେଲର୍ | ଗୋଟେ ଦଳରେ ରହି ଦଳକୁ ବ୍ଲାକମେଲିଂ କରିବା ହେଉଛି ତାଙ୍କର ପୁରୁଣା ଅଭ୍ୟାସ । ଦଳରେ ରହି ତାକୁ ବ୍ଲାକମେଲିଂ କରିବାର ପ୍ରୟାସ…