ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୨୦୩ ଟି ଅଭିଯୋଗ…

ଜିଲ୍ଲାପାଳ,ରାୟଗଡ଼ଙ୍କ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାୟଗଡ/ରୁ ବୈକୁଣ୍ଠ ଦୁରିଆ -ତା.୧୮/୯ : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ନିର୍ଦ୍ଦେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ନିର୍ବାହୀ…

ବାଲିଅନ୍ତା ବ୍ଲକରେ ମିଳିତ ଜନଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର:ବାଲିଅନ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛିା ଆଜି ମୋଟ ୧୩୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲାା ସେଥିମଧ୍ୟରୁ ୧୨୫ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୫ଟି ଗୋଷ୍ଠୀଗତ ଅଭିଯୋଗ ଥିଲାା ଉକ୍ତ ଅଭିଯୋଗଗୁଡିକ…

ପର କରିଦେଲେ ପର ପାଇଁ ଜିଉଁଥିବା ରଞ୍ଜନ

ଶବ ସତ୍କାରରେ ସହଯୋଗ କଲା ଓଡ଼ିଶା-ମୋ ପରିବାର ଭୁବନେଶ୍ଵର: କୋଭିଡ଼ ମହାମାରୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ସତ୍କାରରେ ସାହାଯ୍ୟ ହେଉ ଅବା ଜୀବନବିନ୍ଦୁ ରକ୍ତଦାନ ଶିବିରରେ ରୋଗୀଙ୍କ ପାଇଁ ବାରମ୍ବାର ରକ୍ତଦାନ କରି ଦିନେ ସେ ସମାଜ ପାଇଁ ଉଦାହରଣ ସାଜିଥିଲେ, ଆଜି ସେହି ରିୟଲ୍ ହିରୋଙ୍କ…

ମଙ୍ଗଳବାର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା : ସିଇସି

ଭୁବନେଶ୍ୱର, ସେପ୍ଟେମ୍ବର ୧୮: ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଅଂଚଳରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଏକ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର…

ପଶ୍ଚିମ ଓଡିଶାର ସରକାରୀ ଓ ବେସରକାରୀ କର୍ମୀଙ୍କ ପାଇଁ ଦୁଇ ଦିନ ନୁଆଁଖାଇ ପାଇଁ ଛୁଟି ଘୋଷଣା

ପଶ୍ଚିମ ଓଡିଶାର ସରକାରୀ ଓ ବେସରକାରୀ କର୍ମୀଙ୍କ ପାଇଁ ଦୁଇ ଦିନ ନୁଆଁଖାଇ ପାଇଁ ଛୁଟି | ନୂଆଖାଇ ସରକାରୀ ଛୁଟି ଥିବା ବେଳେ ନୂଆଖାଇ ପର ଦିନକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବେ ଘୋଷଣା କଲେ ସରକାର |  ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି   ଆର୍ଡିସିଙ୍କ ପକ୍ଷରୁ  |

ଆନ୍ଦୋଳନ ବେଳେ ହିଂସା ବା ଭିଡ ହିଂସା ଏଡାଇବାକୁ ଅଂଟା ଭିଡିଲା ପୋଲିସ

ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ହେବ କଠୋର ଦଣ୍ଡବିଧାନ : ଓଡ଼ିଶା ପୁଲିସ ଭୁବନେଶ୍ୱର,୧୮/୦୯/୨୦୨୩: ଭିଡ଼ ହିଂସାରୁ ନିବୃତ୍ତ ରହିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛିା…

୯୬୮ ଜଣ ହିତାଧିକାରୀ ଙ୍କୁ 5 କୋଟି 7 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସହାୟତା ରାଶି ବଣ୍ଟନ

ବରଗଡ :- ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ରାଜ୍ୟ ସରକାର ଙ୍କର ଶ୍ରମ ବିଭାଗ ର ମନ୍ତ୍ରୀ ଥିବା ସମୟର ମନ୍ତ୍ରୀ ଥିବା ସମୟରେ ଶ୍ରମିକ ମାନଙ୍କ ପାଇଁ ଅନେକ ପ୍ରକାର ଯୋଜନ କାର୍ଯକାରୀ କରେଇବାରେ ସଫଳ ହୋଇଥିଲେ । ଆଜି ମଧ୍ୟ ରାଜ୍ୟର…

୧୮ ଓ ୪୯ ନମ୍ବର ଜାତୀୟ ରାଜପଥ ର ମିଶ୍ରଣ ସ୍ଥଳୀ ପାଲଟିଛି ମରଣ ଯନ୍ତା ।

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଂଜ ଜିଲ୍ଲା ତଥା ତିନି ରାଜ୍ୟର ମିଶ୍ରଣ ସ୍ଥଳୀ ଝାଡ଼ପୋଖରିଆ ର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଉତ୍ତର ଓଡ଼ିଶା ବିଶ୍ବିଦ୍ୟାଳୟ ର ଦ୍ଵିତୀୟ ସର୍ବ ବୃହତ ଶିକ୍ଷ୍ୟା ଅନୁଷ୍ଠାନ ଗଢି ଉଠିଛି ଝାଡପୋଖରିଆ ଠାରେ । ଏଠାରେ ଇଞ୍ଜିନୟରିଙ୍ଗ୍…

ରୋଗୀଙ୍କୁ ୫ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ , ଅଧା ବାଟରେ ଅଟକି ରହିଲା ଆମ୍ବୁଲାନ୍ସ ପୁରୀ: ଗତ ୧୬ ତାରିଖ ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସଉରିଆ ଗ୍ରାମରୁ ଜଣେ ଅଜଣା ରୋଗୀଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଖବର ମିଳିଥିଲା । ବ୍ୟକ୍ତି ଜଣଙ୍କ ବିଲରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ…