Sign in
Sign in
Recover your password.
A password will be e-mailed to you.
ଗଜପତି ଉତ୍ସବ-୨୦୨୩ରେ ପ୍ରଫେସର୍ ନାଗ ରାଜୁ , ପ୍ରଫେସର ବିପିନ ନାଏକ , ଡ.ରଜତ ପାଣିଗ୍ରାହୀ ଅତିଥି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ - ୨୦୨୩ ସ୍ଥାନୀୟ ଗଜପତି ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ତୃତୀୟ ଦିବସ ସନ୍ଧ୍ୟାରେ ଗଜପତି ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଏବଂ ଅନ୍ୟାନ୍ୟ…
ବିମଳା ମାଁ ମେରୀଙ୍କର ଗୁମ୍ଫା ଠାରେ ମାଁ ଙ୍କ ପର୍ବ
https://youtu.be/AV4qfe6wvF8
ନବରଙ୍ଗପୁର/ ଅଶୋକ ସାହୁ(ଶାସକ ପ୍ରଶାସକ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗତ ପୂଜାରୀଗୁଡା ଗ୍ରାମପଞ୍ଚୟତ ର ପୋଖନା ଗୁଡ଼ା ଗ୍ରାମରେ ପ୍ରତିଷ୍ଠିତ ହୋଇ ଥିବା ବିମଳା ମାଁ ମେରୀଙ୍କର ଗୁମ୍ଫା ଠାରେ ମାଁ ଙ୍କ ପର୍ବ ବହୁ ଆଡମ୍ବର ସହକାରେ…
ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟର ଏକଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଜମନକିରା, ୮/୧୨:(ଲିପନ ନାଏକ ) ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ସେବାଶ୍ରମ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ଶୁକ୍ରବାର ଦିନ ଏକ ଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଷଣ୍ଢପଥର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକ…
ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଡ ପଦକ୍ଷେପ
ସୁବର୍ଣ୍ଣପୁରରେ ମହାନଦୀ ନେତ୍ର ଚିକିତ୍ସାଳୟର ହେବ ଉନ୍ନତିକରଣ
ଭୁବନେଶ୍ବର, 8 ଡିସେମ୍ବର 2023 : ରାଜ୍ୟରେ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ଦୃଷ୍ଟିହୀନତା ଅନ୍ୟତମ । ଏହାର ଚିକିତ୍ସା, ନିରାକରଣ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସୁନେତ୍ର ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ…
ବିଜେଡି ଶାସନରେ ଓଡିଶା,ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ : ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ
ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଏବଂ ସଚେତନତା ଅଭାବ କାରଣରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି
ଗତ ୪ ବର୍ଷରେ ଓଡିଶାରେ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୨୫କୁ ଖସି ଆସିଛି
ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ…
ନିର୍ବାଚନ ପରିଚାଳନା ପାଇଁ “ସାହୁ ବଦର୍ସ ଆଣ୍ଡ କୋ” ପାଖରେ ଗଚ୍ଛିତ ଥିବା ଟଙ୍କା ବିଜେଡିର ନୁହେଁ ତ?: ମନୋଜ ମହାପାତ୍ର
ବାର୍ଷିକ ୧୨୦ କୋଟି ଟଙ୍କାର କାରବାର କରୁଥିବା “ସାହୁ ବଦର୍ସ ଆଣ୍ଡ କୋ”ଙ୍କ ନିକଟକୁ ନଗଦ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଲା କେଉଁଠୁ ?
“ସାହୁ ବଦର୍ସ ଆଣ୍ଡ କୋ” ସହ ବିଜେଡିର କଣ ସଂପର୍କ ରହିଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ
ତଦନ୍ତ ଭାର ସିବିଆଇକୁ ତୁରନ୍ତ…
ପବିତ୍ର ମୋହନ ପ୍ରଧାନ ହସ୍ପିଟାଲକୁ ତୁରନ୍ତ ମେଡିକାଲ କଲେଜ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର-…
• ସ୍ଥାନୀୟ ଲୋକଙ୍କ ଅପେକ୍ଷା ଅନୁସାରେ ପ୍ରଥମ ଦିନରୁ ପବିତ୍ର ମୋହନ ପ୍ରଧାନ ହସ୍ପିଟାଲ ସହ ମେଡିକାଲ କଲେଜ ନାଁରେ ଶୁଭାରମ୍ଭ ହୋଇଥିଲେ ଭଲ ହୋଇଥା’ନ୍ତା
• ଓଡ଼ିଶା ସରକାର ଏଥିପାଇଁ ଅବିଳମ୍ବେ ନ୍ୟାସନାଲ ମେଡିକାଲ କମିଶନକୁ ଦରଖାସ୍ତ କରନ୍ତୁ
• ତାଳଚେରରେ ପୁରୁଣା ମେଡିକାଲର…
ତାଳଚେରରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, ଆଗାମୀ ଦିନରେ ଏହା ମେଡିକାଲ କଲେଜରେ ପରିଣତ ହେବ
ସରକାରୀ ହସ୍ପିଟାଲ ଉପରେ ଲୋକଙ୍କ ଆସ୍ଥା ବଢିଛି- ମୁଖ୍ୟମନ୍ତ୍ରୀ
ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ…
ଡିସେମ୍ବର ୯ରୁ ସୋଆରେ ଆଇଏନ୍ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ
ଭୁବନେଶ୍ୱର,୦୮/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଡିସେମ୍ବର ୯ ତାରିଖରୁ ଇଣ୍ଡିଆନ୍ ନ୍ୟାସ୍ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍ଏଇ)ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏଥିରେ ସାରା ଦେଶରୁ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ…
ସଂସଦରେ କିସ୍ର ଭୂୟସୀ ପ୍ରଶଂସା
ଭୁବନେଶ୍ୱର, ୮ ।୧୨: ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍ (କିସ୍) ସଦନରେ ପୁଣି ଥରେ ଉଚ୍ଚ ପ୍ରଶଂସିତ ହୋଇଛି। ଗୁରୁବାର ସଂସଦରେ ତେଲେଙ୍ଗାନାରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଲ୍ ଆଗତ ସମୟରେ ଓଡ଼ିଶାରେ ମୁକ୍ତ…