Sign in
Sign in
Recover your password.
A password will be e-mailed to you.
ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର
ଯୋଗଦେଲେ 20 ବିଦ୍ୟାଳୟର ଛାତ୍ରଛାତ୍ରୀ; ଛାତ୍ରୀ ସୁପ୍ରିୟା ନାୟକ ରାଜ୍ୟସ୍ତରକୁ ମନୋନୀତ
ବେଲଗୁଣ୍ଠା,- (ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ଗଞ୍ଜାମ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା…
ଗୁରୁ ଶିଷ୍ୟ ପରମ୍ପରାର ମହାନତା ଦେଖାଇଲେ ୧୯୯୮ବ୍ୟାଚର ଛାତ୍ର
ଓଡ଼ଗାଁ,୭।୯(ଶ୍ରୀକାନ୍ତ କୁମାର ମିଶ୍ର): ଆଧୁନିକତାର ପ୍ରଭାବରେ ଦିନକୁ ଦିନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ସ୍ଖଳନ ବୃଦ୍ଧି ପାଉଥିବା ବେଳେ ଓଡ଼ଗାଁ ଅଞ୍ଚଳରେ ତାହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିକ୍ଷକ ମାନଙ୍କୁ ଭଲପାଉଥିବା ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣ…
ପଣ୍ୟାଗାର ନିଗମ ଅଧ୍ଯକ୍ଷ ମହେନ୍ଦ୍ର ବଢ଼େଇ ଙ୍କ ପରଲୋକ : ବିଧାୟିକାଙ୍କ ଶୋକ l
ଭୁବନେଶ୍ବର - ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ ହୋଇଛି । ୨ ଦିନ ତଳେ ହୃଦଘାତରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଅବସ୍ଥାରେ ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତ ୨୦୨୨ ମସିହା ନଭେମ୍ବର ମାସରେ…
ଏସ୍ପିସିବି ପକ୍ଷରୁ ନୀଳ ଆକାଶ ପାଇଁ ନିର୍ମଳ ବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ ପାଳିତ
ନିର୍ମଳ ବାୟୁ ପାଇଁ ଜନ ସହଭାଗିତା ଜରୁରୀ
ରାଉରକେଲା, (ବସନ୍ତ କୁମାର ଜେନା) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ " ନୀଳ ଆକାଶ ପାଇଁ ନିର୍ମଳ ବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ" ଆଜି ଆରଏସପି ର ସିପିଟିଆଇ ଅଡିଟୋରୀୟମ ଠାରେ ଅନୁଷ୍ଠିତ…
ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ନାଟକର ପାଣ୍ଡୁଲିପି ଉନ୍ମୋଚନ
ରାଉରକେଲା(ବସନ୍ତ କୁମାର ଜେନା):- ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗୁରୁଦିବସ ପାଳନ ସଭାପତି ମନୋରଞ୍ଜନ ଦାସ ଙ୍କ ପୌରହିତ୍ବତରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟ ସଦସ୍ୟା ଓ…
ବ୍ୟାଙ୍କ ଆକାଉଣ୍ଟରେ ଅଚାନକ ପହଞ୍ଚିଲା ହଜାର ହଜାର ଟଙ୍କା, ବ୍ୟାଙ୍କରେ ଗ୍ରାହକଙ୍କ ଭିଡ ।
କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ ଅଚାନକ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଡିପୋଜିଟ ହୋଇଥିବା ନେଇ ମୋବାଇଲକୁ ମେସେଜ ଆସିବା ପରେ ଆଜି ବ୍ୟାଙ୍କରେ ଗ୍ରାହକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଶତାଧିକ ଲୋକଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା ।…
ନିୟମଗିରି ର ପାରସେଲି ଅଞ୍ଚଳ ରେ ପ୍ରଫୁଲ ସାମନ୍ତରାୟ ବିରୋଧ ରେ ପୋଷ୍ଟର ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ଅଞ୍ଚଳରେ ବିଶିଷ୍ଟ ସମାଜସେବୀ ପ୍ରଫୁଲ ସାମନ୍ତରାୟଙ୍କ ବିରୋଧୀ ଅଞ୍ଚଳ ର ନିରୀହ ଆଦିବାସୀ ଲୋକଙ୍କୁ ଢାଲ ସଜାଇ ଟଙ୍କା ଲୁଟ ଦର୍ଶାଯାଇଥିବା ପାର୍ଷଲି ପଞ୍ଚାୟତରେ ପୋଷ୍ଟର ବିଭିନ୍ନ କାଁଥ ବାଡ଼ ରେ ଲଗାଯାଇଥିବା ଦେଖିବାକୁ ମିଳିଛି…
ସୌମ୍ୟରଞ୍ଜନଙ୍କୁ ଓଝାଳିଲେ ଅରୁଣ
ସୌମ୍ୟଙ୍କ କାଉଣ୍ଟର ପାଇଁ ଅରୁଣଙ୍କୁ ଉତାରିଲା ବିଜେଡି
https://youtu.be/5MR5znG_ENk
ଭୁବନେଶ୍ୱର : ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସୌମ୍ୟରଞ୍ଜନ ହାରିହାରି ବିଜୁ ଜନତାଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ…
ଶିଶୁମାନେ ରାଧାକୃଷ୍ଣ ବେଶ ଧାରଣ କରି ପାଳନ କଲେ ନନ୍ଦଉତ୍ସବ : ଜାଗ୍ରତ କରାଇଲେ, ଆଧ୍ୟାତ୍ମିକ ଚେତନା
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦ ଉତ୍ସବ ପାଳନ ହୋଇଯାଇଅଛି। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଙ୍କ…
ପୂର୍ବ ତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ
ଭୁବନେଶ୍ୱର: ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ ଅନୁଷ୍ଠିତ ହୋଇଯାଇଅଛି |
ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ…