Sign in
Sign in
Recover your password.
A password will be e-mailed to you.
ସାନ ଜଟିଆପାଲିରେ ନୂଆଁଖାଇ ଭେଟ ଘାଟ ଉତ୍ସବ
କୁଚିଣ୍ଡା/ଅଜୟ ବାଘ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ସାନ ଜଟିଆ ପାଲି ଗ୍ରାମରେ ଷ୍ଟେପ ଅପ କ୍ଲବର ସଭାପତି ଦୀପା ମନୋହରୀ ଙ୍କ ସଭାପତିତ୍ବରେ ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ନୂଆଖାଇର…
ଘୁମୁସର ଜିଲ୍ଲା ପ୍ରସଙ୍ଗ: ସୋରଡା ବିଧାୟକ ଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଘୁମୁସର ବାହିନୀ
ଭଞ୍ଜନଗର,(ଉଦୟନାଥ ପଣ୍ଡା) : ଭଞ୍ଜନଗର ଉପଖଣ୍ଡର ୮ ବ୍ଳକ ଓ ୫ ଗୋଟି ଏନଏସି କୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ୧୯୯୩ ମସିହା ଠାରୁ ଓକିଲ ସଂଘ, ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ,ଉତ୍କଳ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଙ୍ଗଠନ ଦୀର୍ଘ ବର୍ଷର ଏହି ପ୍ରସ୍ତାବ ନେଇ ସ୍ବରୋତ୍ତରଳନ…
ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ଜାତୀୟ ସେବା ଯ଼ୋଜନା ଦିବସ” ପାଳିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର୍ ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ "ଜାତୀୟ ସେବା ଯ଼ୋଜନା ଦିବସ" ପାଳିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଜାତୀୟ ସେବା…
ବେଲଗୁଣ୍ଠା ସମ୍ବାଦ, ଆମ ଓଡ଼ିଶା ଏବଂ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ…
ଏକ ଦମ୍ପତ୍ତି, ପାଞ୍ଚ ମହିଳାଙ୍କ ସମେତ 32 ଜଣଙ୍କ ସ୍ଵେଚ୍ଛାକୃତ ରକ୍ତଦାନ ; 23 ଜଣ ନୂତନ ରକ୍ତଦାତା ସୃଷ୍ଟି
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ସମ୍ବାଦ ଆମ ଓଡ଼ିଶା ଏବଂ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ…
ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସପ୍ତମ ବାର୍ଷିକ ଉତ୍ସବ ପାଳିତ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ସ୍ଥାନୀୟ ହୋଟେଲ ତେଜସ୍ୱୀର ସମ୍ମିଳନୀ କକ୍ଷରେ ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସଭାପତି ଶ୍ରୀ ସରୋଜ କୁମାର ସାହୁଙ୍କ…
ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା : ଶରତ ପଟ୍ଟନାୟକ
ଭୁବନେଶ୍ୱର, ତା. ୨୪.୦୯: ଆସନ୍ତା କାଲିଠାରୁ ଆରମ୍ଭ ହେବ କଂଗ୍ରେସର ରାଜ୍ୟବ୍ୟାପୀ ପଦଯାତ୍ରା | ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପଦଯାତ୍ରାରେ ଓଡ଼ିଶାର ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ପଦଯାତ୍ରା କରିବା ସହିତ ଘରକୁ ଘରୁ ପହଂଚି ୨୪ ବର୍ଷର ନବୀନ ସରକାର ଏବଂ…
ଅକ୍ଟୋବର ୫ରୁ ୮ ତାରିଖ ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଆଇଟି ଏକ୍ସପୋ-୨୦୨୩
ଭୁବନେଶ୍ୱର : ଇନ୍ଫର୍ମେଶନ ଟେକ୍ନୋଲୋଜି ଆସୋସିଏଶନ ଅଫ୍ ଓଡିଶା (ଆଇଟିଏଓ) ପକ୍ଷରୁ ଲୋକମାନଙ୍କୁ ସଦ୍ୟତମ ବଜାର ଟ୍ରେଣ୍ଡ, ଉତ୍ପାଦ ଓ ସେବାଗୁଡିକ ଉପରେ ଗଭୀର ତଥ୍ୟ ପ୍ରଦାନ କରିବା ପାଇଁ ଆଇଟି ଏକ୍ସପୋ-୨୦୨୩ର ଘୋଷଣା କରାଯାଇଛି । ଏହି ୪ ଦିବସୀୟ ଏକ୍ସପୋ ଆସନ୍ତା ଅକ୍ଟୋବର ୫ରୁ ୮ ତାରିଖ ୨୦୨୩…
ରାତିରେ ଦୋକାନ କୁ ଶୋଇବାକୁ ଗଲେ : ହେଲେ ସକାଳୁ ରକ୍ତାକ୍ତ ଅବସ୍ଥାରେ କେନାଲ ରୁ ବ୍ୟବସାୟୀ ଙ୍କ ମୃତ ଦେହ ଉଦ୍ଧାର l
https://youtu.be/NYTV05vIXMc
(ନିଶ୍ଚିନ୍ତକୋଇଲି-ଶାସକପ୍ରଶାସକ): ସାଲେପୁର ଥାନା ଅନର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଜିଗିନପୁର ପଂଚାୟତ ମାତ୍ କତପୁର ଗ୍ରାମର କାଠ ଓ ରଡ଼ ସିମେଣ୍ଟ ଗୋଡି ବ୍ୟବସାୟି ଦୋଳଗୋବିନ୍ଦ ଦାସ 59 ବର୍ଷ ଙ୍କ ମୃତ ଦେହ ଜହ୍ନିଆ ରାମକୃଷ୍ଣପୁର କେନାଲ ବଳ ସାହି…
ଗାଙ୍ଗପୁରରେ ଐତିହାସିକ ନଳଯାତ୍ରା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁରରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ପ୍ରାଚୀନ ପରମ୍ପରା ମୁତାବକ ଆଜି ଜଙ୍ଗଲରୁ ବାରଫୁଟ ଉଚ୍ଚତାର ତିନୋଟି ବାଉଁଶ ଆଣି ସେଗୁଡ଼ିକୁ ଗ୍ରାମର…
ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୩ ପାଳିତ
ଜଗତସିଂହପୁର/ସୁମନ୍ତ ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ…