ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କୁ ଆବାହନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠାର ବିଭିନ୍ନ ଅନୁଷ୍ଠାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି I ଏହି ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇରେ ବ୍ରଜକିଶୋର ମହାରଣାଙ୍କ ତତ୍ତ୍ୱାବଧାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୁରୋହିତ ଉପେନ୍ଦ୍ର ପତି…

ହିଞ୍ଜିଳିକାଟୁରେ ପୂର୍ବଖଣ୍ଡ ତାଲୁକା ବିଶ୍ୱକର୍ମା ସମାଜର ବିଶ୍ୱକର୍ମା ପୂଜାଉତ୍ସବ ପାଳିତ ।

ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ:  ପୂର୍ବଖଣ୍ଡ ତାଲୁକା ବିଶ୍ୱକର୍ମା ସମାଜ ଦ୍ୱାରା ମହାଆଡମ୍ବର ସହକାରେ ଦେବଶିଳ୍ପୀ ବିଶ୍ୱକର୍ମା ବାରହୀ ପାହାଡ଼ ନିକଟସ୍ଥ ବିଶ୍ୱକର୍ମା ମଦିରରେ ପୂଜା ଉତ୍ସବ ପାଳିତ ହୋଇଯାଇଛି । ଏହି ପୂଜା ଉତ୍ସବ ଅବସରରେ ପୂର୍ବଖଣ୍ଡ ତାଲୁକା ଅନ୍ତର୍ଗତ ୬୦ଖଣ୍ଡ ଗ୍ରାମର ଜାତି…

ବ୍ରହ୍ମପୁର ବିଜେପି ର ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ର ସିଧାପ୍ରସାରଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, ୧୭/୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ ଏବଂ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର" ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ପକ୍ଷରୁ…

କାକତିଆ ଠାରେ ସଡକ ଦୁର୍ଘଟଣା ।

କେନ୍ଦ୍ରାପଡା(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ କାକତିଆ ଠାରେ ସଡକ ଦୁର୍ଘଟଣା ।ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଖବର ମୁତାବକ ସ୍କୁଟି ଚାଳକ ଓ ଅନ୍ୟ ପିକଅପ ଗାଡି ସହ ଧକ୍କା ହେବା ଫଳରେ ଦୁର୍ଘଟଣା…

ପାନ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର

ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର ପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତା ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ…

୪୫ କେଜି ଗଞ୍ଜେଇ ସହ ୫ ଗିରଫ I

https://youtu.be/0KFg4k3YaX8 ଗୋଟିଏ ଫର୍ଚୁନର ଓ ଗୋଟିଏ ଇଟିଗା ଗାଡି ଜବତ । ଢେଙ୍କାନାଳ / ରବିନ୍ ଦାସ ; ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଇମାଟି-ବେଲଟିକିରି ଅଞ୍ଚଳରେ ପୋଲିସ୍‌ର ପାଟ୍ରୋଲିଙ୍ଗ୍ ଚାଲୁଥିବା ବେଳେ ଗଞ୍ଜେଇ ଚାଲାଣ ଗାଡି ଜବତ୍ ହୋଇଛି । ଏସ୍‌କଟ୍ କରି ଆସୁଥିବା ଏର୍ଟିଗା…

ଇଣ୍ଡିଆନ ସ୍ୱଚ୍ଛତା ଲିଗ ସହାୟତାରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ.

.ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଇଣ୍ଡିଆନ ସ୍ୱଚ୍ଛତା ଲିଗ ଦ୍ୱାରା ସମର୍ଥିତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଆୟୋଜିତ ସହରର ବିଭିନ୍ନ୍ନ ୱାର୍ଡ଼ରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି I ଏହି ସଫେଇ କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ହେଲା ସହରକୁ ଆବର୍ଜନା ମୁକ୍ତ କରି ଏକ ସୁସ୍ଥ…

ଦୂରଦର୍ଶନ ର ପଞ୍ଚଷଠି ତମ ପ୍ରତିଷ୍ଠା ଉତ୍ସବ ପାଳନ

ଭୁବନେଶ୍ୱର: ଦୂରଦର୍ଶନ ର ପଞ୍ଚଷଠି ତମ ପ୍ରତିଷ୍ଠା ଉତ୍ସବ ସେପ୍ଟେମ୍ୱର ପନ୍ଦର ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଷ୍ଟୁଡ଼ିଓ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ କୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ କେନ୍ଦ୍ରର ଉପ ମହାନିର୍ଦ୍ଦେଶକ (କାର୍ଯ୍ୟକ୍ରମ )ରିଜିୱନା…

ମାଁ ସମଲେଶ୍ବରୀ , ପାଟଣେଶ୍ବରୀ , ଗୋପାଲଜୀ ମନ୍ଦିର ସହିତ ଚର୍ଚ୍ଚ ଓ କୋଶଳ କଲାମଣ୍ଡପ ର ନବୀକରଣ କାର୍ଯ୍ଯ ପାଇଁ ଟେଣ୍ଡର…

ବଲାଙ୍ଗିର : ଗତ ଜୁଲାଇ ସାତ ତାରିଖ ବଲାଙ୍ଗିର ଗସ୍ତରେ ଆସି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ଯକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିଲେ ତା ସହିତ ସହରର ଗୋପାଲଜୀ ମନ୍ଦିର ପାଟଣେଶ୍ବରୀ…

ନୂଆଁଖାଇ ଉପଲକ୍ଷେ ଦୂରଦର୍ଶନ ର ସୁଟିଙ୍ଗ୍

ଜମନକିରା : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ର ଫାଶୀମାଲ ,ପୁକୁଡା, ତିଲେଇମାଲ ଏବଂ କସଡା ପଞ୍ଚାୟତ ର ମହାଲିଙ୍ଗକୁଦର ଗ୍ରାମ ରେ ତିନି ଦିନ ଧରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନୂଆଁଖାଇ ଜୁହାର ୨୦୨୩ ର ସୁଟିଂ କାର୍ଯ୍ୟ…