ହାତୀ, ବରାହ ଉପଦ୍ରଵରେ ଫସଲ କ୍ଷତିଗ୍ରସ୍ତ: ଫସଲ ଅମଳ ପ୍ରଥମରୁ ଚାଷୀ ମୁଣ୍ଡରେ ଚଡକ

ଜମନକିରା 08/09/23 ପ୍ରଥମେ ପ୍ରବଳ ବର୍ଷା, ବାଙ୍କୀ ପରେ ଏବେ ଜଙ୍ଗଲୀ ହାତୀ, ବରାହ, ମାଙ୍କଡ଼ ଙ୍କ ଲୋକଙ୍କ ଚାଷ ଜମିରେ ଉତ୍ପାତ ଦିଖିବାକୁ ମିଳୁଛି l ଲୋକେ ନିଜ ଫସଲକୁ ରକ୍ଷା କରିବା ନିମନ୍ତେ ଚିନ୍ତାରେ ରହୁଥିବାବେଳେ ବନ ବିଭାଗ ପକ୍ଷରୁ ମଧ୍ୟ୍ୟ ହାତୀ ଗଉଡ଼ଇବା ପ୍ରଚେଷ୍ଟା ଚାଲିଛି l…

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର…

ଜଗତସିଂହପୁର,ତା-୦୮.୦୯.୨୦୨୩/ସୁମନ୍ତ କୁମାର ଦାସ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ବେ ଶହ ଶହ କଂଗ୍ରେସ କର୍ମୀମାନେ ରାହୁଲ…

ଭୋଜପୁର ଛକ ରେ କୁଢ଼ କୁଢ଼ ଆବର୍ଜନା ଗଦା l

ଜମନକିରା 08/09/23 ଗୋଟିଏ ପକ୍ଷରେ ସରକାର ସ୍ଵଛ ଭାରତର ଅଭିଯାନ ଆରମ୍ଭ କରି ଦେଶକୁ ସ୍ୱଚ୍ଛ ଭାରତ ସଂକଳ୍ପ ଜାରି ରଖିଥିବା ବେଳେ ଏବେବି ଅନେକ ସ୍ଥାନରେ ଏହାର ଅବମାନନା କରାଯଉଛି l ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ସଦର ଛକରେ କୁଢ଼ କୁଢ଼ ଆବର୍ଜନା ଅଳିଆ ଜମା ହୋଇରହୁଥିବା ଦିଖିବାକୁ ମିଲୁଛି…

ଜନକଲ୍ୟାଣ ପ୍ରତିଷ୍ଠାନ ସ୍ଵେଚ୍ଛା ସେବୀ ସଂଗଠନ ଜିଲ୍ଲାରେ ସଫଳତା ସହ କାର୍ଯ୍ୟ କରୁଛି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜନକଲ୍ୟାଣ ପ୍ରତିଷ୍ଠାନ ସ୍ଵେଚ୍ଛା ସେବୀ ସଂଗଠନ ଗଜପତି ଜିଲ୍ଲାରେ ମସିହା ୧୯୯୧ -୯୨ ରୁ ଆଦିବାସୀ ମାନଙ୍କ ସହ କାର୍ଯ୍ୟକରି ଆସୁଅଛି। ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଶିକ୍ଷା କେନ୍ଦ୍ର , ବ୍ରିଜ୍ କୋର୍ସ , ଇଜିଏସ୍ ମାଧ୍ୟମରେ ଶିକ୍ଷା କାର୍ଯ୍ୟକ୍ରମ…

ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ-ବାୟୁ ଦିବସ ପାଳନ ଅବସରରେ ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମେତ ଗ୍ରାମ୍ୟ ଓ ପୌର ପରିଷଦ ସ୍ତରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି।ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ…

ବିଧାୟକ ପ୍ରତାପ ଜେନା ଏବଂ ଚନ୍ଦ୍ରସାରଥୀ ବେହେରା ଙ୍କ କରକମଳରେ ମିଶନ ଶକ୍ତି ଭବନ

https://youtu.be/Q3sEJIMTdzU କାଫେ ଏବଂ କୃଷି ଓ ସୂଚନା ପରାମର୍ଶ କେନ୍ଦ୍ର ଉଦ୍‌ଘାଟିତ : କୃଷକ ଏବଂ ମିଶନ ଶକ୍ତି ମହିଳା ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ l (ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀ ମାନଙ୍କୁ ସ୍ୱାବଲମ୍ବୀ, ସଶକ୍ତ,…

ଡଃ ଆରତୀ କରଙ୍କ ‘ ପୁଣ୍ୟାତ୍ମା ଗୋପବନ୍ଧୁ ‘ ପୁସ୍ତକ ଉନ୍ମୋଚନ

ରାଉରକେଲା(ବସନ୍ତ କୁମାର ଜେନା):- ଭୁବନେଶ୍ବର ର ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ମଣ୍ଡଳ ଦ୍ବାରା ପ୍ରକାଶିତ ଡଃ ଆରତୀ କରଙ୍କ ରଚିତ ପୁସ୍ତକ ' ପୁଣ୍ୟାତ୍ମା ଗୋପବନ୍ଧୁ ' ସିଭିଲଟାଉନ ସିପ ସ୍ଥିତ ନିଉ ଏଲଆଇସି କଲୋନୀର ଡେଭଲୋପଡ ଏରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉନ୍ମୋଚିତ ହୋଇଯାଇଛି ।…

ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ବିଶ୍ଵ ସାକ୍ଷରତା ଦିବସ ଓ ମେଧା ସମ୍ମାନ ସମାରୋହ

କୁଚିଣ୍ଡା/ଲିପନ ନାୟକ  : କୁଚିଣ୍ଡାସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଓ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆଜି ବିଶ୍ୱ ସାକ୍ଷରତା ଦିବସ ପାଳନ ସହ ଏହି ସ୍କୁଲ ରେ ବିଗତ ବର୍ଷ ମାଟ୍ରିକ ପରୀକ୍ଷାରେ…

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଜିଲ୍ଳାର ସର୍ବାଙ୍ଗୀନ ବିକାଶ ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ଙ୍କ ପରାମର୍ଶ  ସୁବର୍ଣ୍ଣପୁର ( ଆର୍ତ୍ତତ୍ରାଣ ମହାପାତ୍ର): ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଜଳପ୍ରପାତ ରେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର l

କୁଚିଣ୍ଡା/ଜମନକିରା 07/09/23 )କୁଚିଣ୍ଡା ବ୍ଲକ କୁସୁମୀ ପଞ୍ଚାୟତ ବଡବାହାଲ ସ୍ଥିତ ଗୁଦଗୁଦା ଜଳପ୍ରପାତ ରେ ଗତକାଲି ଜିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଆଜି ପ୍ରାୟ 12 ଟା ସମୟ ରେ ଓଡ୍ରାଫ ଦଳ ଉଦ୍ଧାର କରିଛି l ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତର ଖାନା…