ଆନ୍ତଃ ବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗୀତା

ଓଡ଼ଗାଁ,୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଦେଓ୍ବାନି ଓ ଫୈ।ଜଦାରୀ ଅଦାଲତ ପରିସରର ମଧ୍ୟରେ ଓଡ଼ଗାଁ ତାଲୁକ ଲିଗାଲ ସେବା ଆନୁକୂଲ୍ୟରେ ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଓଡ଼ଗାଁ ତାଲୁକ ଆଇନ୍ ସେବା ଅଧ୍ୟକ୍ଷ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୨୬ ସମ୍ବିଧାନ ଦିବସ…

୨ଲକ୍ଷ ପ୍ରୋତ୍ସାହନ ରାଶି ପାଇ ଖୁସି ପ୍ରକାଶ କଲେ ବର୍ଷା ଓ ମିନତୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଓଡ଼ଗାଁ ମହୋତ୍ସବ ଅବସରରେ ଦୁଇ ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ଗାଁ ବ୍ଲକର ୨ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିବା ସହିତ ପଦକ ହାସଲ କରି ଓଡ଼ିଶାର…

ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀ ଓ ସମୂହ ମୁଖାନୃତ୍ୟ

ଭୁବନେଶ୍ୱର, ୨୬/୧୧/୨୦୨୩: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଦୂର ସାଉଥ୍ କୋରିଆର ବିଭିନ ବିଭିନ୍ନ ଚିତ୍ରଶିଳ୍ପୀମାନଙ୍କର ଙ୍କର ପ୍ରାୟ ୧୫୦ଟି ୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଏହି ଚିତ୍ରକଳା…

ରାଉରକେଲା- ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼

ମେରାମଣ୍ଡଳୀ ଏବଂ ବୁଢାପଙ୍କ ମଧ୍ୟରେ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗିବା ଯୋଗୁଁ କୋଚ ର ୱିଣ୍ଡୋ ପେନ୍ ନଷ୍ଟ  ଭୁବନେଶ୍ୱର: 20835 ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର-ସମ୍ବଲପୁର ରେଳ ଲାଇନର ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ…

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ, ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ଡକ୍ଟର ସୁରଜିତ୍ ପତର । କଂକ୍ରିଟ୍…

ଦଳିତ ବିକାଶ ପରିଷଦ,ଜଗତସିଂହପୁର ତରଫରୁ ୭୩ତମ ସମ୍ବିଧାନ ଦିବସ ପାଳନ

ଜଗତସିଂହପୁର,ତା-୨୫.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାରତ ଭାରତରତ୍ନ ବାବା ସାହେବ ଡାଃ ଭିମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦଳିତ ବିକାଶ ପରିଷଦ ତରଫରୁ ମାଲ୍ୟାର୍ପଣ କରିବା ସହିତ ୭୩ତମ ଭାରତୀୟ ସମ୍ବିଧାନ ଦିବସ ପାଳନ…

ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଙ୍କ…

ବାଇକ ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ମୃତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ର ଆମ୍ବୁଲାନ୍ସ ଚାଳକ ବିବତ୍ସ ପରିଛା(ବାବୁ), ୩୩, ବାଇକ ଦୁର୍ଘଟଣାରେ ତାର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବାବୁ ପରିଛା ବାଇକରେ ନିଜ ଘର ବେଲଗୁଣ୍ଠା ରୁ1 ବାହାରି ଆଜିଦିନ 11ଟା ବେଳେ ନିଜ କର୍ମସ୍ଥଳ ଆସିକା ବ୍ଲକ ଭେଟନଇ ମେଡିକାଲକୁ ଯିବା…

ଗୁଣପୁର ଉପ-କାରାଗାରରେ ଦିବ୍ୟ ଦର୍ଶନ ସଂଘ ତରଫରୁ ସତ୍ ସଂଗ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପ-କାରାଗାର ଅଧୀକ୍ଷକ ଶ୍ରୀ ଯୁକ୍ତ କାମାକ୍ଷି ପ୍ରସାଦ ପତିଙ୍କ ତତ୍ତ୍ୱାବଧାନରେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ"ଦିବ୍ୟ ଦର୍ଶନ ସଂଘ" ଗୁଣପୁର ଶାଖା ଆନୁକୁଲ୍ୟରେ କଇଦୀ ମାନଙ୍କର ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ ମନକୁ ପରିବର୍ତ୍ତନ…

ଗୁଣପୁର ଉପଖଣ୍ଡ ସ୍ତରୀୟ କୃଷି ଯାନ୍ତ୍ରପାତି ମେଳା ଉଦ୍ଘାଟିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ଚଇତି ପଡ଼ିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିକୁ ନେଇ ୨୬ଟି ଷ୍ଟଲ ଖୋଲାଯାଇଥିଲା। ସବୁ ବର୍ଗର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ରିହାତି…