କୁଚିଣ୍ଡା ରେ ବେପାରୀ ରାଜ:ପ୍ରଶାସନ ନୀରବ

0 2

କୁଚିଣ୍ଡା /ଜମନକିରା(ଲିପନ ନାଏକ ) )କୁଚିଣ୍ଡା ଉପଖଣ୍ଡ ରେ ଧାନ କିଣାବିକା ଆରମ୍ଭ ହେବା ଦିନ ରୁ ଅବ୍ୟବସ୍ଥା ଲାଗିରହିଛି l ବେପାରୀ ଏବଂ ସରକାରୀ କର୍ମଚାରୀ ର ଅସାଧୁ ମେଣ୍ଟ ଯୋଗୁ ବେପାରୀ ବେଧଡକ ଭାବେ କମ ମୂଲ୍ୟ ରେ ବେଆଇନ ଭାବେ ଧାନ କିଣି ଚାଷି ଙ୍କୁ ଶୋଷଣ କରିବାରେ ଲାଗିଛନ୍ତି l ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କୁଚିଣ୍ଡା ଏନ. ଏ. ସି ୱାର୍ଡ ନ °-୧ ମହୁଲଡିହି ରେ l ଏକ ଟ୍ରକ ଯୋଗେ କେଜି 17 ଟଙ୍କା ମୂଲ୍ୟ ରେ ଖୁଲମ ଖୁଲା ବେଆଇନ ଭାବେ ଧାନ କିଣି ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି l ପୁଣି ଏନେଇ ପ୍ରଶାସନ କୁ ଜଣାଇ ଥିଲେ ମଧ୍ୟ ବେପାରୀ ଏବଂ ପ୍ରଶାସନ ର ମଧୁଚନ୍ଦ୍ରିକା ଯୋଗୁଁ ଅଣଦେଖା ହେଉଛି ବୋଲି କିଛି ସ୍ବେଛାସେବୀ ଅଭିଯୋଗ କରିଛନ୍ତି l

Leave A Reply

Your email address will not be published.