Sign in
Sign in
Recover your password.
A password will be e-mailed to you.
ପିତୃମାତୃହୀନ ଝିଅର ବାହାଘରରେ ପହଞ୍ଚିଲେ ବିଭାଗୀୟ ଉପଦେଷ୍ଟା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଯାହାର ବାପାମାଆ ନାହାନ୍ତି ତାହାର ସମସ୍ତେ ଅଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ବଡ଼ପଦା ଅଞ୍ଚଳର ମାତୃପିତୃହୀନ ଏକ ଝିଅ ଯିଏକି କିଛିଦିନ ତଳେ ଶିଶୁଯତ୍ନ ଅନୁଷ୍ଠାନ, ପାରଳାଖେମୁଣ୍ଡିରେ ରହି ବଢ଼ୁଥିଲା କିନ୍ତୁ ୧୮…
ସୁବର୍ଣ୍ଣପୂର “ମନ୍ କି ବାତ୍” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା
ସୁବର୍ଣ୍ଣପୂର /ଭୁବନେଶ୍ବର, ୨୪।୦୯- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦିନିକିଆ ସୁବର୍ଣ୍ଣପୂର ଗସ୍ତ ଅବସରରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୫ ତମ “ମନ୍ କି…
ଲୋକକଳାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଜରୁରୀ।
ଅଷ୍ଟମ ଲୋକକଳା ଉତ୍ସବ ଉଦଘାଟିତ
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆମର ଲୋକକଳାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ନ ହେଲେ ଆମର ଆଗାମୀ ସମୟ ଆମକୁ ପରିଚ୍ଛନ୍ନହୀନ କରିଦେବ।ଆମର ଭାଷା,ସଂସ୍କୃତିର ପ୍ରଚାର ପ୍ରସାର ଦ୍ବାରା ଆମେ ସର୍ବଭାରତୀୟ ସ୍ତରରେ ଆମର ପରିଚୟକୁ ଅକ୍ଷୁର୍ଣ୍ଣ ରଖିପାରିବା ବୋଲି…
କିଟ୍ ବିଶ୍ୱବିଦ୍ୟାଳୟରେ ଏନ୍ଏସ୍ଏସ୍ ଦିବସ ପାଳିତ
ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସମାଜସେବାରେ ନିଜକୁ ନିୟୋଜିତ କରନ୍ତୁ
ଭୁବନେଶ୍ୱର, ୨୪ ।୯ : କିଟ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ…
ଅକ୍ଟୋବର ୩ ରେ ଓଡ଼ିଶା ବନ୍ଦ ପ୍ରସଙ୍ଗ: ଆଲୋଚନା ବିଫଳ
https://youtu.be/uxbWUINasnQ
ସରକାରଙ୍କ ସହ ଆଲୋଚନା ବିଫଳ । ୭୨ ଘଣ୍ଟା ଭିତରେ ଚାରିଦ୍ଵାର ଖୋଲିବା ଉପରେ ଲିଖିତ ପ୍ରତିଶୃତି ନ ଦେଲେ ଆନ୍ଦୋଳନ ଜାରି ରହିବ ବୋଲି ଜଗନ୍ନାଥ ସେନା ମୁଖ୍ଯଙ୍କ ସୂଚନା ।
ଜଳ ଉତ୍ସର ସୁରକ୍ଷା ସହିତ ସଫେଇ ନିମନ୍ତେ ସଚେତନ ବାର୍ତ୍ତା ବାଣ୍ଟିଲେ ଏନସିସି କ୍ୟାଡେଟ
ଓଡ଼ଗାଁ, ୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ଷଷ୍ଠ ଓଡ଼ିଶା ବାଟାଲିୟନ ଏନସିସି ପୁରୀ ଆନୁକୂଲ୍ୟରେ ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏନସିସି କ୍ୟାଡେଟ ମାନେ ସାଇକେଲ ରାଲିରେ ଜଳ ଉତ୍ସର ସୁରକ୍ଷା ଓ ସଫେଇ ସମ୍ପର୍କରେ ସଚେତନ ବାର୍ତ୍ତା ବାଣ୍ଟିଥିଲେ । ପୁନିତ ସାଗର ଅଭିଯାନ…
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ …
ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗପୁତ ଜୀବନୀ, ଓଡିଆ ଭାଷା ଓ ଓଡିଶା ସଂପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ଓଡିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ସେକ୍ଟର ୫ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି…
ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କ ୧୦୬ତମ ଜୟନ୍ତୀ ପାଳନ
ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲା ଶାଖା ଡିଭାଇନ ଲାଇଫ ସୋସାଇଟୀ ତରଫରୁ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦଜୀ ମହାରାଜ ଓ ସ୍ବାମୀ ରାମେଶ୍ବରନନ୍ଦ…
ଗାନ୍ଧୀ ଜୟନ୍ତୀରୁ ବିଜେଡିର ପଦଯାତ୍ରା ଆରମ୍ଭ: ଘରକୁ ଯାଇ ସରକାରଙ୍କ ଉନ୍ନୟନ ବାର୍ତ୍ତା ବାଣ୍ଟିବେ କର୍ମୀ
ଓଡ଼ଗାଁ, ୨୪।୯ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଳକ ଅଞ୍ଚଳର ୧୮ ଗୋଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ । ଓଡ଼ଗାଁ ବିଜେଡି ଦଳ ପକ୍ଷରୁ…
ବିଜେପି ପକ୍ଷରୁ ଅମୃତ କଳସ ଶୋଭାଯାତ୍ରା ରେ ମାଟି ସଂଗ୍ରହ
https://youtu.be/9-ozrNPUFO8
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ମାହାଙ୍ଗାର ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ନେତୃତ୍ୱରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଅମୃତ କଳସ…