ରୋଟାରୀ କ୍ଳବ୍ ନୟାଗଡ଼ରେ ବିଶ୍ବ ସାକ୍ଷରତା ଦିବସ ପାଳନ। – ଶିକ୍ଷକ ଅଟନ୍ତି ଯୁଗ ନିର୍ମାତା।

ନୟାଗଡ଼,(ଲଷ୍ମୀଧର ସାହୁ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ଅବଦୁଲ ଆରିଫ୍ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି…

ହତ୍ଯା କରି କୂଅରେ ଫୋପାଡି ଦେଇଥିଲା ପ୍ରେମିକ

* ବାଙ୍ଗାଲୋର ରୁ ଗିରଫ କଲା ପୁଲିସ * ପୁଲିସର କ୍ରାଇମ ରିକ୍ରିଏସନ୍‌ ରାଇଘର/ପୁଷ୍ପରାଣୀ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗ୍ରାମର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅ ଝରଣା ଗଣ୍ଡ ଗତ ଅଗଷ୍ଟ ୩୧ ତାରିଖ ରାତିରୁ ଘରୁ ବାହାରି ନିଖୋଜ ହୋଇଥିବା ବେଳେ ତାର ମରଶରୀର ଗତ ୧ ତାରିଖ ଦିନ ଏକ…

“ରିଲସ ବନେଇବା, ପାର୍ଲର ଯିବା ଭଳି କ୍ଷଣିକ ଆନନ୍ଦ ଅପେକ୍ଷା ମାନସିକ ଶାନ୍ତି ପ୍ରତି ଗୁରୁତ୍ୱ ଦେବା…

'ମୋ କଲେଜ', 'ଇନରହୁଇଲ'ର ମିଳିତ ଉଦ୍ୟମ ରମାଦେବୀରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର ଭୁବନେଶ୍ୱର: ଆଜିର ଆଧୁନିକତା ଓ ଦୈନନ୍ଦିନ ଜୀବନଶୈଳୀ ମଧ୍ୟରେ ମାନସିକ ଚାପ, ଅତ୍ୟଧିକ ଚିନ୍ତା ଏବଂ ଉଦାସୀନତା ଆସିଥାଏ | ବିଶେଷ ଭାବେ ମହିଳା ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ଯୌନ ଶୋଷଣ,…

ଦଳୀୟ ନେତ୍ରୀଙ୍କୁ I LOVE YOU କହି ଗିରଫ ହେଲେ ବ୍ଲକ ସଭାପତି ।

ସେପଟେ ସଭାପତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ନେତ୍ରୀ ବି ନିଲମ୍ବିତ କେନ୍ଦ୍ରାପଡା : ପ୍ରଥମେ ସାମାଜିକ ଗଣ ମାଧ୍ୟମରେ ଦଳୀୟନେତ୍ରୀଙ୍କୁ ପ୍ରେମ ନିବେଦନର ଅଡିଓ ରେକଡିଂ ଭାଇରାଲ ।ପରେ ଥାନାରେ ହେଲା ଅଭିଯୋଗ ।ଆଉ ତା ପରେ ନିଲମ୍ବିତ ହେଲେ ଗରଦପୁର ବିଜେଡି ବ୍ଲକ ସଭାପତି ଶଶାଙ୍କ ଶେଖର ପରିଡା…

ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ

· ଏହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡିକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । · ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୫ ସୁଦ୍ଧା ୫୦୦୦…

ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମର ଶୁଭାରମ୍ଭ

 ସ୍କୁଲ ସହ ଯୋଡି ହେବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଅଭିଭାବକ ଭୁବନେଶ୍ବର:  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଆଜି ସହଭାଗୀ ରୂପେ ଅଭିଭାବକ (Parents as Partners) କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଆଜି…

ସମୂହ ଛୁଟି ନେଇ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଏବଂ ଧାରଣା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକସଂଘର ଆହ୍ୱାନରେ ତିନି ଦଫା ଦାବି ନେଇ ସମଗ୍ର ରାଜ୍ୟର ୩୧୪ଟି ବ୍ଳକରେ ପ୍ରାଥମିକ ଶିକ୍ଷକମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ୮ଟି଼ ବ୍ଲକରେ…

ବାସୁଦେବପୁର ରେ ବର୍ଷା ରେ ଭିଜି ଶିକ୍ଷକ ଦେଲେ ଗଣ ଧାରଣା,

ବାସୁଦେବପୁର -ପ୍ରବଳ ବର୍ଷା ସତ୍ବେ ଶିକ୍ଷକ ମାନେ ତିନି ଦଫା ଦାବିରେ ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଛନ୍ତି। ଆସନ୍ତା ଷୋମବାର ଠାରୁ ସମୂହ ଛୁଟି ରେ ରହିବେ ବୋଲି ଶିକ୍ଷକ ମାନେ କହିଛନ୍ତି। ଶୁକ୍ରବାର ବାସୁଦେବପୁର ଶିକ୍ଷକ ସଂଘ ପକ୍ଷରୁ ସଭାପତି…

ପାଣି ପାଇଁ ରାଜ୍ୟ ରାଜପଥ ଅବରୋଧ

ଗଞ୍ଜାମ,(ନିଲୁ ବିଷୋୟୀ ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଗୋଛାବାଡି ଗାଁ ରେ ଗତ ଆଠ ମାସହେଲା ଉଦ୍ଦେଶ୍ୟମୁଳକ ଭାବେ ପାନୀୟ ଜଳଯୋଗାଣ ବନ୍ଦ କରିଥିବା ଅଭିଯୋଗ ଆଣି ଗ୍ରାମବାସୀ ଶୁକ୍ରବାର ଗାଁ ଛକ ଭଞ୍ଜନଗର-ଭୁବନେଶ୍ୱର ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ । ଗ୍ରାମର ଶତାଧିକ…

ଶ୍ରୀ ଶ୍ରୀ ସାରସତ୍ଵ ଗୌଡ଼ିୟ ମଠ ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ।

ସାରସକଣା ରୁ ଦିପୁ ମହାପାତ୍ର :  ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ଚାଟରା ସ୍ଥିତ ଶ୍ରୀ ଶ୍ରୀ ସାରସତ୍ୱ ଗୌଡିୟ ମଠ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମହା ସମାରୋହ ର ସହିତ ପାଳନ କରାଯାଇଛି। ଏହି ସମାରୋହ ରେ ଅନେକ ଗୌଡ଼ିୟ ଭକ୍ତ ମାନେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ…