Sign in
Sign in
Recover your password.
A password will be e-mailed to you.
ସ୍ବାଧିନ ପୁରୀ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ନିଯୁକ୍ତ
ପୁରୀ (ଅନିମେଶ ପଟ୍ଟନାୟକ): ଯୁବ ନେତା ତଥା ସମାଜସେବୀ ସ୍ବାଧିନ କୁମାର ପଣ୍ଡାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ପୁରୀ ଜିଲ୍ଲାର ମୁଖ୍ଯ ମୁଖପାତ୍ର ଭାବେ ମିଳିଛି ଏହି ଦାୟିତ୍ବ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସି ମିଡ଼ିଆ ସେଲ୍ ଅଧକ୍ଷ ଗଣେଶ୍ୱର…
ଜଗତସିଂହପୁର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ 5T ବିଦ୍ୟାଳୟ ରୂପାନ୍ତରିକରଣ ବିଷୟରେ ଆଲୋଚନା
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି 5T ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଙ୍କ ଦ୍ବାରା ଭିଡିଓ କନଫରେନ୍ସ ମାଧ୍ୟମ ରେ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ 5T ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କ ରେ ବିଦ୍ୟାଳୟ…
ନିରବଚ୍ଛିନ୍ନ ଇ-ଅଫିସ କାର୍ଯ୍ଯାନ୍ବୟନ ପାଇଁ ଜଗତସିଂହପୁର ଜିଲ୍ଲା ସମ୍ମାନିତ ସ୍ୱଚ୍ଛ ଏବଂ ସମୟୋଚିତ ଢଙ୍ଗରେ ସରକାରୀ…
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଜାତୀଯ଼ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି), ଭାରତ ସରକାର ଏବଂ ସେଣ୍ଟର ଫର ମଡର୍ନାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଜିଆଇ), ଜିଏ ଆଣ୍ଡ ପିଜି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଭାବେ ଆୟୋଜିତ ରାଜ୍ୟ ସ୍ତରୀୟ ଇଅଫିସ କର୍ମଶାଳାରେ ଜଗତସିଂହପୁର…
ପୁଇଁତଳା ବ୍ଳକ ପରିସରରେ ରାଜ୍ଯ ସରକାରଙ୍କ ମିଶନ୍ ଶକ୍ତି ଲୋନ୍ ମେଳା
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ପରିସରରେ ରାଜ୍ଯ ସରକାରଙ୍କ ମିଶନ୍ ଶକ୍ତି ଲୋନ୍ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାୟ ୨୫ ରୁ ୩୦ ଜଣ ଏସ୍ ଏଚ୍ ଜି ମହିଳା ଗୋଷ୍ଠୀ ଙ୍କୁ ବିନା ସୁଧରେ ରୁଣ ପ୍ରଦାନ କରାଯାଇଥିଲା l ରାଜ୍ଯ ସରକାର ଏସ୍ ଏଚ୍ ଜି…
ଗୀତା ମେହେଟ୍ଟାଙ୍କ ପରଲୋକ
ଭୁବନେଶ୍ୱର ; ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଏକମାତ୍ର ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ଭଉଣୀ…
ସେବାଶ୍ରମ ବିଦ୍ୟାଳୟ ରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର:( ଆର୍ତ୍ତତ୍ରାଣ ମହାପାତ୍ର): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଆନୁକୁଲ୍ଯରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନୋଡାଲ ଅଧିକାରୀ…
କାଶୀପୁର ବ୍ଲକ ବିଜେପି ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରାଏ, ନରେନ୍ଦ୍ର ମହାନ୍ତି ଓ ଅଗ୍ରଗ୍ରାମୀକୁ ଖୋଲା ଚେତାବନୀ ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଜେପି ପକ୍ଷରୁ ସମାଜସେବୀ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାଏ, ତାଙ୍କ ସହଯୋଗୀ ନରେନ୍ଦ୍ର ମହାନ୍ତିଙ୍କ ସମେତ ସ୍ବେଛାସେବୀ ସଂଗଠନ ଅଗ୍ରଗ୍ରାମୀ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ଲକ କରାଯାଇଛି | ସେମାନେ କାଶୀପୁର ଖଣି ଅଞ୍ଚଳରେ…
ତ୍ରି-ଦିବସୀୟ ବ୍ଳକ୍ ଏବଂ ଜୋନାଲ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ।
ହିଞ୍ଜିଳିକାଟୁ ; ହିଞ୍ଜିଳିକାଟୁ ପୌର ପରିଷଦ ସ୍ଥିତ ସରକାରୀ ବୃନ୍ଦାବନ ମିନି ଷ୍ଟାଡିୟମ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଏସ. ଗିରିଧାରଙ୍କ ତତ୍ତ୍ୱାବଧାନରେ ତ୍ରି-ଦିବସିୟ ବ୍ଳକ୍ ଏବଂ ଜୋନାଲ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି…
କଟକ ନେତାଜୀ ବସ ଟର୍ମିନାଲ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
କଟକ ମୋର ପ୍ରିୟ ସହର, ମୋର ଜନ୍ମଭୂମୀ, କଟକ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିଛି, ରହିବ- ମୁଖ୍ୟମନ୍ତ୍ରୀ
୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଟର୍ମିନାଲରେ ଆନ୍ତର୍ଜାତୀୟ ସ୍ତରର ସୁବିଧା ପାଇବେ ଯାତ୍ରୀ
ରହିପାରିବ ୧୯୨ଟି ବସ, ଓଡିଶାର ସର୍ବବୃହତ ଆହାର କେନ୍ଦ୍ର, ମିଶନ ଶକ୍ତି…